ବ୍ରାଉନ ସୁଗାର ଜବତ
ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣି ବ୍ରାଉନ ସୁଗାର ଜବତ । ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏଥିସହ ଜଣେ ବ୍ୟକ୍ତିଙ୍କୁ ଏୟାରଫିଲ୍ଡ ପୋଲିସ ଗିରଫ କରିଛି । ଏହି ଘଟଣାରେ ପ୍ରଣବ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଜବତ ବ୍ରାଉନସୁଗାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ।
ଏୟାରଫିଲ୍ଡ ଅଞ୍ଚଳରେ ପ୍ରଣବ ବ୍ରାଉନସୁଗାର ବିକ୍ରି କରୁଥିଲେ । ଏୟାରଫିଲ୍ଡ ପୋଲିସ ଖବର ପାଇ ଚଢାଉ କରି ପ୍ରଣବଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା ।
Powered by Froala Editor