Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, February 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ...

  • ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ...

  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ...

  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ...

  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ...

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

  • ସାନ ଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅକୁ ...

  • ୯ କୋଟି ଦରମା, କିନ୍ତୁ ସାଣ୍ଡୱିଚ୍ ଚୋରି ...

  • ବିକ୍ରାନ୍ତରେ ଅବତରଣ କଲା ଏୟାରକ୍ରାଫ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ରୁଷ୍‌ର ଜୋର୍‌ଦାର୍‌ ଆକ୍ରମଣ, ୧୨ ମୃତ

ରୁଷ୍‌ର ଜୋର୍‌ଦାର୍‌ ଆକ୍ରମଣ, ୧୨ ମୃତ

2023-01-15 13:04:37
13728
Share:
Facebook
Twitter
E-Mail
WhatsApp
Telegram
ରୁଷ୍‌ର ଜୋର୍‌ଦାର୍‌ ଆକ୍ରମଣ, ୧୨ ମୃତ

ନୂଆଦିଲ୍ଲୀ:  ୟୁକ୍ରେନ୍‌ରେ ଆକ୍ରମଣ ଜୋର୍‌ଦାର୍‌ କରି ରୁଷ୍‌ ତା’ର ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳଗୁଡ଼ିକରେ କ୍ଷେପଣାସ୍ତ୍ର ନିକ୍ଷେପ କରିବାରୁ ନିପ୍ରୋ ନଗରୀରେ ଅବସ୍ଥିତ ଗୋଟାଏ ୯ ମହଲାବିଶିଷ୍ଟ ଆପାର୍ଟମେଣ୍ଟ୍‌ରେ ଅନ୍ୟୂନ ୧୨ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ନିପ୍ରୋସ୍ଥିତ ଆବାସିକ ଆପାର୍ଟମେଣ୍ଟ୍‌ ଛଡ଼ା, କିବ୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ଥିବା ଗୁରୁତ୍ବପୂର୍ଣ୍ଣ ଭିତ୍ତିଭୂମି ଉପରେ ମଧ୍ୟ ରୁଷ୍‌ ଆକ୍ରମଣ କରିଥିବା କଥା ୟୁକ୍ରେନ୍‌ର ଶକ୍ତି ମନ୍ତ୍ରାଳୟ କହିଛି। ଭୀଷଣ ଶୀତ ପଡ଼ିଥିବା ବେଳେ ଏଭଳି ଆକ୍ରମଣ ବିଜୁଳି, ପାଣି ଓ ସେଣ୍ଟ୍ରାଲ୍‌ ହିଟିଙ୍ଗ୍‌ ଯୋଗାଣ ବାଧା ପାଇବ ବୋଲି ଶକ୍ତି ମନ୍ତ୍ରାଳୟ ସୂଚନା ଦେଇଛି।
ରୁଷୀୟ ଆତଙ୍କ ଏବଂ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣର ଅବସାନ ନିମନ୍ତେ ରାଷ୍ଟ୍ରପତି ଜେଲେନସ୍କି ପୁଣି ପାଶ୍ଚାତ୍ୟ ମିତ୍ର ରାଷ୍ଟ୍ରମାନଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ମାଗିବେ ବୋଲି କହିଛନ୍ତି।

ସଦ୍ୟତମ ଆକ୍ରମଣରେ ରୁଷ୍‌ ୟୁକ୍ରେନ୍‌ର ଶକ୍ତି ଭିତ୍ତିଭୂମିକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ନିକ୍ଷେପ କରୁଛି। ୟୁକ୍ରେନ୍‌ର ପଶ୍ଚିମାଞ୍ଚଳ ପଡ଼ୋଶୀ ଦେଶ ମୋଲ୍‌ଦୋଭାରେ ମଧ୍ୟ କ୍ଷେପଣାସ୍ତ୍ର ଭଗ୍ନାଂଶ ପଡୁଥିବା ଦେଖାଯାଉଛି।ସେପଟେ ୟୁକ୍ରେନ୍‌ର ପୂର୍ବ ପ୍ରାନ୍ତରେ ଅବସ୍ଥିତ ଡନ୍‌ବାସ୍‌ ଅଞ୍ଚଳରେ ଅଧିକରୁ ଅଧିକ ଅଞ୍ଚଳ ଦଖଲ କରିବା ଲାଗି ରୁଷ୍‌ ଅଭିଯାନ ଚଳାଇଥିବା ବେଳେ ପ୍ରତିରୋଧ କରିବା ଲାଗି ୟୁକ୍ରେନ୍‌ ସେନା ମଧ୍ୟ ଯୁଦ୍ଧ ଚଳାଇଛି।

Powered by Froala Editor

Tags Missle attack by russia

Related articles Odisha News Lens 3.2

  • ସାନ ଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅକୁ ବାହା କରିଦେଲେ, ଏବେ ବର କହୁଛି ଆତ୍ମହତ୍ୟା କରିବି
    ଦେଶ-ଦେଶାନ୍ତର

