ଜଗମୋହନ ମରାମତି ମାମଲା : ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସ୍କ୍ୟୁରି
କଟକ : ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସ୍କ୍ୟୁରି । ଶ୍ରୀମନ୍ଦିର ଜଗମୋହନ ମରାମତି କାମ ଜାରି ରହିଛି ।
ଡ଼ିସେମ୍ବର ୧୯ରୁ ୨୩ ଭିତରେ ବୈଷୟିକ କମିଟି ବୈଠକ ହେବ। ଜଗମୋହନ ବିମ୍ ପାଇଁ ଡିଜାଇନ୍ ପ୍ରସ୍ତୁତ ହେବ । ପରେ ଟେଣ୍ଡର ଆୱାହାନ କରିବ ମନ୍ଦିର ପ୍ରଶାସନ । ଜାନୁଆରୀ ୧୮ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
Powered by Froala Editor