ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ମୃତ

ପାଟନା: ବିହାରର ପୂର୍ଣ୍ଣିଆରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଦ୍ରୁତଗାମୀ ସ୍କର୍ପିଓ ଭାରସାମ୍ୟ ହରାଇ ଖାଲରେ ଓଲଟି ପଡିବା ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଗାଡିଟି ଅନଗଡରୁ କିଶନଗଞ୍ଜ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ଗାଡିରେ ମୋଟ ୧୦ ଜଣ ଯାତ୍ରୀ ଥିଲେ । ବାକି ଦୁଇ ଜଣ କୌଣସି ମତେ ଗାଡିରୁ ବାହାରି ନିଜ ଜୀବନ ବଞ୍ଚାଇ ପାରିଛନ୍ତି । ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତକମାନଙ୍କୁ ଗାଡି ଭିତରୁ ବାହାର କରିଛନ୍ତି । ଖବର ପାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।
ସୂଚନା ଅନୁଯାୟୀ, ସ୍କର୍ପିଓରେ ଥିବା ସମସ୍ତ ଯାତ୍ରୀ ବିବାହ ପ୍ରସ୍ତାବ ପାଇଁ ଅନଗଡ ଯାଇଥିଲେ । ସେଠାରେ ବିବାହ ସ୍ଥିର କରି ନିଜ ଗାଁକୁ ଫେରୁଥିଲେ । ହେଲେ ବାଟରେ ଗାଡିଟି ହଠାତ୍ ଭାରସାମ୍ୟ ହରାଇ ଏକ ପାଣି ଭର୍ତ୍ତି ଖାଲ ମଧ୍ୟରେ ଓଲଟି ପଡିଥିଲା । ଯେଉଁ କାରଣରୁ ୮ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି ।
Powered by Froala Editor
Related articles Odisha News Lens 3.2
-
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ବେଳେ ଉଡିଲା କଳା ବେଲୁନ, ୪ କଂଗ୍ରେସ କର୍ମୀ ଗିରଫ
14619Jul 05, 2022 -
କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା
13580Jul 04, 2022 -
ଭାତରୁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କଚୋଡ଼ି
14255Jul 04, 2022 -
ତେଲ ଉପରୁ ଭାଟ୍ ହ୍ରାସ ପାଇଁ ଘୋଷଣା କଲେ ମହାରାଷ୍ଟ୍ର ସରକାର
14359Jul 05, 2022 -
ଭାରସାମ୍ୟ ହରାଇ ଖାତରେ ଖସିପଡ଼ିଲା ବସ୍, ୨୦ ମୃତ
14159Jul 05, 2022 -
ଲାଲୁ ଯାଦବ ଆଇସିୟୁରେ
15115Jul 04, 2022 -
ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
14888Jul 05, 2022 -
ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
15152Jul 04, 2022 -
ଲାଗିଲା କଟକଣା, ମନଇଚ୍ଛା ସର୍ଭିସ ଚାର୍ଜ ନେଇପାରିବେନି ରେଷ୍ଟୁରାଣ୍ଟ
14376Jul 05, 2022
ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |
ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |
-
ଆପଣଙ୍କ ଶିଶୁ ଖାଉଛିକି ମାଟି ? ଆପଣାନ୍ତୁ ଏହି ଟ୍ରିକ୍ସ
15152Jul 04, 2022 -
ଆଲପାଇନ୍ ଗ୍ଲାସିୟର ଭାଙ୍ଗି ୫ ଜଣଙ୍କ ମୃତ୍ୟୁ
14888Jul 05, 2022 -
ସିଗାରେଟ୍ ଟାଣୁଛନ୍ତି ‘କାଳୀ’, ଫିଲ୍ମ ନିର୍ମାତାଙ୍କୁ ଗିରଫ ଦାବି
13476Jul 05, 2022
About Us
- Bhubaneswar, Odisha, India
- 0 00000 000 00
- odishanewslens@gmail.com