Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, July 04, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ...

  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ...

  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ...

  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ...

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା ...

  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ...

  • ଲାଲୁ ଯାଦବ ଆଇସିୟୁରେ

  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ...

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ...

  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭଉଣୀ ଚିତାକୁ ଡେ଼ଇଁ ଜୀବନ ଦେଲା ଭାଇ ଜାଣନ୍ତୁ କାରଣ

ଭଉଣୀ ଚିତାକୁ ଡେ଼ଇଁ ଜୀବନ ଦେଲା ଭାଇ ଜାଣନ୍ତୁ କାରଣ

2022-06-13 09:52:04
14665
Share:
Facebook
Twitter
E-Mail
WhatsApp
Telegram
ଭଉଣୀ ଚିତାକୁ ଡେ଼ଇଁ ଜୀବନ ଦେଲା ଭାଇ ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଭାଇ ଭଉଣୀର ସମ୍ପର୍କ ଅନ୍ୟ ସବୁ ସମ୍ପର୍କଠାରୁ ଭିନ୍ନ । ଉଭୟ ପରସ୍ପରଙ୍କୁ ସ୍ନେହ ମମତାରେ ବାନ୍ଧି ଭଲପାଇବାର ନିଆରା ଉଦାହରଣ ସୃଷ୍ଟି କରିଥାଏ । କିନ୍ତୁ ମଧ୍ୟ ପ୍ରଦେଶର ଭୋପାଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହାକି ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସମ୍ପର୍କୀୟା ଭଉଣୀର ମୃତ୍ୟୁ ଯୋଗୁଁ ବିଚଳିତ ହୋଇପଡ଼ିଥିବା ଜଣେ ଭାଇ ତା’ର ଜ୍ବଳନ୍ତ ଚିତାରେ ଝାସ ଦେଇ ଜୀବନ ହରାଇଛି। ଗୁରୁତର ଅବସ୍ଥାରେ ଭାଇକୁ ଉଦ୍ଧାର କରି ହସ୍ପିଟାଲ ନେବା ରାସ୍ତାରେ ହିଁ ପ୍ରାଣ ହରାଇଛି ଭାଇ । ମଧ୍ୟ ପ୍ରଦେଶର ସାଗର ଜିଲ୍ଲା ମଝଗଓ୍ବାଁରେ ଶୁକ୍ରବାର ଦିନ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା ।

ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟାରେ ଜ୍ୟୋତି ଔରଫ ପ୍ରିତୀ ନାମକ ଯୁବତୀ ଜମିକୁ ଯାଇଥିଲେ । ତେବେ ଏହାପରେ ସେ ଅଚାନକ ନିଖୋଜ ହୋଇଯାଇଥିଲେ । କିନ୍ତୁ ଶୁକ୍ରବାର ସକାଳେ ଏକ କୂଅରୁ ତାଙ୍କ ମୃତଦେହ ମିଳିଥିଲା । ତେବେ ମୃତଦେହର ପୋଷ୍ଟମର୍ଟମ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲା ପୋଲିସ । ପରିବାର ଲୋକେ ପ୍ରିତିଙ୍କ ଅନ୍ତିମ ସଂସ୍କାର କରିବାକୁ ନେଇ ଯାଇଥିଲେ । ଜୁଇରେ ନିଆଁ ଲଗାଇ ଆତ୍ମୀୟସ୍ବଜନମାନେ ନିଜ ନିଜର ଘରକୁ ଫେରି ଯାଇଥିଲେ। କିଛି ସମୟ ପରେ ମୃତ ମହିଳାଙ୍କ ସମ୍ପର୍କୀୟ ଭାଇ ୨୧ ବର୍ଷିୟ କରଣ୍‌ ମଶାଣିରେ ପହଞ୍ଚିଥିଲେ। ଏବଂ ହଠାତ ଭଉଣୀ ଚିତାକୁ ଡେଇଁ ପଡିଥିଲେ କରଣ୍‌।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କରଣ୍‌ ଆସି ଜୁଇ ନିକଟରେ ନଇଁଲେ ଓ ତା’ପରେ ହଠାତ୍‌ ତା’ ଭିତରକୁ ଡେଇଁ ପଡ଼ିଲେ। ଚିତ୍କାର ଶୁଣି ନିକଟରେ ଥିବା କିଛି ବ୍ୟକ୍ତି ଦୌଡିଆସି ତାଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ଶରୀରର ଅଧିକାଂଶ ଭାଗ ପୋଡିଯାଇଥିଲା । ତୁରନ୍ତ ଉଦ୍ଧାର କରି ହସ୍ପିଟାଲକୁ ନେବା ରାସ୍ତାରେ ହିଁ କରଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପ୍ରଥମେ ଝିଅ ଏବଂ ପରେ ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ପରିବାର ଲୋକେ । ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ଗାଁରେ ଶୋକର ଛାୟା ଖେଳିଯାଇଛି ।

Powered by Froala Editor

Tags Brother sister

Related articles Odisha News Lens 3.2

  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
    ଦେଶ-ଦେଶାନ୍ତର

    ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14353
    Jul 05, 2022
  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
    ବିଶେଷ

    ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15148
    Jul 04, 2022
  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ
    ଦେଶ-ଦେଶାନ୍ତର

    ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14154
    Jul 05, 2022
  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
    ମନୋରଞ୍ଜନ

    ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13470
    Jul 05, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
    ବିଶେଷ

    ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14251
    Jul 04, 2022
  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14882
    Jul 05, 2022
  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
    ଦେଶ-ଦେଶାନ୍ତର

    ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ

    14370
    Jul 05, 2022
  •  ଲାଲୁ ଯାଦବ ଆଇସିୟୁରେ
    ଦେଶ-ଦେଶାନ୍ତର

    ଲାଲୁ ଯାଦବ ଆଇସିୟୁରେ

    15111
    Jul 04, 2022
  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

    13576
    Jul 04, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14353
    Jul 05, 2022
  • ଦେଶ-ଦେଶାନ୍ତର

    ଲାଲୁ ଯାଦବ ଆଇସିୟୁରେ

    15111
    Jul 04, 2022
  • ବିଶେଷ

    ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15148
    Jul 04, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15148
    Jul 04, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14251
    Jul 04, 2022
  • କରନ୍ତୁ ଏହି ଆସନ, ଦୂର କରେ ଅସ୍ଥିରତା ଓ ଦୁଃଶ୍ଚିନ୍ତା

    15182
    Jul 04, 2022
  • ମୁହଁରେ ଲଗାନ୍ତୁ ସାଗୁଦାନା ଫେସପ୍ୟାକ, ଦୂର କରେ କଳାପଣ

    15675
    Jul 03, 2022
  • ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ଏପରି କରନ୍ତୁ ଉପଚାର

    15459
    Jul 03, 2022

ବାଣିଜ୍ୟ

ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14154
    Jul 05, 2022
  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ

    14614
    Jul 05, 2022
  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14882
    Jul 05, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In