Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, December 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ...

  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ...

  • ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ...

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ...

  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ...

  • କୁହୁଡ଼ି ଯୋଗୁଁ ପଛକୁ ପଛ ପିଟିହେଲା ଗାଡି, ୪ ...

  • ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ...

  • ମନରେଗା ଜାଗାରେ VB-G RAM G ବିଲ, ମିଳିବ ୧୨୫ ଦିନ ...

  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

  • ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଆଜି ଲାଗ୍ରାଞ୍ଜିଆନ୍ ପଏଣ୍ଟରେ ପହଞ୍ଚିବ ସୂର୍ୟ୍ୟ ମିଶନ

ଆଜି ଲାଗ୍ରାଞ୍ଜିଆନ୍ ପଏଣ୍ଟରେ ପହଞ୍ଚିବ ସୂର୍ୟ୍ୟ ମିଶନ

2024-01-06 11:19:01
14422
Share:
Facebook
Twitter
E-Mail
WhatsApp
Telegram
ଆଜି ଲାଗ୍ରାଞ୍ଜିଆନ୍ ପଏଣ୍ଟରେ ପହଞ୍ଚିବ ସୂର୍ୟ୍ୟ ମିଶନ

ନୂଆଦିଲ୍ଲୀ:  ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳ ପରେ ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ସୂର୍ୟ୍ୟ ମିଶନ। ଆଜି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବ ଇସ୍ରୋର ପ୍ରଥମ ସୂର୍ୟ୍ୟ ମିଶନ ଆଦିତ୍ୟ-ଏଲ-୧। ପୃଥିବୀଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ପ୍ରଥମ ଲାଗ୍ରାଞ୍ଜିଆନ୍ ପଏଣ୍ଟ ବାଏଲ-୧ ପଏଣ୍ଟରେ ପହଞ୍ଚିବ ସୂର୍ୟ୍ୟ ମିଶନ।

ସେଠାରେ ଏଲ-୧  ପଏଣ୍ଟ ଚାରିପଟେ ଏକ ହାଲୋ ଅର୍ବିଟ ବା କକ୍ଷପଥରେ ଆଦିତ୍ୟକୁ ଅବସ୍ଥାପିତ କରିବା ପାଇଁ ଇସ୍ରୋ, ଆଦିତ୍ୟ ଏଲ-୧ର  ନିର୍ଣ୍ଣାୟକ ଗତିପଥ ପରିବର୍ତ୍ତନ କରିବ। ଅପରାହ୍ଣ ପ୍ରାୟ ୪ଟା ବେଳେ ଏହି ମାନ୍ୟୁଭର ବା ଗତିପଥ ପରିବର୍ତ୍ତନ କରାଯିବ। ଏହା ଇସ୍ରୋ ପାଇଁ ଏକ ସମ୍ପୂର୍ଣ୍ଣ ନୂଆ ଅଭିଜ୍ଞତା ଆଣିବ। କାରଣ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପୂର୍ବରୁ ପୃଥିବୀ, ମଙ୍ଗଳ ଓ ଚନ୍ଦ୍ର କକ୍ଷପଥରେ ସାଟେଲାଇଟ ଓ ଅର୍ବିଟରକୁ ଅବସ୍ଥାପିତ କରିସାରିଛି। 

କିନ୍ତୁ କୌଣସି ମହାଜାଗତିକ ପିଣ୍ଡ ନଥିବା ଫାଙ୍କା ସ୍ଥାନ ଚାରିପଟେ ଅର୍ଥାତ୍ ଏଲ-୧ ପଏଣ୍ଟ ଚାରିପଟେ ବୁଲିବା ପାଇଁ ସାଟେଲାଇଟକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରିବା ଇସ୍ରୋ ପାଇଁ ସମ୍ପୂର୍ଣ୍ଣ ରୂପେ ନୂଆ ଅଭିଜ୍ଞତା। ଏଥିରେ ସଫଳ ହେଲେ ଇସ୍ରୋ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆଉ ପାଦେ ଆଗେଇବ। 

