Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, July 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ପ୍ରଫେସର ନିର୍ଯାତନା ସହି ନ ପାରି ଡାକ୍ତରୀ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ମଝି ସମୁଦ୍ରରେ ଜାହାଜ ବୁଡ଼ି ୧୬ ନିଖୋଜ

ମଝି ସମୁଦ୍ରରେ ଜାହାଜ ବୁଡ଼ି ୧୬ ନିଖୋଜ

2024-07-17 12:05:27
16143
Share:
Facebook
Twitter
E-Mail
WhatsApp
Telegram
ମଝି ସମୁଦ୍ରରେ ଜାହାଜ ବୁଡ଼ି ୧୬ ନିଖୋଜ

ନୂଆଦିଲ୍ଲୀ: ମଝି ସମୁଦ୍ରରେ ବୁଡ଼ିଲା ଜାହାଜ। ୧୩ ଜଣ ଭାରତୀୟଙ୍କ ସମେତ ୧୬ଜଣ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ତେଲ ଟ୍ୟାଙ୍କର ଓମାନ ଉପକୂଳରେ ବୁଡ଼ିଯାଇଥିବା ସୂଚନା ମିଳିଛି। ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ ଏନେଇ ସୂଚନା ଦେଇଛି। ଜାହାଜରେ ଥିବା ୧୬ଜଣ କ୍ରୁ ମେମ୍ୱର ନିଖୋଜ ଅଛନ୍ତି। ସେମାନଙ୍କର କୌଣସି ସୂଚନା ମିଳୁନାହିଁ।
ନିଖୋଜଙ୍କ ମଧ୍ୟରେ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ରହିଛନ୍ତି। ରସ୍ ମାତରଖା ବନ୍ଦର ଠାରୁ ୨୫ ନଟିକାଲ ମାଇଲ ଦୂରରେ ଅଘଟଣ ହୋଇଥିବା ସୂଚନା ମିଳିଛି। ଜାହାଜଟି ୟେମେନର ଆଡେନ ବନ୍ଦର ଅଭିମୁଖେ ଯାଉଥିଲା। ଓମାନର ସାମୁଦ୍ରିକ ସୁରକ୍ଷା କେନ୍ଦ୍ର ନିଖୋଜ କ୍ରୁ ମେମ୍ୱରଙ୍କ ଉଦ୍ଧାର କାମରେ ନିୟୋଜିତ ହୋଇଛନ୍ତି।

 

Powered by Froala Editor

Tags Ship sink

Related articles Odisha News Lens 4.1

  • ପ୍ରଫେସର ନିର୍ଯାତନା ସହି ନ ପାରି ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା
    ଦେଶ-ଦେଶାନ୍ତର

    ପ୍ରଫେସର ନିର୍ଯାତନା ସହି ନ ପାରି ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା

    14132
    Jul 19, 2025
  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ...
    ବାଣିଜ୍ୟ

    ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ...

