ବିଶ୍ବର ଦୀର୍ଘତମ ଗୀତର ମାନ୍ୟତା ପାଇଛି ଶ୍ରୀରାମଚରିତମାନସ
ବାରାଣସୀ: ବାରାଣସୀର ଡ ଜଗଦୀଶ ପିଲାଇ ଶ୍ରୀରାମଚରିତମାନସକୁ ୧୩୮ ଘଣ୍ଟା ୪୧ ମିନିଟ୍ ଓ ୨ ସେକେଣ୍ଡରେ ଗାଇ ବିଶ୍ବର ଦୀର୍ଘତମ ଗୀତ ଗାଇବାରେ ଗିନିସ ବିଶ୍ବ ରେକର୍ଡରେ ସ୍ଥାନ ପାଇଛନ୍ତି। ଶ୍ରୀରାମଚରିତମାନସ ମଧ୍ୟ ବିଶ୍ବର ଦୀର୍ଘତମ ଗୀତର ମାନ୍ୟତା ପାଇଛି। ଦୀର୍ଘ ପାଞ୍ଚବର୍ଷ ଧରି ବିଶ୍ବର ୧୦୦ରୁ ଅଧିକ ଅଫିସିଆଲ ଅଡିଓ ଚାନେଲରେ ଶ୍ରୀରାମଚରିତମାନସ ଗାଇବା ପରେ ଡ ପିଲାଇ ଗିନିସ ବୁକ୍ରେ ନିଜର ନାମ ପଞ୍ଜୀକୃତ କରିପାରିଛନ୍ତି।
Powered by Froala Editor