Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 08, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ...

ରାଜ୍ୟ
Home ›› ରାଜ୍ୟ ››ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ

2023-05-31 08:00:55
13895
Share:
Facebook
Twitter
E-Mail
WhatsApp
Telegram
ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ

ନୂଆପଡ଼ା : ଭିଜିଲାନ୍ସ ପଞ୍ଝାରେ ଡିଏଫଓ ଅଫିସ୍‌ର ବରିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ। ୨୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ପେନସନ କରାଇ ଦେବା ବାବଦକୁ ଲାଞ୍ଚ ଦାବି କରିଥିଲେ ବରିଷ୍ଠ କିରାଣୀ। ବୁଧବାର ଯୋଜନାବଦ୍ଧ ଭାବରେ ଲାଞ୍ଚ ନେଉଥିବା ସମୟରେ କୋରାପୁଟ ଭିଜିଲାନ୍ସ ଟିମ୍ ରେଡ୍ କରିଛି।
ସୂଚନାନୁଯାୟୀ, ଗତ ୨୦୧୯ରୁ ଖଡ଼ିଆଳ ବନ ବିଭାଗ ଫରେଷ୍ଟ ଗାର୍ଡ ବିନୋଦିନୀ କୈବର୍ତ୍ତ ମାନସିକ ଅସୁସ୍ଥ ହୋଇଥିଲେ । ଏଥିପାଇଁ ଗତ ୨୦୧୯ରୁ ୨୦୨୨ ପର୍ୟ୍ୟନ୍ତ ବିନୋଦିନୀ କାର୍ୟ୍ୟରେ ଯୋଗ ଦେଇନଥିଲେ । ଗତ ବର୍ଷ ବିଭାଗ ତରଫରୁ ବିନୋଦିନୀଙ୍କୁ ସ୍ବେଚ୍ଛାକୃତ ଅବସର ଗ୍ରହଣ ନେଇଥିଲେ । ହେଲେ ବିନୋଦିନୀଙ୍କୁ ପେନସନ ମିଳିନଥିଲା । ଏହି ପେନସନ କାଗଜପତ୍ରର ପ୍ରକ୍ରିୟାକରଣ ପାଇଁ ଖଡ଼ିଆଳ ଡିଏଫଓ ଅଫିସ ବରିଷ୍ଠ ସହାୟକ ଶ୍ରୀ ବାଗ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ବିନୋଦିନୀଙ୍କ ଭାଇ ମନୋଜ କୈବର୍ତ୍ତ ଓଡ଼ିଶା ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ।

Powered by Froala Editor

Tags Vigilance

Related articles Odisha News Lens 4.1

  • ଆଖି ପାଇଁ ସପୁରୀ ରସ
    ବିଶେଷ

    ଆଖି ପାଇଁ ସପୁରୀ ରସ

    15481
    Jun 08, 2025
  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !
    ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15385
    Jun 07, 2025
  • ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ
    ଅପରାଧ

    ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ୱାମୀ

    14655
    Jun 07, 2025
  • ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ
    ବିଶେଷ

    ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ

    14919
    Jun 08, 2025
  • ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ
    ଦେଶ-ଦେଶାନ୍ତର

    ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15095
    Jun 07, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...
    ବିଶେଷ

    ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14557
    Jun 08, 2025
  • ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍
    ଦେଶ-ଦେଶାନ୍ତର

    ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14771
    Jun 07, 2025
  • ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର
    ଦେଶ-ଦେଶାନ୍ତର

    ସର୍ଚ୍ଚ ଅପରେସନରେ ଟଳିଲେ ୭ ମାଓବାଦୀ, ମୃତକ ଭିତରେ ଅଛି ମୋଷ୍ଟ ୱାଣ୍ଟେଡ ଭାସ୍କର

    15513
    Jun 07, 2025
  • ରେଖା ଗୁପ୍ତାଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ରେଖା ଗୁପ୍ତାଙ୍କୁ ହତ୍ୟା ଧମକ

    13528
    Jun 07, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ

    14919
    Jun 08, 2025
  • ଦେଶ-ଦେଶାନ୍ତର

    ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15385
    Jun 07, 2025
  • ଦେଶ-ଦେଶାନ୍ତର

    ରାସ୍ତା ମଝିରେ ଲ୍ୟାଣ୍ଡ କଲା ହେଲିକପ୍ଟର, ଭାଙ୍ଗିଲା କାର୍

    14771
    Jun 07, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16649
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16945
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15476
    Apr 03, 2021

ବିଶେଷ

  • ସମୀକ୍ଷା ସ୍ରୋତକୀର୍ତ୍ତି ସବୁଠାରୁ କମ୍‌ ବୟସର ମହିଳା ପାଇଲଟ

    14919
    Jun 08, 2025
  • ଆଖି ପାଇଁ ସପୁରୀ ରସ

    15481
    Jun 08, 2025
  • ସ୍କିନ୍‌ଟ୍ୟାନ୍‌ରୁ ରକ୍ଷା ପାଇବେ କେମିତି ଜାଣନ୍ତୁ...

    14557
    Jun 08, 2025
  • ସବୁ ପ୍ରକାର ପେଟ ରୋଗକୁ ଭଲ କରେ ପୋଦିନା

    14768
    Jun 07, 2025
  • ଘାସରେ ଚାଲିଲେ ମିଳେ ଅନେକ ଫାଇଦା

    15430
    Jun 07, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15693
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16313
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14021
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14815
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନୂଆ ରାଜନୈତିକ ଦଳ ଗଡିବେ ମସ୍କ, ପାର୍ଟିର ନାମ ‘ଦି ଆମେରିକା ପାର୍ଟି !

    15385
    Jun 07, 2025
  • ୨୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ତୃତୀୟ ପକ୍ଷ ବୀମା ରାଶି

    14803
    Jun 07, 2025
  • ମେଡିକାଲରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

    15095
    Jun 07, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In