Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, February 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : ...

  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର

  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

  • ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ...

  • ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ...

  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ...

  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ...

  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ...

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏହି କାରଣରୁ ଐଶର୍ୟ୍ୟାଙ୍କୁ ନୋଟିସ୍

ଏହି କାରଣରୁ ଐଶର୍ୟ୍ୟାଙ୍କୁ ନୋଟିସ୍

2023-01-17 15:40:11
15227
Share:
Facebook
Twitter
E-Mail
WhatsApp
Telegram
ଏହି କାରଣରୁ ଐଶର୍ୟ୍ୟାଙ୍କୁ ନୋଟିସ୍

ଅଡୁଆରେ ବଲିଉଡ୍ ଅଭିନେତ୍ରୀ ଐଶର୍ୟ୍ୟା ରାୟ ବଚ୍ଚନ । ଟ୍ୟାକ୍ସ ଦାଖଲ କରିନଥିବା କାରଣରୁ ଏବେ ଐଶର୍ୟ୍ୟାଙ୍କୁ ନୋଟିସ୍ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଐଶର୍ୟ୍ୟା ରାୟ ବଚ୍ଚନଙ୍କ ନାମରେ ଥିବା ଜମିର ଟ୍ୟାକ୍ସ ସେ ଜମା କରିନାହାଁନ୍ତି । ତେଣୁ ଏହି କାରଣରୁ ତଙ୍କୁ ଏବେ ନାସିକର ତହସିଲଦାର ନୋଟିସ୍ ପଠାଇଛନ୍ତି ।
ରିପୋର୍ଟ ମୁତାବକ, ନାସିକରେ ବଲିଉଡ୍ ଅଭିନେତ୍ରୀଙ୍କର ଜାଗା ଅଛି । ଯାହାରି କି ଗଲା ଏକ ବର୍ଷ ଧରି ଟ୍ୟାକ୍ସ ପଇଠ କରାଯାଇନି । ଟ୍ୟାକ୍ସ ବାବଦକୁ ଅଭିନେତ୍ରୀଙ୍କୁ ପ୍ରାୟ ୨୧ ହଜାର ୯୬୦ ଟଙ୍କା ଦେବାକୁ ଅଛି । ଏହି କାରଣରୁ ନାସିକର ତହସିଲଦାର ଐଶର୍ୟ୍ୟା ରାୟଙ୍କୁ ନୋଟିସ୍ ଜାରି କରିଛନ୍ତି । ତେବେ ଏହି ନୋଟିସ୍ ଆସନ୍ତା ଜାନୁଆରୀ ୯ ତାରିଖରେ ଐଶର୍ୟ୍ୟା ରାୟଙ୍କୁ ଦିଆଯାଇଛି ବୋଲି ସୂଚନା ମିଳିଛି ।
ସୂଚନା ମୁତାବକ, ନାସିକରେ ଐଶର୍ୟ୍ୟାଙ୍କ ନାମରେ ପାଖାପାଖି ୧ ହେକ୍ଟର ଜମି ରହିଛି । କୁହାଯାଇଛି ୧ ବର୍ଷ ଧରି ସେ ଏହି ଜମିର ଟ୍ୟାକ୍ସ ଦେଇନାହାଁନ୍ତି । ଐଶର୍ୟ୍ୟାଙ୍କ ସହିତ ଅନ୍ୟ ୧୨ ଶହ ଜଣ ଜମି ମାଲିକ ମଧ୍ୟ ନିଜର ଟ୍ୟାକ୍ସ ଭରିନାହାଁନ୍ତି । ଯେଉଁ କାରଣରୁ ସେମାନଙ୍କ ପାଖକୁ ମଧ୍ୟ ନୋଟିସ୍ ପଠାଯାଇଛି ।

Powered by Froala Editor

Tags Aishwarya

Related articles Odisha News Lens 3.2

  • ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା
    ମନୋରଞ୍ଜନ

    ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ବ୍ୟାଗ୍ : କୁମ୍ଭୀର ଚମଡ଼ାରେ ତିଆରି, ଲାଗିଛି ୨୪୦ ହୀରା

    13631
    Feb 07, 2023
  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା
    ବିଶେଷ

    ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14613
    Feb 07, 2023
  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15135
    Feb 07, 2023
  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ  ଦଳ
    ଦେଶ-ଦେଶାନ୍ତର

    ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ ଦଳ

    13602
    Feb 07, 2023
  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି
    ଦେଶ-ଦେଶାନ୍ତର

    ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

    13791
    Feb 07, 2023
  •  ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି
    ଦେଶ-ଦେଶାନ୍ତର

    ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

    13856
    Feb 07, 2023
  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...
    ଦେଶ-ଦେଶାନ୍ତର

    ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...

    13346
    Feb 07, 2023
  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର
    ମନୋରଞ୍ଜନ

    ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14855
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ
    ବିଶେଷ

    ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13391
    Feb 07, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ହାଇକୋର୍ଟ

    13346
    Feb 07, 2023
  • ବିଶେଷ

    ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13391
    Feb 07, 2023
  • ଦେଶ-ଦେଶାନ୍ତର

    ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ

    13725
    Feb 07, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14613
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13391
    Feb 07, 2023
  • ବିବାହରେ ବିଳମ୍ବ ହେଉଥିଲେ, ସେବନ କରନ୍ତୁ ଏହି ରଙ୍ଗ ଜିନିଷ

    14559
    Feb 06, 2023
  • ସ୍ୱାସ୍ଥ୍ୟ ପାଇଁ ଜରୁରୀ କଞ୍ଚାଲଙ୍କା

    15562
    Feb 06, 2023
  • ବିଳାସମୟ ଜୀବନ ଅତିବାହିତ କରୁଛି କୁକୁର

    15569
    Feb 05, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18815
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19086
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19220
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20815
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ହାଇକୋର୍ଟ

    13346
    Feb 07, 2023
  • ଗୋଟିଏ ଫିଲ୍ମ, ୯ଟି ଚରିତ୍ର

    14855
    Feb 07, 2023
  • ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି

    13791
    Feb 07, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In