Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 16, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେପାଳ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ...

  • ଡେରାଡୁନ୍‌ରେ ପ୍ରବଳ ବର୍ଷା, ୧୦ ମୃତ୍ୟୁ

  • ଏହି ତାରିଖରୁ ଶସ୍ତା ହେବ ଏସବୁ ଜିନିଷ

  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ...

  • ମାତାପିତା ହେବେ କଟ୍ରିନା-ବିକି କୌଶଲ

  • ବନତାରାକୁ କ୍ଲିନ୍ ଚିଟ୍

  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା ...

  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ...

ରାଜନୀତି
Home ›› ରାଜନୀତି ››ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମ

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମ

2023-08-22 04:27:57
13924
Share:
Facebook
Twitter
E-Mail
WhatsApp
Telegram
ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମ

ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟଠାରେ “ନୂତନ ଭୋଟର ସଚେତନତା” ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଉଁ ଯୁବକ ଓ ଯୁବତୀମାନଙ୍କୁ ୨୦୨୪ ମସିହା ଜାନୁୟାରୀ ମାସ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନେ ନୂତନ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ବିଜେପିର ଦଳୀୟ କର୍ମୀମାନେ ସହଯୋଗ କରିବେ । ଭୋଟର ତାଲିକାରେ “ନୂତନ ଭୋଟର” ଯୋଡିବା ପାଇଁ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା ।

ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ପ୍ରତ୍ୟେକ ବୁଥ୍‌କୁ ଯାଇ ଯୁବକ ଓ ଯୁବତୀଙ୍କୁ ସଚେତନ କରିବା ସହ ନୂତନ ଭୋଟରଙ୍କୁ ଗଣତନ୍ତ୍ର ଅଧିକାରର ଗୁରୁ ଦାୟିତ୍ୱ ପ୍ରସଙ୍ଗରେ ବୁଝାଇବେ । ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ନୂଆ ଭାରତ ଏବଂ ନୂଆ ଓଡିଶା ଗଠନ’ର ସଂକଳ୍ପକୁ ଆଗେଇନେବା ସହ ଆଗାମୀ ୨୦୨୪ ନିର୍ବାଚନ ପ୍ରସଙ୍ଗରେ ନୂତନ ଯୁବ ଭୋଟରଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଶେଷ କରି ନୂଆ ଭୋଟରଙ୍କୁ ଦଳରେ ସାମିଲ କରିବା, ମୋଦି ସରକାରଙ୍କ ଯୁବ ଆଧାରିତ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ନୂତନ ଭାରତ ଗଠନ ଏବଂ ସାଧାରଣ ନିର୍ବାଚନର ବିଜୟ ପ୍ରସ୍ତୁତି ସମ୍ବନ୍ଧରେ ଆଜିର ଯୁବକଙ୍କ ଉପସ୍ଥିତି ନିତ୍ୟାନ୍ତ ଆବଶ୍ୟକ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ମାଝୀ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ବରିଷ୍ଠ ନେତା ଅଶୋକ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଦୀପକ ଗୋଚ୍ଚାୟତ ପ୍ରମୁଖ ଉପସ୍ଥିତ ରହି ଗଣତନ୍ତ୍ରରେ ଯୁବ ଭୋଟରଙ୍କ ଭୁମିକା ସଂପର୍କରେ ଆଲୋଚନା କରିଥିଲେ ।


Powered by Froala Editor

Tags Bjp

Related articles Odisha News Lens 4.1

  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...
    ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ...

    14513
    Sep 15, 2025
  • ମାତାପିତା ହେବେ କଟ୍ରିନା-ବିକି କୌଶଲ
    ମନୋରଞ୍ଜନ

    ମାତାପିତା ହେବେ କଟ୍ରିନା-ବିକି କୌଶଲ

    14941
    Sep 15, 2025
  • ବନତାରାକୁ କ୍ଲିନ୍ ଚିଟ୍
    ଦେଶ-ଦେଶାନ୍ତର

    ବନତାରାକୁ କ୍ଲିନ୍ ଚିଟ୍

    14242
    Sep 15, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ
    ବିଶେଷ

    ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14597
    Sep 15, 2025
  •  ଏହି ତାରିଖରୁ ଶସ୍ତା ହେବ ଏସବୁ ଜିନିଷ
    ଦେଶ-ଦେଶାନ୍ତର

    ଏହି ତାରିଖରୁ ଶସ୍ତା ହେବ ଏସବୁ ଜିନିଷ

    14807
    Sep 16, 2025
  • ଡେରାଡୁନ୍‌ରେ ପ୍ରବଳ ବର୍ଷା, ୧୦ ମୃତ୍ୟୁ
    ଦେଶ-ଦେଶାନ୍ତର

    ଡେରାଡୁନ୍‌ରେ ପ୍ରବଳ ବର୍ଷା, ୧୦ ମୃତ୍ୟୁ

    15186
    Sep 16, 2025
  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ
    ବିଶେଷ

    ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

    13486
    Sep 16, 2025
  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ
    ଦେଶ-ଦେଶାନ୍ତର

    ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ

    15439
    Sep 15, 2025
  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....
    ବିଶେଷ

    ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....

    13582
    Sep 16, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....

    13582
    Sep 16, 2025
  • ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ଗ୍ରାହକ

    14513
    Sep 15, 2025
  • ମନୋରଞ୍ଜନ

    ମାତାପିତା ହେବେ କଟ୍ରିନା-ବିକି କୌଶଲ

    14941
    Sep 15, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16730
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16830
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17190
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15646
    Apr 03, 2021

ବିଶେଷ

  • ଅଖରୋଟ୍‌ ଖାଇଲେ ଶରୀରକୁ ମିଳିଥାଏ ଏହି ଲାଭ

    13486
    Sep 16, 2025
  • ନିଜକୁ ଆକ୍ଟିଭ୍‌ନେସ୍‌ ରଖିବାର ଉପାୟ ଜାଣନ୍ତୁ....

    13582
    Sep 16, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14597
    Sep 15, 2025
  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13781
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14530
    Sep 11, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14917
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14336
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15572
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15234
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ

    15439
    Sep 15, 2025
  • ଡେରାଡୁନ୍‌ରେ ପ୍ରବଳ ବର୍ଷା, ୧୦ ମୃତ୍ୟୁ

    15186
    Sep 16, 2025
  • ନେପାଳ ପର୍ଯ୍ୟଟନ ଶିଳ୍ପ ଉପରେ ପ୍ରଭାବ ପକାଇଛି ଜେନ୍‍-ଜେଡ୍‍ ପ୍ରତିବାଦ

    13347
    Sep 16, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In