Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, February 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ ...

  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକ୍ପି ...

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ ...

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

  • ସୁଲତାନପୁର କୋର୍ଟରେ ରାହୁଲ

  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ...

  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ...

  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

  • ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

Home ›› ››ଆରମ୍ଭ ହେବ ଓଡିଆ ଭାଷାର ଗୌରବ ଗାଥା ପଦଯାତ୍ରା ଓଡ଼ିଆ ଭାଷା, ସଂସ୍କୃତି ସହ ଯୋଡିହେବେ ପର୍ଯ୍ୟଟକ

ଆରମ୍ଭ ହେବ ଓଡିଆ ଭାଷାର ଗୌରବ ଗାଥା ପଦଯାତ୍ରା ଓଡ଼ିଆ ଭାଷା, ସଂସ୍କୃତି ସହ ଯୋଡିହେବେ ପର୍ଯ୍ୟଟକ

2024-02-01 14:22:09
13640
Share:
Facebook
Twitter
E-Mail
WhatsApp
Telegram
ଆରମ୍ଭ ହେବ ଓଡିଆ ଭାଷାର ଗୌରବ ଗାଥା ପଦଯାତ୍ରା ଓଡ଼ିଆ ଭାଷା, ସଂସ୍କୃତି ସହ ଯୋଡିହେବେ ପର୍ଯ୍ୟଟକ

ଭୁବନେଶ୍ୱର,୧।୨- ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷା, କଳା ଓ ସଂସ୍କୃତିକୁ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କ ପାଖେ ପହଞ୍ଚାଇବାକୁ ଆରମ୍ଭ ହେଉଛି ଏକାମ୍ର ଉତ୍ସବ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆସନ୍ତା ୩ରୁ ୯ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଆଧାରରେ ଜାନୁଆରୀରୁ ଆରମ୍ଭ ହୋଇଥିବା ଏକାମ୍ର ୱାକ୍ସରେ ନୂଆ କରି ଭାଷା ସମ୍ମିଳନୀ ପାଇଁ ' ଓଡିଆ ଭାଷାର ଗୌରବ ଗାଥା' ପଦଯାତ୍ରା ଯୋଡ଼ି ହେଉଛି। ଯାହା କାଲିଠାରୁ ଆରମ୍ଭ ହେଉଛି। ୫ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ପଦଯାତ୍ରା ୨ଟା ୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଚାଲିବ। ଏକାମ୍ର ୱାକ୍ସରେ ଆମ ସଂସ୍କୃତି ଆମ ଐତିହ୍ୟ, 'ପ୍ରକୃତିର ପଦଯାତ୍ରା', 'ଓଡ଼ିଆ ଖାଦ୍ୟ ପସରା', 'କୋମଳ ମନର କୌତୁହଳ ଯାତ୍ରା' ଭଳି ପଦଯାତ୍ରା ରହିଛି।  


ଭାରତର ୬ଟି ଶାସ୍ତ୍ରୀୟ ଭାଷା ମଧ୍ୟରୁ ଓଡିଆ ଭାଷା ଅନ୍ୟତମ। ପ୍ରାୟ ଚାରି ସହସ୍ର ବର୍ଷର ଓଡିଆ ଭାଷା ଏବଂ ସାହିତ୍ୟର ଇତିହାସ ସମୟ ସହିତ ଏକ ଆକର୍ଷଣୀୟ ଯାତ୍ରା। ଭାଷା କେବଳ ପୁସ୍ତକ ଏବଂ ପାଣ୍ଡୁଲିପି ମାଧ୍ୟମରେ ନୁହେଁ ବରଂ ମୌଖିକ ଭାବେ ବଞ୍ଚେ। ତେଣୁ ଏହି ଟ୍ରେଲ ମାଧ୍ୟମରେ ପାଦରେ ଚାଲି ଚାଲି ଭୁବନେଶ୍ୱର ମନ୍ଦିରରେ ଥିବା କୀର୍ତ୍ତିରାଜି, ଓଡ଼ିଶାର ଅତୀତ ଇତିହାସ ସମ୍ପର୍କରେ ପର୍ଯ୍ୟଟକମାନେ ଜାଣିବାକୁ ପାଇବେ। 

କେଦାରନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଏହି ପଦଯାତ୍ରା ଅପରାହ୍ନ ୩ଟାରେ ଆରମ୍ଭ ହେବ। ଖଜୁରୀ ପତ୍ରରେ କିଭଳି ଓଡିଆ ଭାଷା ଲେଖାଯାଉଥିଲା, ତାଳପତ୍ର ସଂରକ୍ଷଣ ଏବଂ ପୁନରୁଦ୍ଧାର ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଯାତ୍ରୀମାନେ ଜାଣିବାକୁ ପାଇବେ। ଏଥିସହ ଓଡ଼ିଶାର ପୁରୁଣା ଖବରକାଗଜ ବିଷୟମରେ ମଧ୍ୟ ଜାଣିବାର ସୁଯୋଗ ମିଳିବ। ଅପରାହ୍ନ ୩ଟା ୩୦ରେ ବିନ୍ଦୁସାଗର କୂଳରେ ଏକ ଚିତ୍ତାକର୍ଷକ ପାଲା ପ୍ରଦର୍ଶନ ହେବ। ପାଲା ଗାୟକଙ୍କ ନେତୃତ୍ୱରେଏହି ଦଳରେ ଷୋଡ଼ଶ ଓ ସପ୍ତଦଶ ଶତାବ୍ଦୀର ଓଡିଆ ସାହିତ୍ୟର ପ୍ରମୁଖ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତାକୁ ଶୁଣିବାକୁ ମିଳିବ।  ୪ଟା ୧୫ରେ ଐତିହାସିକ ଅନ୍ତର୍ନିହିତ ପଦଯାତ୍ରା: ବିନ୍ଦୁସାଗର। ଓଡ଼ିଶାର ଇତିହାସ ଓ ଓଡ଼ିଆ ଭାଷାର ବିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯିବ। ୪ଟା ୪୫ରେ ତାଳେଶ୍ୱର ମନ୍ଦିରଠାରେ ଭୀମ ଭୋଇଙ୍କ କବିତା ପାଠ ହେବ। ସୋନପୁରର ଉନ୍ନବିଂଶ ଶତାବ୍ଦୀର ସାଧୁ-କବି ଭୀମ ଭୋଇଙ୍କ ଦ୍ୱାରା ପ୍ରଚାରିତ ମହିମା ସମ୍ପ୍ରଦାୟ ଦ୍ୱାରା ଖଞ୍ଜଣି ଭଜନ ଅନୁଷ୍ଠିତ ହେବ। ଅପରାହ୍ନ ୫ଟା ୧୫ରେ ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଯାତ୍ରୀମାନେ କବି ସୂର୍ଯ୍ୟ ବଳଦେବ ରଥଙ୍କ ଚମ୍ପୁ ଶୁଣିବାକ ପାଇବେ। ଓଡ଼ିଶାର ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାକୁ ଲୋକଙ୍କ ପାଖେ ପହଞ୍ଚାଇବାକୁ ପାରମ୍ପରିକ ବାଦ୍ୟଯନ୍ତ୍ର ମର୍ଦ୍ଦଳ ସହ ସଙ୍ଗୀକତ ଉପସ୍ଥାପନ ହେବ। ଓଡ଼ିଶୀ ନୃତ୍ୟଶୀଳ୍ପିଙ୍କ ନୃତ୍ୟ ତାଳେ ତାଳେ କାର୍ଯ୍ୟକ୍ରମ ସମାପ୍ତ ହେବ। ପର୍ଯ୍ୟଟକମାନେ ନୃତ୍ୟଶୀଳ୍ପିଙ୍କଠାରୁ ଡ଼ିଶୀ ସମପ୍ରକରେ ମଧ୍ୟ ଜାଣିବାକୁ ପାଇବେ। ସା ୬ରେ ସମସ୍ତେ ପୁଣି ଆସି ଏକାମ୍ର ହାଟରେ ପହଞ୍ଚିବେ।  ଏହି ଟ୍ରେଲରେ ଯୋଡ଼ି ହେବା ପାଇଁ ଏକାମ୍ରୱାକ୍ସ ୱେବସାଇଟ୍‌ରେ ଅଧିକ ତଥ୍ୟ ରହିଛି। ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ ବୁକ ହୋଇପାରିବ।

Powered by Froala Editor

Tags Odia Bhasha Sammilani

Related articles Odisha News Lens 4.1

  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ
    ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15707
    Feb 20, 2026
  • ୨୭ରେ ମୁକ୍ତିଲାଭ କରିବ
    ମନୋରଞ୍ଜନ

    ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

    14979
    Feb 20, 2026
  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ
    ଦେଶ-ଦେଶାନ୍ତର

    ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    13776
    Feb 21, 2026
  • ସୁଲତାନପୁର କୋର୍ଟରେ ରାହୁଲ
    ଦେଶ-ଦେଶାନ୍ତର

    ସୁଲତାନପୁର କୋର୍ଟରେ ରାହୁଲ

    14903
    Feb 20, 2026
  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?

    14375
    Feb 21, 2026
  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକ୍ପି କରନ୍ତୁ ଇପିଏଫ୍ ବାଲାନ୍ସ
    ଦେଶ-ଦେଶାନ୍ତର

    ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକ୍ପି କରନ୍ତୁ ଇପିଏଫ୍ ବାଲାନ୍ସ

    14594
    Feb 21, 2026
  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି
    ଦେଶ-ଦେଶାନ୍ତର

    ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି

    15655
    Feb 20, 2026
  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ  ପ୍ରତିବାଦ ପ୍ରଦର୍ଶନ
    ଦେଶ-ଦେଶାନ୍ତର

    ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ପ୍ରଦର୍ଶନ

    14096
    Feb 20, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ
    ବିଶେଷ

    ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15573
    Feb 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି

    15655
    Feb 20, 2026
  • ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15707
    Feb 20, 2026
  • ଦେଶ-ଦେଶାନ୍ତର

    ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    13776
    Feb 21, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17347
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17416
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17759
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16233
    Apr 03, 2021

ବିଶେଷ

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15573
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14261
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15193
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15907
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15921
    Feb 14, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14960
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14473
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16083
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15367
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    13776
    Feb 21, 2026
  • ସୁଲତାନପୁର କୋର୍ଟରେ ରାହୁଲ

    14903
    Feb 20, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15573
    Feb 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In