    ସାନ ଝିଅ ସହ ନିର୍ବନ୍ଧ କରାଇ ବଡ଼ ଝିଅକୁ ବାହା କରିଦେଲେ, ଏବେ ବର କହୁଛି ଆତ୍ମହତ୍ୟା କରିବି

    14040
    Feb 06, 2023
  • ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ  ଦଳ
    ଦେଶ-ଦେଶାନ୍ତର

    ଖାର୍ଗେଙ୍କ ନେତୃତ୍ୱରେ ଏକାଠି ହେଲେ 15 ଟି ରାଜନୈତିକ ଦଳ

    13596
    Feb 07, 2023
  •  ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ
    ଦେଶ-ଦେଶାନ୍ତର

    ଚଳଚ୍ଚିତ୍ର ନିର୍ମାତା ନାଜିମ ହସନ ରିଜଭିଙ୍କ ପରଲୋକ

    13718
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ
    ବିଶେଷ

    ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13385
    Feb 07, 2023
  • ବିକ୍ରାନ୍ତରେ ଅବତରଣ କଲା ଏୟାରକ୍ରାଫ ତେଜସ୍‌ର ନାଭାଲ ଭାରିଆଣ୍ଟ
    ଦେଶ-ଦେଶାନ୍ତର

    ବିକ୍ରାନ୍ତରେ ଅବତରଣ କଲା ଏୟାରକ୍ରାଫ ତେଜସ୍‌ର ନାଭାଲ ଭାରିଆଣ୍ଟ

    14980
    Feb 06, 2023
  • ୯ କୋଟି ଦରମା, କିନ୍ତୁ ସାଣ୍ଡୱିଚ୍ ଚୋରି କରି ଫସିଲେ ଭାରତୀୟ ବ୍ୟାଙ୍କର
    ଦେଶ-ଦେଶାନ୍ତର

    ୯ କୋଟି ଦରମା, କିନ୍ତୁ ସାଣ୍ଡୱିଚ୍ ଚୋରି କରି ଫସିଲେ ଭାରତୀୟ ବ୍ୟାଙ୍କର

    14337
    Feb 06, 2023
  • ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...
    ଦେଶ-ଦେଶାନ୍ତର

    ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ...

    13340
    Feb 07, 2023
  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା
    ବିଶେଷ

    ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14607
    Feb 07, 2023
  •  ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି
    ଦେଶ-ଦେଶାନ୍ତର

    ମୁମ୍ବାଇ ବିମାନବନ୍ଦରରେ ଆକ୍ରମଣ ଆଶଙ୍କା, ସୁରକ୍ଷା ବ୍ୟବସ୍ଥା କଡାକଡି

    13850
    Feb 07, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14607
    Feb 07, 2023
  • ବିଶେଷ

    ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13385
    Feb 07, 2023
  • ଦେଶ-ଦେଶାନ୍ତର

    ପରେଶ ରାଓ୍ୱଲଙ୍କୁ ମିଳିଲା ଆଶ୍ୱସ୍ତି, ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ କୋଲକାତା ହାଇକୋର୍ଟ

    13340
    Feb 07, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ୨ଟି ଅଣ୍ଡାରେ ବିଭିନ୍ନ ଫାଇଦା

    14607
    Feb 07, 2023
  • ଦିନ ଆରମ୍ଭ କରନ୍ତୁ ଏହି ଫଳ ଖାଇ

    13385
    Feb 07, 2023
  • ବିବାହରେ ବିଳମ୍ବ ହେଉଥିଲେ, ସେବନ କରନ୍ତୁ ଏହି ରଙ୍ଗ ଜିନିଷ

    14556
    Feb 06, 2023
  • ସ୍ୱାସ୍ଥ୍ୟ ପାଇଁ ଜରୁରୀ କଞ୍ଚାଲଙ୍କା

    15561
    Feb 06, 2023
  • ବିଳାସମୟ ଜୀବନ ଅତିବାହିତ କରୁଛି କୁକୁର

    15568
    Feb 05, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    18814
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19085
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19219
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    20814
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିକ୍ରାନ୍ତରେ ଅବତରଣ କଲା ଏୟାରକ୍ରାଫ ତେଜସ୍‌ର ନାଭାଲ ଭାରିଆଣ୍ଟ

    14980
    Feb 06, 2023
  • ୯ କୋଟି ଦରମା, କିନ୍ତୁ ସାଣ୍ଡୱିଚ୍ ଚୋରି କରି ଫସିଲେ ଭାରତୀୟ ବ୍ୟାଙ୍କର

    14337
    Feb 06, 2023
  • ପୁଣି ଚର୍ଚ୍ଚାରେ ଉତ୍ତର କୋରିଆ ରାଷ୍ଟ୍ରପତି

    15129
    Feb 07, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In