Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ...

  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ...

  • ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ...

  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ...

  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ...

  • ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ...

  • ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ...

  • ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ...

ରାଜ୍ୟ
Home ›› ରାଜ୍ୟ ››ଓଡ଼ିଶା ପାଣି ପଂଚାୟତକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସଂଶୋଧନ

ଓଡ଼ିଶା ପାଣି ପଂଚାୟତକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସଂଶୋଧନ

2022-10-22 05:11:35
13912
Share:
Facebook
Twitter
E-Mail
WhatsApp
Telegram
ଓଡ଼ିଶା ପାଣି ପଂଚାୟତକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସଂଶୋଧନ

ଭୁବନେଶ୍ୱର:  ଓଡ଼ିଶା ପାଣି ପଂଚାୟତ ଆଇନ-୨୦୦୨ର ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଓଡ଼ିଶା ପାଣି ପଂଚାୟତକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ପାଇଁ ଏହି ସଂଶୋଧନ ହୋଇଛି । ଏବେ ରାଜ୍ୟରେ ମେଗା ଉଠାଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ୟ୍ୟକ୍ଷମ ହୋଇଛି ।  ୫୦୦ରୁ ୨ହଜାର ହେକ୍ଟର ଭିତରେ ହେଉଥିବା ମେଗା ଉଠାଜଳସେଚନ ପ୍ରକଳ୍ପରେ ପାଣି ପଂଚାୟତ ଗଠନ ଓ ଶୀର୍ଷ କୃଷକ ସଂଗଠନକୁ ସୁନିଶ୍ଚିତ କରାଯିବ । ସେହିପରି ଜଳସେଚନର ସୁବିଧା ପାଉଥିବା ଚାଷୀ ବା ଜମି ମାଲିକମାନଙ୍କର ପତି-ପତ୍ନୀଙ୍କୁ ସାମିଲ ସହ ମହିଳାଙ୍କ ଭାଗିଦାରୀ ପାଣି ପଂଚାୟତରେ ଓ ଅନ୍ୟ ଚାଷୀ କମିଟିରେ ବୃଦ୍ଧି କରିବାକୁ ପ୍ରାବଧାନ ହୋଇଛି । ଏହାସହିତ ୩ବର୍ଷ ଓ ୬ବର୍ଷର ସନ୍ଦେହକୁ ଦୂର କରି ସମସ୍ତଙ୍କୁ ସମାନ କରିବା ନିମନ୍ତେ ଚକ କମିଟି ଓ ପାଣି ପଂଚାୟତର କାର୍ୟ୍ୟକାଳକୁ ୫ବର୍ଷକୁ ବୃଦ୍ଧି କରାଯାଇଛି ।

ସେହିପରି ଓଡ଼ିଶା ଭେଟେନାରୀ ସର୍ଭିସ ରୁଲସରେ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଏହାଫଳରେ ଭେଟେନାରୀ ଡାକ୍ତରମାନେ ଏଣିକି ନିଯୁକ୍ତି ବେଳେ ଅନ୍ୟ ମେଡିକାଲ ଅଫିସର, ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ ଅଫିସରଙ୍କ ଭଳି କେବଳ ଲିଖିତ ପରୀକ୍ଷା ଦେବେ । ଓପିଏସସି ଦ୍ୱାରା ଚୟନ ହେଉଥିବା ଆସିଷ୍ଟାଣ୍ଟ ଭେଟେନାରୀ ସର୍ଜନ ପଦବୀ ପରୀକ୍ଷାରେ ଭେଟେନାରୀ ଡାକ୍ତରମାନେ କେବଳ ଲିଖିତ ପରୀକ୍ଷା ଦେବେ ଓ ସେମାନଙ୍କୁ ଆଉ ମୌଖିକ ପରୀକ୍ଷା(ସାକ୍ଷାତକାର) ଦେବାକୁ ପଡ଼ିବ ନାହିଁ ।

ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ କ୍ୟାବିନେଟ୍  ଜଷ୍ଟିସ ପି ଭେଙ୍କଟରାମ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଗଠିତ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରିଶକୁ ଓଡ଼ିଶାରେ କାର୍ୟ୍ୟକାରୀ ନିମନ୍ତେ ଅନୁମୋଦନ କରିଛନ୍ତି । ଫଳରେ ଜିଲ୍ଲା ଓ ତଳସ୍ତରର ଜୁଡ଼ିଆସିଲ ଅଫିସରମାନେ ୨୦୧୬ ଜାନୁୟାରୀ ୧ରୁ ସଂଶୋଧିତ ଦରମା ପାଇବେ । ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଜୁଡ଼ିସିଆଲ ଅଫିସରମାନଙ୍କ ନିମନ୍ତେ ଦ୍ୱିତୀୟ ଜାତୀୟ ନ୍ୟାୟିକ ଦରମା କମିଶନ ସୁପାରଶକୁ କାର୍ୟ୍ୟକାରୀ କରିବା ନିମନ୍ତେ ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ଭେଙ୍କଟରାମ ରେଡ୍ଡୀ କମିଶନଙ୍କ ସୁପାରିଶକୁ କାର୍ୟ୍ୟକାରୀ କରିବା ଦ୍ୱାରା ଜୁଡ଼ିସିଆଲ ଅଫିସରଙ୍କ ଦରମା ଆଦି ବାବଦରେ ରାଜ୍ୟ ସରକାରଙ୍କୁ ବାର୍ଷିକ ୯୩କୋଟି ଟଙ୍କାର ଅତିରିକ୍ତ ବୋଝ ମୁଣ୍ଡାଇବାକୁ ପଡ଼ିବ ।

Powered by Froala Editor

Tags Cabinet

Related articles Odisha News Lens 4.1

  • ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ଘର, ୨ ମୃତ
    ଦେଶ-ଦେଶାନ୍ତର

    ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ଘର, ୨ ମୃତ

    14688
    Nov 04, 2026
  • ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ
    ଦେଶ-ଦେଶାନ୍ତର

    ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ

    15529
    Nov 03, 2026
  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍
    ଦେଶ-ଦେଶାନ୍ତର

    ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍

    15394
    Nov 03, 2026
  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...
    ଦେଶ-ଦେଶାନ୍ତର

    ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...

    15266
    Nov 04, 2026
  • ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ
    ଦେଶ-ଦେଶାନ୍ତର

    ଟ୍ରେନ୍‌କୁ ଉଡାଇବାକୁ ଶ୍ରୀଗଙ୍ଗାନଗର ରେଳ ଧାରଣାରେ ଭୟଙ୍କର ବିସ୍ଫୋରଣ

    15117
    Nov 04, 2026
  • ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍‌
    ଜିଲ୍ଲା ପରିକ୍ରମା

    ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍‌

    15548
    Nov 03, 2026
  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ...
    ବାଣିଜ୍ୟ

    ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ...

    13887
    Nov 03, 2026
  •  ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ଉପରେ ବୋମା ଆକ୍ରମଣ କଲା ରୁଷ୍, ୨୬ ...
    ଦେଶ-ଦେଶାନ୍ତର

    ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ଉପରେ ବୋମା ଆକ୍ରମଣ କଲା ରୁଷ୍, ୨୬ ...

    13893
    Nov 03, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ  ବୃଦ୍ଧି
    ବାଣିଜ୍ୟ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    13788
    Nov 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁକ୍ରେନର ସହାୟତା ବଣ୍ଟନ କେନ୍ଦ୍ର ଏବଂ ଆଶ୍ରୟସ୍ଥଳ ଉପରେ ବୋମା ଆକ୍ରମଣ କଲା ରୁଷ୍, ୨୬ ମୃତ

    13893
    Nov 03, 2026
  • ଦେଶ-ଦେଶାନ୍ତର

    ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ଘର, ୨ ମୃତ

    14688
    Nov 04, 2026
  • ବାଣିଜ୍ୟ

    ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    13887
    Nov 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17249
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17947
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17892
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18312
    Sep 06, 2023

ବିଶେଷ

  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14822
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15802
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14985
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16177
    Oct 26, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    15098
    Oct 25, 2026

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହୋଇଛି ଜବରଦସ୍ତ ବୃଦ୍ଧି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ଉଛାଳ ଯୋଗୁଁ ମାତ୍ର ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କୁ ପ୍ରାୟ ୭୯,୭୦୦ କୋଟି ଟଙ୍କାର ଲାଭ ହୋଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା। କମ୍ପାନୀର ସେୟାର ପ୍ରାୟ ୧୨ ପ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    13887
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14410
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15855
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    14108
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା, ଜଣେ ମୃତ

    15529
    Nov 03, 2026
  • ହେଲମେଟ ବ୍ୟବହାର ନ କରିବା ଅଭିଯୋଗରେ ଅଟୋ ଚାଳକଙ୍କୁ ଫାଇନ୍‌

    15548
    Nov 03, 2026
  • ବଲିଉଡ୍ ଅଭିନେତ୍ରୀ ନୋରା ଫତେହିଙ୍କୁ ପୁଣି ଥରେ ସମନ୍

    15394
    Nov 03, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In