ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ୫ଟି ସଚିବ
ଜୟପୁର: କୋରାପୁଟରେ ୫ଟି ସଚିବ ଭିକେ ପାଣ୍ଡିୟାନ । କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ୫ଟି ସଚିବ । ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ମନ୍ଦିର ବେଢ଼ା ପରିଦର୍ଶନ କରିଛନ୍ତି ଭିକେ ପାଣ୍ଡିୟାନ । ଶାବର ଶ୍ରୀକ୍ଷେତ୍ର ଉନ୍ନତିକରଣ ପାଇଁ ଲିଖିତ ଅନୁରୋଧ କରିଥିଲେ ମନ୍ଦିର କମିଟି । ଏହି ଅନୁରୋଧକୁ ସହମତି ଦେଇଛନ୍ତି ୫ଟି ସଚିବ । ମନ୍ଦିର ପରିଦର୍ଶନ ବେଳେ ୫ଟି ସଚିବଙ୍କ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିବା ସୂଚନା ।
Powered by Froala Editor