Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, November 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ...

  • ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ...

  • ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ...

  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ...

  • ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ...

  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ...

  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ...

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ...

  • ବିଜେପିକୁ ଏମିତି କହି ସମାଲୋଚନା କଲେ ...

  • ହରିୟାଣାର ଏକ ପଦଯାତ୍ରାରେ ସାମିଲ ହୋଇ ଏହି ...

ରାଜ୍ୟ
Home ›› ରାଜ୍ୟ ››କମିସନରେଟ ପୁଲିସ ପକ୍ଷରୁ ସବ୍‌ଇନ୍ସପେକ୍ଟର ସ୍ତରରେ ବଡ଼ଧରଣର ଅଦଳବଦଳ

କମିସନରେଟ ପୁଲିସ ପକ୍ଷରୁ ସବ୍‌ଇନ୍ସପେକ୍ଟର ସ୍ତରରେ ବଡ଼ଧରଣର ଅଦଳବଦଳ

2023-02-17 05:11:09
14855
Share:
Facebook
Twitter
E-Mail
WhatsApp
Telegram
କମିସନରେଟ ପୁଲିସ ପକ୍ଷରୁ ସବ୍‌ଇନ୍ସପେକ୍ଟର ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: କମିସନରେଟ ପୁଲିସ ପକ୍ଷରୁ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ଭୁବନେଶ୍ୱର ଓ କଟକ ସହରାଞ୍ଚଳ ଜିଲ୍ଲା ପୁଲିସ (ୟୁପିଡି)ରେ ଜଣେ ଇନ୍ସପେକ୍ଟରଙ୍କୁ ମିଶାଇ ମୋଟ୍‌ ୮୮ ଜଣଙ୍କୁ ବଦଳି କରାଯାଇଛି । ଯେଉଁଥିରେ ୬୨ଜଣ ନବନିଯୁକ୍ତ ଏସ୍‌ଆଇ ଅଛନ୍ତି । କଟକ ଡିସିପି ମୁଖ୍ୟାଳୟରେ ଥିବା ଆଇଆଇସି ସସ୍ମିତା ଖିଲାରଙ୍କୁ ଚୌଦ୍ୱାର ଥାନାର ଅତିରିକ୍ତ ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି । ଜାନୁଆରୀ ୯ରୁ ନବନିଯୁକ୍ତ ଏସ୍‌ଆଇମାନେ ବିଭିନ୍ନ ଥାନାରେ ନିଯୁକ୍ତ ହୋଇଥିଲେ ।
କମିଶନରେଟ୍‌ ପୁଲିସ ବିଜ୍ଞପ୍ତି ମୁତାବକ, ୫୯ଜଣ ଏସ୍‌ଆଇଙ୍କୁ ଅନ୍ୟ ଥାନାକୁ ବଦଳି କରାଯାଇଛି । ଏମାନଙ୍କ ମଧ୍ୟରୁ ଅଧିକାଂଶ ନବ ନିଯୁକ୍ତ ଏସ୍‌ଆଇ । ୮୭ଜଣ ଏସ୍‌ଆଇରୁ ବଳକା ୨୮ଜଣ ନବ ନିଯୁକ୍ତ ଏସ୍‌ଆଇ ସେହି ଥାନାରେ ପୁନଃ ଥଇଥାନ କରାଯାଇଛି । ଜାନୁଆରୀ ୯ରୁ ଟ୍ରାଫିକ ଥାନାରେ ଏସ୍‌ଆଇ ଭାବେ କାର୍ୟ୍ୟରତ ଦୀପକ ପଟେଲ୍‌ ଓ ଜଗନ୍ନାଥ କାଣ୍ଡିଙ୍କୁ ଏୟାରଫିଲ୍ଡ ଥାନା, ରାଜେଶ ଗୌଡ ଓ ଦିଲ୍ଲୀପ ପରିଡାଙ୍କୁ ବଡ଼ଗଡ଼ ଥାନା, ରଞ୍ଜନ ଓରାମ ଓ ଅମିତ୍‌ କୁମାର ସେନାପତିଙ୍କୁ ଲକ୍ଷ୍ମୀସାଗର ଥାନାକୁ ବଦଳି କରାଯାଇଛି । ଖାରବେଳନଗର ଥାନାରେ ଥିବା ଜ୍ୟୋତି ଶଙ୍କର ସାମଲ, ଲିପ୍‌ସା ଦାସଙ୍କ କ୍ୟାପିଟାଲ ଥାନାକୁ ବଦଳି ହୋଇଛି । ନୂଆପଲ୍ଲୀରୁ ଆର୍‌ ଏନ୍‌ ପାତ୍ର ଧଉଳି ଥାନା ଓ ଚନ୍ଦ୍ରଶେଖରପୁର ଥାନାରୁ ଏସ୍‌ଆଇ ଅଶ୍ୱିନୀ ଜେନା ସହିଦନଗର ଥାନା ଯିବେ । ଖଣ୍ଡଗିରିରୁ ସୁଶାନ୍ତ ସ୍ୱାଇଁ ନନ୍ଦନକାନନ, ଶଙ୍କର ଭୋଇଙ୍କୁ ମୈତ୍ରୀବିହାର ଥାନାକୁ ପଠାଯାଇଛି

