ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ବର : ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ । ଶନିବାର ସନ୍ଧ୍ୟା ୫ ଟାରେ ବସିବ ଏହି ବୈଠକ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଆଜିର ଏହି ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜି ପାରେ ମୋହର । କିଛି ନୂଆ ଯୋଜନା କାର୍ଯ୍ୟକାରୀ ଉପରେ ମଧ୍ୟ ହୋଇପାରେ ଆଲୋଚନା । ବିଧାନସଭା ଅଧବେଶନ ପୂର୍ବରୁ ଏହି ବୈଠକ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
Powered by Froala Editor