Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, April 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ...

  • ଠକାମୀ କରି ଆସନ କବଜା କରିବାକୁ ଯୋଜନା ...

  • ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ...

  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ...

  • ଲଦାଖକୁ ମିଳିଲା ସ୍ବତନ୍ତ୍ର ଆଧାର ପରିଚୟ

  • ଗାୟିକା ଆଶା ଭୋସଲେଙ୍କର ପରଲୋକ

  • ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ...

  • ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ...

  • ପ୍ରଥମ ଥର ଏନ୍‌କ୍ଲୋଜର ବାହାରେ ୪ଟି ଚିତା ...

ରାଜ୍ୟ
Home ›› ରାଜ୍ୟ ››ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ୪୮ଘଣ୍ଟା ପାଇଁ ସିଲ୍‌

ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ୪୮ଘଣ୍ଟା ପାଇଁ ସିଲ୍‌

2021-04-05 20:11:08
14645
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ୪୮ଘଣ୍ଟା ପାଇଁ ସିଲ୍‌
କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ନୟାପଲ୍ଲୀରେ ଥିବା ରାଜ୍ୟ ଯୋଗାଣ ନିଗମ କାର୍ଯ୍ୟାଳୟ ୪୮ଘଣ୍ଟା ପାଇଁ ସିଲ୍‌ କରାଯାଇଛି । ୬ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଅଫିସକୁ ସିଲ୍ କରି ଦିଆଯାଇଛି। ବିଏମସି ପକ୍ଷରୁ କୁହାଯାଇଛି ଯେ, ନିଗମର ସମସ୍ତ କର୍ମଚାରୀଙ୍କର କୋଭିଡ୍ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଅଫିସ ପରିସରକୁ ସାନିଟାଇଜ୍ କରିବା ନିମନ୍ତେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି। ଆଜି ଉପସ୍ଥିତ ଥିବା ସମସ୍ତ କର୍ମଚାରୀଙ୍କ କୋଭିଡ୍ ପରୀକ୍ଷା ହୋଇଛି ଓ ବିଏମସିର ଜୋନାଲ ଡେପୁଟି କମିଶନର ରବିନାରାୟଣ ଜେଠୀଙ୍କ ନେତୃତ୍ୱରେ ଏକ ଟିମ୍ ସ୍ଥିତି ଉପରେ ନଜର ରଖିଛନ୍ତି।
Tags covid

Related articles Odisha News Lens 4.1

  • ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ
    ଦେଶ-ଦେଶାନ୍ତର

    ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ

    13523
    Apr 12, 2026
  • ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ
    ଦେଶ-ଦେଶାନ୍ତର

    ୧୫ ଏପ୍ରିଲରୁ ଅମରନାଥ ଯାତ୍ରା ପଞ୍ଜିକରଣ

    14294
    Apr 13, 2026
  • ଗାୟିକା ଆଶା ଭୋସଲେଙ୍କର ପରଲୋକ
    ଦେଶ-ଦେଶାନ୍ତର

    ଗାୟିକା ଆଶା ଭୋସଲେଙ୍କର ପରଲୋକ

    14059
    Apr 12, 2026
  • ଲଦାଖକୁ ମିଳିଲା ସ୍ବତନ୍ତ୍ର ଆଧାର ପରିଚୟ
    ଦେଶ-ଦେଶାନ୍ତର

    ଲଦାଖକୁ ମିଳିଲା ସ୍ବତନ୍ତ୍ର ଆଧାର ପରିଚୟ

    14165
    Apr 12, 2026
  • ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି
    ଦେଶ-ଦେଶାନ୍ତର

    ଠକାମୀ କରି ଆସନ କବଜା କରିବାକୁ ଯୋଜନା କରୁଛି: ବିଜେପି

    14388
    Apr 12, 2026
  • ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ରହିବା ବାଧ୍ୟତାମୂଳକ
    ଦେଶ-ଦେଶାନ୍ତର

    ୧୬ ରୁ ୧୮ ପର୍ଯ୍ୟନ୍ତ ସମସ୍ତ ସାଂସଦ ଗୃହରେ ରହିବା ବାଧ୍ୟତାମୂଳକ

    14687
    Apr 12, 2026
  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି
    ବିଶେଷ

    ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15448
    Apr 12, 2026
  • ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେ
    ଦେଶ-ଦେଶାନ୍ତର

    ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେ

    14261
    Apr 12, 2026
  • ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ନାୟକନ’
    ମନୋରଞ୍ଜନ

    ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ନାୟକନ’

    14079
    Apr 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ମୁକ୍ତିଲାଭ ପୂର୍ବରୁ ଲିକ୍ ହେଲା ‘ଜନ ନାୟକନ’

    14079
    Apr 12, 2026
  • ଦେଶ-ଦେଶାନ୍ତର

    ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସ୍‌ଲେ

    14261
    Apr 12, 2026
  • ବିଶେଷ

    ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15448
    Apr 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17414
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17471
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17825
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16299
    Apr 03, 2021

ବିଶେଷ

  • ଫ୍ରିଜରୁ ବହୁତ ଥଣ୍ଡା ପାଣି ପିଇବା ଦ୍ଵାରା ହୋଇଥାଏ ଏହି କ୍ଷତି

    15448
    Apr 12, 2026
  • ଅମୃତଭଣ୍ଡାର ଆଶ୍ଚର୍ଯ୍ୟକାରୀ ଫାଇଦା ବିଷୟରେ ଜାଣନ୍ତୁ.....

    14523
    Apr 11, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    15590
    Apr 09, 2026
  • ଭାଙ୍ଗି ଯାଇଥିବା କାଚ ଘରେ ରଖିବା ଶୁଭଙ୍କର ନୁହେଁ

    14443
    Apr 08, 2026
  • ଆଳୁ ରସ କରିବ ତ୍ଵଚାକୁ ଗୋରା

    14628
    Apr 07, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15328
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15058
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15561
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13857
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏଚ୍‌ଆଇଭି ଇଞ୍ଜେକସନ୍ ଫୋଡିଦେଲା ବୋଲି ଆତ୍ମହତ୍ୟା କଲେ ଯୁବତୀ

    13523
    Apr 12, 2026
  • ପ୍ରଥମ ଥର ଏନ୍‌କ୍ଲୋଜର ବାହାରେ ୪ଟି ଚିତା ଶାବକ ଜନ୍ମ

    14823
    Apr 12, 2026
  • ଲଦାଖକୁ ମିଳିଲା ସ୍ବତନ୍ତ୍ର ଆଧାର ପରିଚୟ

    14165
    Apr 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In