Powered by Froala Editor

Tags Police

Related articles Odisha News Lens 4.1

  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା
    ଦେଶ-ଦେଶାନ୍ତର

    ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13541
    Nov 07, 2026
  •  ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ
    ଦେଶ-ଦେଶାନ୍ତର

    ମୋଷ୍ଟ ୱାଣ୍ଟେଡ୍ ନକ୍ସଲ୍ ସଞ୍ଜୟ ଯାଦବ ଗିରଫ

    13606
    Nov 07, 2026
  • ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ
    ଦେଶ-ଦେଶାନ୍ତର

    ଯବାନଙ୍କ ସହ ପ୍ରତ୍ୟେକ ଦୀପାବଳି ମୋ ପାଇଁ ସ୍ମରଣୀୟ ରହିବ: ମୋଦୀ

    14730
    Nov 08, 2026
  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ
    ଦେଶ-ଦେଶାନ୍ତର

    ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ

    15243
    Nov 07, 2026
  • ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ...
    ବାଣିଜ୍ୟ

    ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ...

    14027
    Nov 07, 2026
  • ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ
    ଦେଶ-ଦେଶାନ୍ତର

    ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ

    14225
    Nov 08, 2026
  • ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ
    ଦେଶ-ଦେଶାନ୍ତର

    ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15832
    Nov 06, 2026
  • ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି
    ଦେଶ-ଦେଶାନ୍ତର

    ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି

    15020
    Nov 08, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର
    ବିଶେଷ

    ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13925
    Nov 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୋଦିଙ୍କ ଛତିଶଗଡ଼ ବସ୍ତର ଗସ୍ତ, ସାହସୀ ସୁରକ୍ଷାକର୍ମୀଙ୍କ ସହ ପାଳିବେ ଦୀପାବଳି

    15020
    Nov 08, 2026
  • ଦେଶ-ଦେଶାନ୍ତର

    ବିଜେପିକୁ ଏମିତି କହି ସମାଲୋଚନା କଲେ ରାହୁଲ

    15832
    Nov 06, 2026
  • ଦେଶ-ଦେଶାନ୍ତର

    ଝଲସି ଉଠିଲା ଅଯୋଧ୍ୟା ନଗରୀ, ୫୬ ଘାଟରେ ପ୍ରଜ୍ୱଳିତ ହେଲା ୩୦ ଲକ୍ଷ ଦୀପ

    14225
    Nov 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17261
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17962
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17904
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18324
    Sep 06, 2023

ବିଶେଷ

  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13925
    Nov 07, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    14270
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14908
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15888
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    15067
    Oct 27, 2026

ବାଣିଜ୍ୟ

ଭିଏଏମ୍ଏଲ୍ ନୂତନ ସିଲେଇ ତାଲିମ କେନ୍ଦ୍ର ଜରିଆରେ କଳାହାଣ୍ଡିରେ ମହିଳା ଜୀବିକା ଅଭିଯାନର ସମ୍ପ୍ରସାରଣ କରିଛି

ଭୁବନେଶ୍ୱର  : ମହିଳା ସଶକ୍ତିକରଣ ଏବଂ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ସୁଦୃଢ଼ କରି ଭିଏଏମ୍ଏଲ୍ ଲାଞ୍ଜିଗଡ଼ ଏହାର ଫ୍ଲାଗସିପ୍ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପ୍ରକଳ୍ପ 'ସଖୀ' ଅଧୀନରେ ...

  • ଫୁଲ ବଉଳ ବେଣୀ ସିଡନୀରେ ଓଡ଼ିଆ ଭାଷା, ସଂସ୍କୃତି ଓ ଐତିହ୍ୟକୁ ପାଳନ କଲା

    15383
    Nov 06, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    14145
    Nov 04, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    14156
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14425
    Nov 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାୟୁ ପ୍ରଦୂଷଣ ସାଙ୍ଘାତିକ, ଲାଗୁ ହେଲା ଗ୍ରାପ୍-୩ କଟକଣା

    13541
    Nov 07, 2026
  • ରକ୍ତାକ୍ତ ସଂଘର୍ଷ: ବାୟୁସେନା ଆକ୍ରମଣରେ ୩୦ ମୃତ୍ୟୁ

    15243
    Nov 07, 2026
  • ଆସିଲା ଶୀତଦିନ, ଘରୋଇ ମଏଶ୍ଚରାଇଜର କରନ୍ତୁ ବ୍ୟବହାର

    13925
    Nov 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In