Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 29, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା ...

  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ...

  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ...

  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ...

  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା ...

  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ...

  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ...

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ...

ରାଜ୍ୟ
Home ›› ରାଜ୍ୟ ››ଆଜିଠୁ ଦର୍ଶକ ଉପଭୋଗ କରିବେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ

ଆଜିଠୁ ଦର୍ଶକ ଉପଭୋଗ କରିବେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ

2024-09-03 07:42:16
14449
Share:
Facebook
Twitter
E-Mail
WhatsApp
Telegram
ଆଜିଠୁ ଦର୍ଶକ ଉପଭୋଗ କରିବେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋ

ଭୁବନେଶ୍ଵର: ଦୀର୍ଘ ୯ ମାସ ପରେ ପର୍ଯ୍ୟଟକଙ୍କ ପ୍ରତୀକ୍ଷାର ଅନ୍ତ ଘଟିବ।  ଓଟିଡିସିର ପ୍ରତିଷ୍ଠା ଦିବସ ଅବସରରେ ଆଜି ସନ୍ଧ୍ୟାରେ ଶାନ୍ତିସ୍ତୁପ ଧଉଳିରେ ପୁଣି ଚାଲିବ ଆଲୋକ ଓ ଶଦ୍ଦ ଶୋ। ଧଉଳି ଉପରେ ପର୍ଯ୍ୟବେସିତ ଐତିହାସିକ କଥାବସ୍ତୁକୁ ନେଇ ଆଲୋକ ଓ ଶଦ୍ଦ ଶୋ କୁ ଦର୍ଶକ ଉପଭୋଗ କରିବେ। ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ  ପ୍ରଭାତୀ ପରିଡା, ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ପର୍ଯ୍ୟଟନ ନିର୍ଦେଶକ ସମର୍ଥ ବର୍ମା ଓ ସ୍ଥାନୀୟ ବିଧାୟକ ବାବୁ ସିଂ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶୋର ଶୁଭାରମ୍ଭ କରିବେ। ଏ ନେଇ ଓଟିଡିସି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ପୂର୍ବରୁ ସଂଗ୍ରହ ହେଉଥିବା ଶୋର ଟିକଟ ମୂଲ୍ୟରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ବିଶ୍ଵ ପ୍ରସିଦ୍ଧ ଶାନ୍ତିସ୍ତୂପ ଧଉଳିରେ ରାଜ୍ୟରେ ପ୍ରଥମ କରି ଆଲୋକ ଓ ଶଦ୍ଦ ଶୋ ୨୦୨୫ରେ ଆରମ୍ଭ ହୋଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋ କୁ ଉଦଘାଟନ କରିଥିଲେ। ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଦୁଇଟି ପର୍ଯ୍ୟାୟରେ ଶୋ ଆରମ୍ଭ କରାଯାଇଥିଲା। ସନ୍ଧ୍ୟାରେ ଖୋଲା ଆକାଶ ତଳେ ବସି ପର୍ଯ୍ୟଟକମାନେ ଶୋ କୁ ଉପଭୋଗ କରୁଥିଲେ। ମାତ୍ର ୨୦୨୩ ନଭେମ୍ବର ମାସରୁ ଗୋଟିଏ ପ୍ରୋଜେକ୍ଟର ଅକାମି ହୋଇଯିବା ଯୋଗୁଁ ଶୋ ଚାଲିବା ବନ୍ଦ ହୋଇଯାଇଥିଲା। ଓଟିଡିସି ପକ୍ଷରୁ ଏହାକୁ ମରାମତି କରିବା ଲାଗି ଚେଷ୍ଟା କରାଯାଇଥିଲା। ହେଲେ ତାହା ଚାଲିବା ସମ୍ଭବ ହୋଇପାରିନଥିଲା। ଏବେ ତାକୁ ପୁଣି କାର୍ଯ୍ୟକ୍ଷମ କରାଯାଇଛି।

Powered by Froala Editor

Tags Light sound show

Related articles Odisha News Lens 4.1

  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...
    ବାଣିଜ୍ୟ

    ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...

    15583
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...

    13921
    Nov 27, 2026
  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

    14202
    Nov 28, 2026
  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...
    ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...

    14967
    Nov 27, 2026
  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ
    ଦେଶ-ଦେଶାନ୍ତର

    ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14710
    Nov 27, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ...

    14059
    Nov 28, 2026
  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....
    ବିଶେଷ

    ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....

    13406
    Nov 29, 2026
  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ
    ଦେଶ-ଦେଶାନ୍ତର

    ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14800
    Nov 28, 2026
  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    15054
    Nov 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14710
    Nov 27, 2026
  • ବାଣିଜ୍ୟ

    ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ କରିଛି

    15583
    Nov 28, 2026
  • ବାଣିଜ୍ୟ

    ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର ...

    13921
    Nov 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17327
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18029
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17984
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18398
    Sep 06, 2023

ବିଶେଷ

  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....

    13406
    Nov 29, 2026
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14888
    Nov 26, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15633
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    15037
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14662
    Nov 09, 2026

ବାଣିଜ୍ୟ

ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ କରିଛି

ଭୁବନେଶ୍ୱର  : ସ୍ମାର୍ଟ ଏବଂ ସ୍ଥାୟୀ ସମାଧାନ ମାଧ୍ୟମରେ ପରିଚାଳନାଗତ ଉତ୍କର୍ଷତାକୁ ସୁଦୃଢ଼ କରିବା ପାଇଁ ଏହାର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ୍, ଲାଞ୍ଜିଗଡ଼ ଏହାର ନୂତନ ପାୱାର ପ୍ଲା ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ ଏକତ୍ରିତ କରୁଛି

    14059
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ

    13921
    Nov 27, 2026
  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

    15107
    Nov 25, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    16185
    Nov 24, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14710
    Nov 27, 2026
  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15941
    Nov 26, 2026
  • ପେଟର ସମସ୍ୟାରୁ କେମିତି ନିଜକୁ ରକ୍ଷା କରିବେ ଜାଣନ୍ତୁ.....

    13406
    Nov 29, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In