ପଦ୍ମପୁର ଉପନିର୍ବାଚନ, ଏମାନେ ହେଲେ ବିଜେଡିର ଷ୍ଟାର ପ୍ରଚାରକ
ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପାଇଁ ଚାରିଆଡେ ରାଜନୈତିକ ତାତି । ବିଜେଡି ବିଜେପି ଓ କଂଗ୍ରେସ ୩ ପ୍ରମୁଖ ଦଳ କିପରି ବାଜି ଜିତିବେ ସେନେଇ ଚାଲିଛି ଜୋରଦାର ଅଙ୍କକଷା । ଏହାରି ଭିିତରେ ଶାସକ ଦଳ ବିଜେଡି ଉପନିର୍ବାଚନ ପାଇଁ ଆଜି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ।
ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା ମଧ୍ୟ ରହିଛନ୍ତି । ଏହା ସହିତ ମନ୍ତ୍ରୀ ରାଜା ସ୍ୱାଇଁ, ପ୍ରତାପ ଦେବ, ଅତନୁ ନାୟକ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ସିନେ ତାରକା ଅରିନ୍ଦମ ରାୟ, ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରତାପକେଶରୀ ଦେ, ନିରଞ୍ଜନ ପୂଜାରୀ, ଅରୁଣ କୁମାର ସାହୁ, ସୁଶାନ୍ତ ସିଂ, ରାଜେନ୍ଦ୍ର ଢୋଲକିଆ, ରବିନ୍ଦ୍ର କୁମାର ଜେନା, ନବକିଶୋର ଦାସ, ପୁଷ୍ପେନ୍ଦ୍ର ସିଂ ଦେଓ, ଶାରଦା ପ୍ରସାନ ନାୟକ, ସମୀର ରଂଜନ ଦାଶ, କଲିକେଶ ନାରାୟଣ ସିଂ ଦେଓ, ଟୁକୁନି ସାହୁ, ରୀତା ସାହୁ, ମନୋହର ରାନ୍ଧାରୀ, ବିଭୁତି ବଳବନ୍ତ ରାୟ, ଦେବେଶ ଆଚାର୍ଯ୍ୟ, ସୁଧୀର କୁମାର ସାମଲ, ସ୍ନେହାଙ୍ଗିନୀ ଛୁରୀୟା, ରମେଶ ଚନ୍ଦ୍ର ମାଝି, ରୋହିତ ପୂଜାରୀ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ର ସାରଥୀ ବେହେରା, ରାଜେନ୍ଦ୍ର କୁମାର ସାହୁ, ରାଶେସ୍ୱରୀ ପାଣିଗ୍ରହି, ବ୍ରଜକିଶୋର ପ୍ରଧାନ, ବିକ୍ରମ କୁମାର ପଣ୍ଡା, ପ୍ରଦୀପ ମାଝି, ଆକାଶ ଦାସ ନାୟକ, ଅଳକା ମହାନ୍ତି, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ସତ୍ୟବ୍ରତ ତ୍ରିପାଠୀ,
ଏଥର ତାଲିକାରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସାଂସଦ ଅନୁଭବ ମହାନ୍ତି ବାଦ୍ ପଡିଛନ୍ତି ।
Powered by Froala Editor