ବାଘ ଚାଲ ଡିଲବେଳେ ମାଡ଼ିବସିଲା ବନବିଭାଗ, ୭ ଗିରଫ
ଭୁବନେଶ୍ୱର: ବାଘ ଛାଲ ଡିଲବେଳେ ମାଡ଼ିବସିଲା ବନବିଭାଗ । ଏହି ଘଟଣାରେ ବନବିଭାଗ ଜଣେ ଓଆଇଏସଏଫ ଯବାନଙ୍କ ସହ ମୋଟ ୭ ଜଣଙ୍କୁ ଗିରଫ କରିଛି । ବୌଦ୍ଧ ଜଙ୍ଗଲରେ ଗୋଟିଏ ବାଘକୁ ଶିକାର କରାଯାଇଥିଲା । ପରେ ଉକ୍ତ ବାଘର ଛାଲକୁ ବିକ୍ରି ପାଇଁ ତମାଣ୍ଡୋ ଅଞ୍ଚଳରେ ଡିଲ ଚାଲିଥିଲା । ଏନେଇ ବନବିଭାଗ ଖବର ପାଇ ଘଟଣାସ୍ଥଳରେ ଚଢ଼ଉ କରିଥିଲା ।
Powered by Froala Editor