Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, November 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ...

  • ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ...

  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ...

  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ...

  • ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ...

  • ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ...

  • ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ...

  • ନୋରାଙ୍କୁ ପୁଣି ସମନ ଜାରି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଇଡି କାର୍ୟ୍ୟାଳୟରେ ହାଜର ହେଲେ ଲାଲୁ

ଇଡି କାର୍ୟ୍ୟାଳୟରେ ହାଜର ହେଲେ ଲାଲୁ

2024-01-29 10:13:06
14514
Share:
Facebook
Twitter
E-Mail
WhatsApp
Telegram
ଇଡି କାର୍ୟ୍ୟାଳୟରେ ହାଜର ହେଲେ ଲାଲୁ

ପାଟନା:  ଲ୍ୟାଣ୍ଡ୍ ଫର୍ ଜବ ସ୍କାମ ମାମଲାରେ ଯାଦବ ପରିବାରର ଅଡ଼ୁଆ ବଢିଚାଲିଛି । ଏନଡିଏ ସରକାର ଗଠନ ହେବାର ୨୪ ଘଣ୍ଟା ନପୁରୁଣୁ ତେଜସ୍ୱୀ ଯାଦବଙ୍କୁ ଇଡିରୁ ଡାକରା ଆସିଛି । ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ୍ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ୟ୍ୟାଳୟରେ ହାଜର ହେବାକୁ ପକ୍ଷରୁ ସମନ ଜାରି କରାଯାଇଛି । ତେବେ ଆଜି ତେଜସ୍ୱୀ ଯାଦବ ଇଡି କାର୍ୟ୍ୟାଳୟରେ ହାଜର ହୋଇନପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ଇଡି କାର୍ୟ୍ୟାଳୟରେ ଲାଲୁ ଯାଦବ ପହଞ୍ଚିଛନ୍ତି । ଲ୍ୟାଣ୍ଡ ଫର ଜବ ସ୍କାମ୍ ମାମଲାରେ ତାଙ୍କୁ ପଚରାଉଚରା କରିବା ପାଇଁ ଇଡି ପୂର୍ବରୁ ସମନ ଜାରି କରିଥିଲା ।
ପାଟନା ସ୍ଥିତ ଇଡି କାର୍ୟ୍ୟାଳୟରେ ଲାଲୁ ଯାଦବ । ଲ୍ୟାଣ୍ଡ ଫର ଜବ ସ୍କାମ୍ ମାମଲାରେ ପୂର୍ବରୁ ଇଡି ସମନ ଜାରି କରିଥିବା ବେଳେ ଆଜି ୧୧ଟା ସୁଦ୍ଧା ଇଡି କାର୍ୟ୍ୟାଳୟରେ ହାଜର ହୋଇଛନ୍ତି ଲାଲୁ ଯାଦବ । ଲାଲୁ ଯାଦବ କାର୍ୟ୍ୟାଳୟରେ ପହଞ୍ଚିବା ପୂର୍ବରୁ ଶତାଧିକ ଆରଜେଡି କର୍ମକର୍ତ୍ତା କାର୍ୟ୍ୟାଳୟ ବାହାରେ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।
ସୂଚନା ଯୋଗ୍ୟ, ବିହାର ଚାକିରି ବଦଳରେ ଜମି ଘୋଟାଲା ମାମଲା ୧୪ ବର୍ଷ ପୁରୁଣା ଅଟେ । ୨୦୦୪ ମସିହାରୁ ୨୦୦୯ ପର୍ୟ୍ୟନ୍ତ ରେଳମନ୍ତ୍ରୀ ଥିଲେ ଲାଲୁ ଯାଦବ । ଏହି ସମୟରେ ରେଲଓ୍ୱେ ଚାକିରିରେ ବ୍ୟାପକ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ରେଳ ବିଭାଗରେ ଚାକିରି ଦେବା ନାଁରେ ଜମି ନେଉଥିବା ଅଭିଯୋଗ ହୋଇଥିଲା । ସିବିଆଇ ଏହି ମାମଲା ଲାଲୁ ଯାଦବ, ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ପଚରାଉଚରା କରିଛି । ଲାଲୁ ଯାଦବଙ୍କ ଅତି ଘନିଷ୍ଠ କୁହାଯାଉଥିବା ଭୋଲା ଯାଦବ ଏହି ମାମଲାରେ ଗିରଫ ହୋଇଛି ।

Powered by Froala Editor

Tags Lalu yadav

Related articles Odisha News Lens 4.1

  • ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ
    ଦେଶ-ଦେଶାନ୍ତର

    ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ

    15392
    Nov 03, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ...
    ବାଣିଜ୍ୟ

    ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ...

    13755
    Nov 03, 2026
  • ନୋରାଙ୍କୁ ପୁଣି ସମନ ଜାରି
    ମନୋରଞ୍ଜନ

    ନୋରାଙ୍କୁ ପୁଣି ସମନ ଜାରି

    14305
    Nov 03, 2026
  • ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ଘର, ୨ ମୃତ
    ଦେଶ-ଦେଶାନ୍ତର

    ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ଘର, ୨ ମୃତ

    14541
    Nov 04, 2026
  • ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍‌
    ଜିଲ୍ଲା ପରିକ୍ରମା

    ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍‌

    15427
    Nov 03, 2026
  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...
    ଦେଶ-ଦେଶାନ୍ତର

    ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...

    15121
    Nov 04, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ  ବୃଦ୍ଧି
    ବାଣିଜ୍ୟ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    13659
    Nov 04, 2026
  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ
    ଦେଶ-ଦେଶାନ୍ତର

    ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ

    14974
    Nov 04, 2026
  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍
    ଦେଶ-ଦେଶାନ୍ତର

    ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍

    15257
    Nov 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

    15121
    Nov 04, 2026
  • ଦେଶ-ଦେଶାନ୍ତର

    ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ

    15392
    Nov 03, 2026
  • ବାଣିଜ୍ୟ

    ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    13755
    Nov 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17247
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17946
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17891
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18310
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14804
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15785
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14962
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16160
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15081
    Oct 25, 2026

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହୋଇଛି ଜବରଦସ୍ତ ବୃଦ୍ଧି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ଉଛାଳ ଯୋଗୁଁ ମାତ୍ର ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କୁ ପ୍ରାୟ ୭୯,୭୦୦ କୋଟି ଟଙ୍କାର ଲାଭ ହୋଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା। କମ୍ପାନୀର ସେୟାର ପ୍ରାୟ ୧୨ ପ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    13755
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14407
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15854
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    14105
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍

    15257
    Nov 03, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    13659
    Nov 04, 2026
  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ

    14974
    Nov 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In