Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, December 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ...

  • ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ...

  • ରାସ୍ତାରେ ଟଳମଳ ହେଲେ ସନ୍ନି, ଭିଡିଓ ଦେଖି ...

  • ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ...

  • ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ...

  • ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ...

  • ଚେନ୍ନାଇରେ ପ୍ରବଳ ବର୍ଷା, ୧୭ ଜଣଙ୍କ ...

  • ବିଜେପିର ଏହି ୧୦ ସାଂସଦ ଦେବେ ଇସ୍ତଫା

  • ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା

  • ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ›› ବାହାଘର ଉତ୍ସବରୁ ଫେରିବା‌ବେଳେ ଦୁର୍ଘଟଣା, ୫ ମୃତ

ବାହାଘର ଉତ୍ସବରୁ ଫେରିବା‌ବେଳେ ଦୁର୍ଘଟଣା, ୫ ମୃତ

2023-11-18 15:40:37
15284
Share:
Facebook
Twitter
E-Mail
WhatsApp
Telegram
 ବାହାଘର ଉତ୍ସବରୁ ଫେରିବା‌ବେଳେ ଦୁର୍ଘଟଣା, ୫ ମୃତ

ଗିରିଡିହ: ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲାରେ ଏକ ବାହାଘର ଉତ୍ସବରୁ ଫେରୁଥିବା ବ‌େଳେ ଶୁକ୍ରବାର ରାତିରେ ଗୋଟାଏ କାର୍‌ ରାସ୍ତାପାର୍ଶ୍ବରେ ଥିବା ଗଛରେ ଧକ୍କା ଖାଇବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୨ଜଣ ପିଲାଙ୍କ ସମେତ ଆଉ ୫ଜଣ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।

ଗିରିଡ଼ିହର ତିକୋଡ଼ିହ ଅଞ୍ଚଳରୁ ବାହାଘର ଭୋଜି ଖାଇ ଉପରୋକ୍ତ ଅତିଥିମାନେ ଗୋଟାଏ ସ୍କର୍ପିଓ କାର୍‌ରେ ଫେରୁଥିଲେ। ରାତି ପ୍ରାୟ ୩ଟା ବେଳେ ବାଘମରା ଗାଁ ନିକଟରେ ସେମାନଙ୍କ ଗାଡ଼ି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହେଲା। ଧକ୍କାର ତୀବ୍ରତା ଏଡ଼େ ଜୋର୍‌ ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସ୍ଥାନୀୟ ଲୋକେ ଧାଇଁ ଯାଇ କାର୍‌ରେ ଥିବା ୫ଜଣ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। କିନ୍ତୁ, ଘଟଣାସ୍ଥଳରେ ହିଁ କାର୍‌ ଆରୋହୀମାନଙ୍କର ମୃତ୍ୟୁ ଘଟିଲା। ଗିରିଡ଼ିହ ସଦର ସବ୍‌-ଡିଭିଜିନାଲ୍‌ ପ‌ୋଲିସ୍‌ ଅଫିସର୍‌ (ଏସ୍‌ଡିପିଓ) ଅନୀଲ ସିଂହ କହିଛନ୍ତି, ତିକୋଡ଼ିହରେ ଅନୁଷ୍ଠିତ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ କାର୍‌ ଆରୋହୀମାନେ ଥୋରିଆ ଗ୍ରାମରୁ ଆସିଥିଲେ। ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ବାକି ୫ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋଧହୁଏ କାର୍‌ ଚାଳକ ଢୁଳାଇ ପଡ଼ିଥିଲା। ଶବଗୁଡ଼ିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା କଥା ସେ କହିଛନ୍ତି।

Powered by Froala Editor

Tags Accident

Related articles Odisha News Lens 3.2

  • ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୮୫ ମୃତ
    ଦେଶ-ଦେଶାନ୍ତର

    ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୮୫ ମୃତ

    15592
    Dec 06, 2023
  • ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ଅଧିକ ଫ୍ରଡ୍ ୱେବସାଇଟ୍ ବନ୍ଦ
    ଦେଶ-ଦେଶାନ୍ତର

    ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ଅଧିକ ଫ୍ରଡ୍ ୱେବସାଇଟ୍ ବନ୍ଦ

    15044
    Dec 07, 2023
  • ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ଆଗରେ ଲୁହ ଛଳଛଳ
    ଦେଶ-ଦେଶାନ୍ତର

    ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ଆଗରେ ଲୁହ ଛଳଛଳ

    15212
    Dec 07, 2023
  • ରାସ୍ତାରେ ଟଳମଳ ହେଲେ ସନ୍ନି, ଭିଡିଓ ଦେଖି ରାଗିଗଲେ ୟୁଜର୍ସ
    ମନୋରଞ୍ଜନ

    ରାସ୍ତାରେ ଟଳମଳ ହେଲେ ସନ୍ନି, ଭିଡିଓ ଦେଖି ରାଗିଗଲେ ୟୁଜର୍ସ

    13774
    Dec 07, 2023
  • ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଗୁରୁପତୱନ୍ତ ସିଂ ପନ୍ନୁ
    ଦେଶ-ଦେଶାନ୍ତର

    ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଗୁରୁପତୱନ୍ତ ସିଂ ପନ୍ନୁ

    15589
    Dec 06, 2023
  • ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା
    ବିଶେଷ

    ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା

    13736
    Dec 06, 2023
  •  ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ରାହୁଲ
    ଦେଶ-ଦେଶାନ୍ତର

    ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ରାହୁଲ

    15261
    Dec 06, 2023
  • ବିଜେପିର ଏହି ୧୦ ସାଂସଦ ଦେବେ ଇସ୍ତଫା
    ଦେଶ-ଦେଶାନ୍ତର

    ବିଜେପିର ଏହି ୧୦ ସାଂସଦ ଦେବେ ଇସ୍ତଫା

    15600
    Dec 06, 2023
  • ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା
    ବିଶେଷ

    ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା

    13893
    Dec 06, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ରାସ୍ତାରେ ଟଳମଳ ହେଲେ ସନ୍ନି, ଭିଡିଓ ଦେଖି ରାଗିଗଲେ ୟୁଜର୍ସ

    13774
    Dec 07, 2023
  • ଦେଶ-ଦେଶାନ୍ତର

    ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଗୁରୁପତୱନ୍ତ ସିଂ ପନ୍ନୁ

    15589
    Dec 06, 2023
  • ଦେଶ-ଦେଶାନ୍ତର

    ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ଅଧିକ ଫ୍ରଡ୍ ୱେବସାଇଟ୍ ବନ୍ଦ

    15044
    Dec 07, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15336
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15689
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14367
    Apr 03, 2021

ବିଶେଷ

  • ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା

    13893
    Dec 06, 2023
  • ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା

    13736
    Dec 06, 2023
  • ହଳଦୀ ପତ୍ରରେ ତିଆରି ସ୍ବତନ୍ତ୍ର ଏଣ୍ଡୁରୀ ପିଠା

    13863
    Dec 05, 2023
  • ପଢ଼ୁଆଁ ଅଷ୍ଟମୀରେ ମହାପ୍ରଭୁ ହେବେ ପଢ଼ୁଆଁ

    13964
    Dec 05, 2023
  • ମାର୍ଗଶୀର ମାସରେ ଶଙ୍ଖ ପୂଜା ଅତ୍ୟନ୍ତ ଶୁଭ

    14476
    Dec 04, 2023

ବାଣିଜ୍ୟ

ବିବାହ ଋତୁରେ ସୁନା ୬୪ ପାର୍‌

ବାହାଘର ସିଜିନରେ ହୁ ହୁ ବଢୁଛି ସୁନା ଦର । ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ । 

ବିବାହ ଋତୁ ଆରମ୍ଭରୁ ବଢିଛି ସୁନା ଦର । ୨୪ କ୍ୟାରେଟର ୧୦ ଗ୍ରାମ ସୁନା ୬୪ ହଜାର ୨ଶହ ଟଙ୍କା ହୋଇଛି । ସେହିପରି୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୫୮ ହଜାର ୮୫ ...

  • ଖୁଦ୍ରାସ୍ଫୀତି ୪.୮୭% ଖସିଲା, ୪ ମାସରେ ସର୍ବନିମ୍ନ

    15291
    Nov 14, 2023
  • ଜିଓ ପକ୍ଷରୁ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ

    13762
    Nov 09, 2023
  • ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

    14618
    Sep 28, 2023
  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15106
    Sep 20, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ରାହୁଲ

    15261
    Dec 06, 2023
  • ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା

    13736
    Dec 06, 2023
  • ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୮୫ ମୃତ

    15592
    Dec 06, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In