Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, July 05, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ...

  • ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ...

  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ...

  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ...

  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା ...

  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ...

  • ଲାଲୁ ଯାଦବ ଆଇସିୟୁରେ

  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ...

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ...

  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପବନରେ ବ୍ୟାପିପାରେ ମଙ୍କିପକ୍ସ ଭାଇରସ୍

ପବନରେ ବ୍ୟାପିପାରେ ମଙ୍କିପକ୍ସ ଭାଇରସ୍

2022-06-12 14:00:35
15291
Share:
Facebook
Twitter
E-Mail
WhatsApp
Telegram
ପବନରେ ବ୍ୟାପିପାରେ ମଙ୍କିପକ୍ସ ଭାଇରସ୍

ନୂଆଦିଲ୍ଲୀ:କରୋନାର ବଢୁଥିବା ମାମଲା ଭିତରେ ମଙ୍କିପକ୍ସ ସଂକ୍ରମଣ ସାରା ଦୁନିଆ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ବିଶ୍ୱର ପ୍ରାୟ ୨୯ଟି ଦେଶରେ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇସାରିଛି । ଏହା ଭିତରେ ମଙ୍କିପ୍ସ ଭାଇରସକୁ ନେଇ ଆଶ୍ଚର୍ୟ୍ୟଜନକ ଖବର ସାମନାକୁ ଆସିଛି ।

ୟୁଏସ ସେଣ୍ଟର ଫର ଡିଜିଜ୍ ଆଣ୍ଡ୍ ପ୍ରିଭେନସନ୍(ସିଡିସି)ର ବିଶେଷଜ୍ଞ କହିଛନ୍ତି ଯେ, ମଙ୍କପକ୍ସ ଭାଇରସ୍ ପବନରେ ମଧ୍ୟ ବ୍ୟାପିପାରେ । ବିଶେଷଜ୍ଞଙ୍କ କହିବା ଅନୂୁଯାୟୀ, ଯଦି ଜଣେ ସଂକ୍ରମିତ ବ୍ୟଙ୍କିଙ୍କ ସଂସ୍ପର୍ଶରେ ଅନ୍ୟ କୌଣସି ବ୍ୟକ୍ତି ଦୀର୍ଘ ସମୟ ଯାଏଁ ରୁହନ୍ତି ତେବେ ଏହି ଭାଇରସ୍ ପବନରେ ବ୍ୟାପୀପାରେ । ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ ମଙ୍କିପକ୍ସ ଭାଇରସ୍ ପବନରେ ବେଶି ଦୂର ଯାଏଁ ବ୍ୟାପୀପାରେ ନାହିଁ । ଏଥିପାଇଁ ଲୋକଙ୍କୁ ମାସ୍କ ଲଗାଇବା ଜରୁରୀ ବୋଲି ବିଶେଷଜ୍ଞମାନେ ସଚେତନ କରାଇଛନ୍ତି ।

ଡେଲିମେଲ ରିପୋର୍ଟ ଅନୁସାରେ, ସିଡିସିର ମୁଖ୍ୟ ରୋସେଲ ବାଲେକ୍ସି କହିଛନ୍ତି ଯେ, ଅନେକ ସ୍ଥାନରେ େରୋଗୀଙ୍କ ସହ ସମ୍ପର୍କରେ ଆସିବା ଦ୍ୱାରା ବା ସେମାନଙ୍କ ବ୍ୟବହାର୍ୟ୍ୟ ପୋଷକ କିମ୍ବା ଅନ୍ୟ ସାମଗ୍ରୀକୁ ଛୁଇଁବା ଦ୍ୱାରା ମଙ୍କିପକ୍ସ ବ୍ୟପୀଥାଏ । ଏହି କାରଣରୁ ମଙ୍କିପକ୍ସ ସଂକ୍ରମିତ ବ୍ୟକ୍ତିଙ୍କ ନିକଟକୁ ନଯିବା ପାଇଁ ସିଡିସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

Powered by Froala Editor

Tags Monkeypox

Related articles Odisha News Lens 3.2

  • ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
    ଦେଶ-ଦେଶାନ୍ତର

    ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର

    14354
    Jul 05, 2022
  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
    ବିଶେଷ

    ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15149
    Jul 04, 2022
  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ
    ଦେଶ-ଦେଶାନ୍ତର

    ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14155
    Jul 05, 2022
  • ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
    ମନୋରଞ୍ଜନ

    ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି

    13472
    Jul 05, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
    ବିଶେଷ

    ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14252
    Jul 04, 2022
  •  ଲାଲୁ ଯାଦବ ଆଇସିୟୁରେ
    ଦେଶ-ଦେଶାନ୍ତର

    ଲାଲୁ ଯାଦବ ଆଇସିୟୁରେ

    15112
    Jul 04, 2022
  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14884
    Jul 05, 2022
  • କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

    13577
    Jul 04, 2022
  • ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ

    14615
    Jul 05, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା

    13577
    Jul 04, 2022
  • ଦେଶ-ଦେଶାନ୍ତର

    ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14884
    Jul 05, 2022
  • ବିଶେଷ

    ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14252
    Jul 04, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ

    15149
    Jul 04, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14252
    Jul 04, 2022
  • କରନ୍ତୁ ଏହି ଆସନ, ଦୂର କରେ ଅସ୍ଥିରତା ଓ ଦୁଃଶ୍ଚିନ୍ତା

    15183
    Jul 04, 2022
  • ମୁହଁରେ ଲଗାନ୍ତୁ ସାଗୁଦାନା ଫେସପ୍ୟାକ, ଦୂର କରେ କଳାପଣ

    15675
    Jul 03, 2022
  • ଜଟିଳ ହେଉଛି କି ଗ୍ୟାସଷ୍ଟ୍ରିକ ସମସ୍ୟା? ଏପରି କରନ୍ତୁ ଉପଚାର

    15459
    Jul 03, 2022

ବାଣିଜ୍ୟ

ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ

    14884
    Jul 05, 2022
  • ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍‌, ୨୦ ମୃତ

    14155
    Jul 05, 2022
  • ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି

    14252
    Jul 04, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In