Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, November 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା ...

  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ...

  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ...

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ...

  • ହ୍ୱାଟସଆପରେ ଆରମ୍ଭ ହେଲା ମେସେଜ୍ ...

  • ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଜଲସାକୁ ଉଡ଼ାଇ ...

  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ...

  • ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର ...

  • ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା, ନାଁ ରହିବ ଆସନା

ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା, ନାଁ ରହିବ ଆସନା

2024-08-30 10:47:49
14987
Share:
Facebook
Twitter
E-Mail
WhatsApp
Telegram
ଆରବ ସାଗରରେ ସୃଷ୍ଟି ହେବ ବାତ୍ୟା, ନାଁ ରହିବ ଆସନା

ନୂଆଦିଲ୍ଲୀ: ଆଜି ଆରବ ସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଯାହା  ଓମାନ ଉପକୂଳ ଆଡକୁ ଗତି କରିବ ବୋଲି ଆଶା କରାଯାଉଛି। ବାତ୍ୟାର ନାଁ ରହିବ ଆସନା। ଏହା କ୍ରମଶଃ ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରି ଦୁଇ ଦିନ ମଧ୍ୟରେ ଭାରତ ଉପକୂଳଠାରୁ ଦୂରେଇ ଯିବ। ୧୯୭୬ ମସିହାରେ ଓଡିଶାରେ ଏକ ଘୂର୍ଣ୍ଣିବଳୟ ଦେଖାଦେଇଥିଲା। ଏହାପରେ ବାତ୍ୟା ଆସନା ହେଉଛି ଆରବ ସାଗରରେ ସୃଷ୍ଟି ହୋଇଥିବା ପ୍ରଥମ ସାଇକ୍ଲୋନିକ୍ ଝଡ।
ତେବେ ଏହାର ପ୍ରଭାବରେ ଗୁଜୁରାଟରେ ଭୀଷଣ ବର୍ଷା ଜାରି ରହିଛି। ଶନିବାର ପର୍ୟ୍ୟନ୍ତ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ସୁରତ ସହର ଜଳମଗ୍ନ ହୋଇଥିବାବେଳେ ପୋରବନ୍ଦର, ଜୁନାଗଡ , କଚ୍ଚ ଏବଂ ଦେବଭୂମି ଦ୍ଵାରକା ଅଞ୍ଚଳରେ ବି ଭୀଷଣ ବନ୍ୟା ଦେଖିବାକୁ ମିଳିଛି। ସୁରତରେ ରାସ୍ତା ଉପରେ ପାଣି ଲହଡି ମାରୁଥିବାରୁ ଜନଜୀବନ ଏବଂ ଗମନାଗମନ ବାଧାପ୍ରାପ୍ତ ହୋଇଛି। ରାଜକୋଟ ଜିଲ୍ଲା ଲାଟ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ସମଗ୍ର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ସେଠାରେ ମାତ୍ର ଦୁଇ ଘଣ୍ଟାରେ ୧୧ ଇଞ୍ଚ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Powered by Froala Editor

Tags Cyclone

Related articles Odisha News Lens 4.1

  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ...
    ବାଣିଜ୍ୟ

    ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ...

    14756
    Nov 25, 2026
  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...
    ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...

    14554
    Nov 27, 2026
  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    14642
    Nov 27, 2026
  • ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଜଲସାକୁ ଉଡ଼ାଇ ଦେବାକୁ ଧମକ
    ଦେଶ-ଦେଶାନ୍ତର

    ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଜଲସାକୁ ଉଡ଼ାଇ ଦେବାକୁ ଧମକ

    13474
    Nov 26, 2026
  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି
    ବିଶେଷ

    ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14490
    Nov 26, 2026
  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ
    ଦେଶ-ଦେଶାନ୍ତର

    ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14285
    Nov 27, 2026
  • ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର ...
    ମନୋରଞ୍ଜନ

    ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର ...

    13680
    Nov 25, 2026
  •  ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି
    ଦେଶ-ଦେଶାନ୍ତର

    ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15538
    Nov 26, 2026
  • ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ
    ଦେଶ-ଦେଶାନ୍ତର

    ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

    14801
    Nov 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସୁନା କେତେ ଶସ୍ତା ହୋଇଛି ଜାଣନ୍ତୁ

    14801
    Nov 25, 2026
  • ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ଉପରେ ପଡ଼ିପାରେ ଅତିରିକ୍ତ ବୋଝ

    14554
    Nov 27, 2026
  • ମନୋରଞ୍ଜନ

    ଗୋଆର ୫୭ ତମ ଆଇଏଫ୍ଏଫ୍ଆଇରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଲା ଓଡ଼ିଆ ଚଳଚ୍ଚିତ୍ର 'ବାଘୁଣୀ’

    13680
    Nov 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17323
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18025
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17980
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18393
    Sep 06, 2023

ବିଶେଷ

  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14490
    Nov 26, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15585
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    14986
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14615
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15954
    Nov 08, 2026

ବାଣିଜ୍ୟ

ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

ପୁରୀ: ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ତାହାର ୫ମ ବର୍ଷ ପୁରୀ ସଂସ୍କରଣ ସମ୍ପର୍କରେ ଆନନ୍ଦର ସହିତ ଘୋଷଣା କରିଛି, ଯାହା ୨୦୨୬ ନଭେମ୍ବର ୨୭ରେ ପୁରୀ ...

  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    15827
    Nov 24, 2026
  • ମାସକରେ କମିଲାଣି ୨୧ ହଜାର ସୁନା

    16058
    Nov 21, 2026
  • ଭିଏଏମ୍ଏଲ୍ ସିଜିମାଳି ବକ୍ସାଇଟ୍ ଖଣି ପକ୍ଷରୁ କର୍କଟ ଚିହ୍ନଟ ଶିବିର ଆୟୋଜିତ, କଳାହାଣ୍ଡି ଓ ରାୟଗଡ଼ାର ୩୫୦ରୁ ଅଧିକ ଗୋଷ୍ଠୀ ସଦସ୍ୟ ଉପକୃତ

    15796
    Nov 20, 2026
  • ନିବେଶକଙ୍କ ଖୁସି : ଅଟୋ, ବ୍ୟାଙ୍କିଙ୍ଗ୍ ଓ କଞ୍ଜ୍ୟୁମର ସେକ୍ଟରରେ ଜବରଦସ୍ତ ଉତ୍ସାହ

    14115
    Nov 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

    14756
    Nov 25, 2026
  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14285
    Nov 27, 2026
  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ଉପରେ ପଡ଼ିପାରେ ଅତିରିକ୍ତ ବୋଝ

    14554
    Nov 27, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In