    14048
    Jul 19, 2025
  • ସୁଟିଂରେ ଶାହରୁଖ  ଆହତ, ଆମେରିକାରେ ହେବ ସର୍ଜରୀ
    ମନୋରଞ୍ଜନ

    ସୁଟିଂରେ ଶାହରୁଖ ଆହତ, ଆମେରିକାରେ ହେବ ସର୍ଜରୀ

    14650
    Jul 19, 2025
  • ଶୁଭ କଳସ ବସାଇବାର ନିୟମ
    ବିଶେଷ

    ଶୁଭ କଳସ ବସାଇବାର ନିୟମ

    13375
    Jul 19, 2025
  •  ଶିବଙ୍କର ଏହି ଗୁଣ ଅନୁସରଣ କଲେ ପାରିବାରିକ ଜୀବନ ହେବ ସୁଖମୟ
    ବିଶେଷ

    ଶିବଙ୍କର ଏହି ଗୁଣ ଅନୁସରଣ କଲେ ପାରିବାରିକ ଜୀବନ ହେବ ସୁଖମୟ

    14488
    Jul 19, 2025
  • କିନ୍ନର ପରିଚୟ ଦେଇ ଭାରତରେ ୨୦ ବର୍ଷ
    ଦେଶ-ଦେଶାନ୍ତର

    କିନ୍ନର ପରିଚୟ ଦେଇ ଭାରତରେ ୨୦ ବର୍ଷ

    14634
    Jul 19, 2025
  • ଉଚ୍ଚ ଆକାଶରେ ହେଲା ହୃଦ୍‌ଘାତ, ଅଷ୍ଟ୍ରେଲୀୟ ସ୍କାଇଡାଇଭରଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଉଚ୍ଚ ଆକାଶରେ ହେଲା ହୃଦ୍‌ଘାତ, ଅଷ୍ଟ୍ରେଲୀୟ ସ୍କାଇଡାଇଭରଙ୍କ ମୃତ୍ୟୁ

    13914
    Jul 19, 2025
  • ଚପଲ ଓଲଟା ରଖିଲେ ହୋଇଥାଏ ଏହା
    ବିଶେଷ

    ଚପଲ ଓଲଟା ରଖିଲେ ହୋଇଥାଏ ଏହା

    13703
    Jul 19, 2025
  • ପୃଥିବୀ ଫେରିବା ପରେ ଚାଲିବା ଶିଖୁଛନ୍ତି ଶୁଭାଂଶୁ
    ଦେଶ-ଦେଶାନ୍ତର

    ପୃଥିବୀ ଫେରିବା ପରେ ଚାଲିବା ଶିଖୁଛନ୍ତି ଶୁଭାଂଶୁ

    13451
    Jul 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସୁଟିଂରେ ଶାହରୁଖ ଆହତ, ଆମେରିକାରେ ହେବ ସର୍ଜରୀ

    14650
    Jul 19, 2025
  • ଦେଶ-ଦେଶାନ୍ତର

    ପୃଥିବୀ ଫେରିବା ପରେ ଚାଲିବା ଶିଖୁଛନ୍ତି ଶୁଭାଂଶୁ

    13451
    Jul 19, 2025
  • ବିଶେଷ

    ଶିବଙ୍କର ଏହି ଗୁଣ ଅନୁସରଣ କଲେ ପାରିବାରିକ ଜୀବନ ହେବ ସୁଖମୟ

    14488
    Jul 19, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16628
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16741
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17057
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15544
    Apr 03, 2021

ବିଶେଷ

  • ଚପଲ ଓଲଟା ରଖିଲେ ହୋଇଥାଏ ଏହା

    13703
    Jul 19, 2025
  • ଶୁଭ କଳସ ବସାଇବାର ନିୟମ

    13375
    Jul 19, 2025
  • ପୋଷା କୁକୁରଙ୍କ ପାଇଁ କିଛି ନିୟମ

    14754
    Jul 19, 2025
  • ଶିବଙ୍କର ଏହି ଗୁଣ ଅନୁସରଣ କଲେ ପାରିବାରିକ ଜୀବନ ହେବ ସୁଖମୟ

    14488
    Jul 19, 2025
  • ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ....

    15879
    Jul 17, 2025

ବାଣିଜ୍ୟ

ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

ଆଶୀର୍ବାଦ ଶୁଦ୍ଧ ଚକ୍କି ଅଟ୍ଟାରୁ ପ୍ରସ୍ତୁତ ଏବଂ ଡିଜିଟାଲ ପଦ୍ଧତିରେ ୩୦,୦୦୦ରୁ ଅଧିକ ପ୍ରସାଦ ଯୋଗାଣ କରିଥିଲା, ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଭାବଧାରା ସୃଷ୍ଟି ନିମନ୍ତେ ସକ୍ରିୟକରଣରେ ସର୍ବାଧୁନିକ ପ୍ରଯୁକ୍ତି ସହ ...

  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    15002
    Jul 09, 2025
  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15888
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16419
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14068
    Jun 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋଷା କୁକୁରଙ୍କ ପାଇଁ କିଛି ନିୟମ

    14754
    Jul 19, 2025
  • ଶୁଭ କଳସ ବସାଇବାର ନିୟମ

    13375
    Jul 19, 2025
  • ସୁଟିଂରେ ଶାହରୁଖ ଆହତ, ଆମେରିକାରେ ହେବ ସର୍ଜରୀ

    14650
    Jul 19, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In