Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ ...

  • ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ...

  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ...

  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ...

  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ...

  • ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ...

  • ରାଘବଙ୍କ ଠାରୁ ଧନୀ ପରିଣୀତି

  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ...

  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ...

Home ›› ››ଏହିମାନେ ପାଇବେ ‘ମୋ ଘର’ ଋଣ

ଏହିମାନେ ପାଇବେ ‘ମୋ ଘର’ ଋଣ

2023-05-29 10:29:37
14505
Share:
Facebook
Twitter
E-Mail
WhatsApp
Telegram
ଏହିମାନେ ପାଇବେ ‘ମୋ ଘର’ ଋଣ

ଭୁବନେଶ୍ୱର: ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ବିଜେଡି ସରକାରର ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂରା ହୋଇଥିବାବେଳେ ନିର୍ବାଚନ ପୂର୍ବରୁ ବିଜେଡି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆଜି କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୧୮ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ତନ୍ମଧ୍ୟରୁ ‘ମୋ ଘର’  ଯୋଜନା ଅନ୍ୟତମ । ରାଜ୍ୟ ସରକାରଙ୍କ ଫୋକସରେ ସବୁବେଳେ ଗରିବ କଲ୍ୟାଣ ରହିଥିବା ବେଳେ ଏନେଇ ବଡ଼ ନିଷ୍ପତ୍ତି ସୂରୂପ ମୋ ଘର ଯୋଜନା ଆରମ୍ଭ କରାଯାଇଛି। ରାଜ୍ୟ ସରକାର ୨୦୧୯ ନିର୍ବାଚନ ପରେ ରାଜ୍ୟର ସବୁ ଲୋକଙ୍କ ମୁଣ୍ଡ ଉପରେ ପକ୍କର ଛାତ ନେଇ ଘୋଷଣା କରିଥିଲେ। ଯାହା ବର୍ତ୍ତମାନ କିଛି ମାତ୍ରାରେ ପୂରଣ ହୋଇଥିବା ବେଳେ ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ବାକି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଘର ପାଇନଥିବା ହିତାଧିକାରୀ ଏହି ଯୋଜନାରେ ଘର  କରିପାରିବେ ।  କଠୋର ଚୟନ ମାନଦଣ୍ଡ ଦ୍ୱାରା ବାଦ ହିତାଧିକାରୀମାନେ ଏହା ଦ୍ୱାରା ଉପକୃତ ହେବେ ।  ସ୍ୱଳ୍ପ ଗୃହ ମଞ୍ଜୁର ଲକ୍ଷ୍ୟଧାର୍ଯ୍ୟ ଯୋଗୁଁ  ବଞ୍ଚିତ ହିତାଧିକାରୀ ‘ମୋ ଘର’ ଯୋଜନାରେ ଲାଭ ପାଇପାରିବେ ।  ସ୍ୱଳ୍ପ ଗୃହ ନିର୍ମାଣ ସହାୟତା ରାଶି ପାଇଥିବା ହିତାଧିକାରୀ ବି ଉପକୃତ ହେବେ । ତେବେ ଘର ତିଆରି ପାଇଁ ହିତାଧିକାରୀଙ୍କୁ ଋଣରେ ସବସିଡି ଦିଆଯିବ । ହିତାଧିକାରୀଙ୍କୁ ଘର ତିଆରି ପାଇଁ ୧ ଲକ୍ଷରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ମିଳିବ ।  ୧ ଲକ୍ଷ ଋଣ ନେଲେ ସାଧାରଣବର୍ଗଙ୍କୁ ୩୦ ଓ ଏସଟିଏସସିଙ୍କୁ ୪୦ ହଜାର ସବସିଡି । ଦେଢ ଲକ୍ଷରେ ଯଥାକ୍ରମେ ୪୫ ଓ ୫୫ ହଜାର, ୨ ଓ ୩ଲକ୍ଷରେ ଯଥାକ୍ରମେ ୬୦ ଓ ୭୦ ହଜାର ସବସିଡି ମିଳିବ ।  ପ୍ରଥମ ବର୍ଷକୁ ବାଦ ଦେଇ ବାକି ୧୦ ବର୍ଷରେ ଋଣ ପରିଶୋଧ କରିହେବ । 

କେଉଁମାନେ ଋଣ ପାଇବେ: ୧- କଚ୍ଚା ଘର ଥିଲେ  କିମ୍ବା ଗୋଟିଏ ବଖରା ଛାତ ଘର ଥିଲେ ଋଣ ପାଇପାରିବେ
୨- ପରିବାରର ମାସିକ ଆୟ ୨୫ ହଜାରରୁ କମ ଥିଲେ ଋଣ ପାଇପାରିବେ
୩- ୫ ଏକର ଜଳସେଚିତ ଓ ୧୫ ଏକର ଅଣଜଳସେଚିତ ଜମିରୁ କମ ଥିଲେ ଋଣ ମିଳିବ

ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ରାଜ୍ୟର ବହୁ ହିତାଧିକାରୀ ବାଦ ପଡିଛନ୍ତି। ଏନେଇ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରକୁ କହୁଥିଲେ ମଧ୍ୟ କେନ୍ଦ୍ର କର୍ଣ୍ଣପାତ କରୁନାହିଁ। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ବିଭାଗର ମନ୍ତ୍ରୀ ଏବଂ ବିଜେଡି ସାଂସଦମାନେ ବହୁବାର ଏନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। କିନ୍ତୁ କିଛି ସୁଫଳ ମିଳିନାହିଁ। ସେହିଭଳି କେନ୍ଦ୍ର ଆବାସ ପୋର୍ଟାଲ ବନ୍ଦ କରି ରଖିଥିବା କାରଣରୁ ରାଜ୍ୟର ବହୁ ଲୋକ ମଧ୍ୟ ଘର ପାଇପାରୁନାହାନ୍ତି। ଯାହାକୁ ଦେଖି ରାଜ୍ୟ ସରକାର ନିଜସ୍ବ ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି।

Powered by Froala Editor

Tags Mo ghara yojana

Related articles Odisha News Lens 4.1

  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !
    ଦେଶ-ଦେଶାନ୍ତର

    ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !

    14689
    Apr 25, 2026
  •  ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା
    ଦେଶ-ଦେଶାନ୍ତର

    ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା

    13782
    Apr 25, 2026
  • ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !
    ଦେଶ-ଦେଶାନ୍ତର

    ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !

    15442
    Apr 25, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ
    ବିଶେଷ

    ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    13998
    Apr 25, 2026
  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ କଲେ ଅନଫଲୋ
    ଦେଶ-ଦେଶାନ୍ତର

    ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ କଲେ ଅନଫଲୋ

    15181
    Apr 25, 2026
  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ
    ଦେଶ-ଦେଶାନ୍ତର

    ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ

    15811
    Apr 24, 2026
  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

    14487
    Apr 25, 2026
  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ

    15180
    Apr 25, 2026
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ

    14283
    Apr 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ

    15180
    Apr 25, 2026
  • ଦେଶ-ଦେଶାନ୍ତର

    ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !

    14689
    Apr 25, 2026
  • ଦେଶ-ଦେଶାନ୍ତର

    ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !

    15442
    Apr 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17435
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17488
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17846
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16316
    Apr 03, 2021

ବିଶେଷ

  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    13998
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14165
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13818
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14586
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13945
    Apr 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15354
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15087
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15586
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13888
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ

    15180
    Apr 25, 2026
  • ରାଘବଙ୍କ ଠାରୁ ଧନୀ ପରିଣୀତି

    14137
    Apr 25, 2026
  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ କଲେ ଅନଫଲୋ

    15181
    Apr 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In