ରାଜ୍ୟରେ କରୋନା ନେଲା ୩୯ ଜୀବନ
ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୩୯ ଜଣଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୯୧୨ରେ ପହଁଚିଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୩, ବଲାଙ୍ଗୀରରେ ୧, ବୌଦ୍ଧରେ ୨, କଟକରେ ୨, ଦେବଗଡ଼ରେ ୨, ଢେଙ୍କାନାଳରେ ୧, ଗଜପତିରେ ୨, ଗଞ୍ଜାମରେ ୨, ଜଗତସିଂହପୁରରେ ୧, ଝାରସୁଗଡାରେ ୩, କେନ୍ଦ୍ରାପଡ଼ାରେ ୧, ଖୋର୍ଦ୍ଧାରେ ୬, ମୟୂରଭଞ୍ଜରେ ୧, ପୁରୀରେ ୨, ରାୟଗଡ଼ାରେ ୩, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୩ ଜଣଙ୍କର ମୃତୁ୍ୟ ଘଟିଛି ।
Powered by Froala Editor