Powered by Froala Editor

Tags aditya l-1

Related articles Odisha News Lens 4.1

  • ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ
    ମନୋରଞ୍ଜନ

    ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

    15522
    Dec 15, 2025
  • କୁହୁଡ଼ି ଯୋଗୁଁ ପଛକୁ ପଛ ପିଟିହେଲା ଗାଡି, ୪ ମୃତ
    ଦେଶ-ଦେଶାନ୍ତର

    କୁହୁଡ଼ି ଯୋଗୁଁ ପଛକୁ ପଛ ପିଟିହେଲା ଗାଡି, ୪ ମୃତ

    14091
    Dec 15, 2025
  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ
    ଦେଶ-ଦେଶାନ୍ତର

    ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14072
    Dec 16, 2025
  • ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ
    ରାଜନୀତି

    ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

    14677
    Dec 15, 2025
  • ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଥାଇଲାଣ୍ଡରୁ ଦିଲ୍ଲୀ ଫେରିଲେ ଲୁଥ୍ରା ଭ୍ରାତା
    ଦେଶ-ଦେଶାନ୍ତର

    ଗୋଆ ଅଗ୍ନିକାଣ୍ଡ : ୧୦ ଦିନ ପରେ ଥାଇଲାଣ୍ଡରୁ ଦିଲ୍ଲୀ ଫେରିଲେ ଲୁଥ୍ରା ଭ୍ରାତା

    15172
    Dec 16, 2025
  • ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା
    ଦେଶ-ଦେଶାନ୍ତର

    ପ୍ରକାଶ ପାଇଲା ଏସାଇଆରରେ ବାଦ ପଡିଥିବା ଭୋଟରଙ୍କ ତାଲିକା

    15382
    Dec 16, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି
    ବାଣିଜ୍ୟ

    ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    14975
    Dec 15, 2025
  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ
    ବିଶେଷ

    ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14242
    Dec 16, 2025
  • ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଲେ ନୀତିନ ନବୀନ
    ଦେଶ-ଦେଶାନ୍ତର

    ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ନେଲେ ନୀତିନ ନବୀନ

    14381
    Dec 15, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

    14677
    Dec 15, 2025
  • ମନୋରଞ୍ଜନ

    ୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

    15522
    Dec 15, 2025
  • ବିଶେଷ

    ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14242
    Dec 16, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17252
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17337
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17682
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16154
    Apr 03, 2021

ବିଶେଷ

  • ଶୀତଦିନେ ଗୋଇଠି ଫାଟୁଥିଲେ କରନ୍ତୁ ଏହି ଉପାୟ

    14242
    Dec 16, 2025
  • ଏହି ଶାଖ ଗୁଡ଼ିକୁ ଖାଦ୍ୟରେ ସାମିଲ କରନ୍ତୁ, ଭିଟାମିନ ବି୧୨ରେ ଭରପୁର

    14373
    Dec 15, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    14295
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    16088
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15721
    Dec 11, 2025

ବାଣିଜ୍ୟ

ରୂପା ମୂଲ୍ୟରେ ବଡ଼ ବୃଦ୍ଧି

ଚଳିତ ବର୍ଷ ସୁନା ଏବଂ ରୂପା ନିବେଶକମାନଙ୍କୁ ଦୃଢ଼ ରିଟର୍ଣ୍ଣ ପ୍ରଦାନ କରିଛି। ତେବେ ରୂପା ଦର ୧୨ହଜାରରୁ ୨ ଲକ୍ଷ ଟଙ୍କାରେ ପହଞ୍ଚିଛି । ସୋମବାର ସକାଳେ ବଜାର ଖୋଲିବା ମାତ୍ରେ ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ବୃଦ୍ଧି ଦେଖିବାକୁ ମିଳିଥିଲା । ଯାହା ଫଳରେ ନିବେଶକ ଏବଂ କ୍ରେତାଙ୍କ ନଜର ପୁଣି ଥରେ ସେମାନଙ୍କ ଉପରେ ନିର ...

  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    15989
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15144
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14243
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    15010
    Nov 20, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମନରେଗା ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରବଳ ହଟ୍ଟଗୋଳ

    14072
    Dec 16, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    14975
    Dec 15, 2025
  • ବୈଜୟନ୍ତଙ୍କୁ ମିଳିଲା ଗୁରୁ ଦାୟିତ୍ୱ

    14677
    Dec 15, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In