Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Tuesday, June 06, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

  • ରକ୍ତଚାପ ଦୂର କରେ ଲିଚୁ

  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ...

  • ଚାଲିଗଲେ ମହାଭାରତର ‘ଶକୁନି ମାମା’

  • ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ...

  • ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ...

  • ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ

  • ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ...

  • ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ

  • ଉତ୍କର୍ଷାଙ୍କୁ ମରାଠୀ ନୀତିରେ ବିବାହ କଲେ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ରାଜ୍ୟ ସରକାରଙ୍କ ଉପରେ ଓଭରଡ୍ରଫ୍ଟକୁ କୋହଳ ଘୋଷଣା

ରାଜ୍ୟ ସରକାରଙ୍କ ଉପରେ ଓଭରଡ୍ରଫ୍ଟକୁ କୋହଳ ଘୋଷଣା

2021-05-05 12:24:21
13789
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟ ସରକାରଙ୍କ ଉପରେ ଓଭରଡ୍ରଫ୍ଟକୁ କୋହଳ ଘୋଷଣା

ନୂଆଦିଲ୍ଲୀ:  ଆରବିଆଇ ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ଓଭରଡ୍ରଫ୍ଟକୁ କୋହଳ ଘୋଷଣା କରାଯାଇଛି ।  ଏହା କରୋନାର ଦ୍ୱିତୟ ଲହରକୁ ମୁକାବିଲାରେ ସହାୟକ ହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ଦେଶର କରୋନା ସ୍ଥିତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । 

ସେ କହିଛନ୍ତି ଯେ,   ଗତ ବର୍ଷରୁ କରୋନା ସହ ସାରା ଦେଶ ଲଢୁଛି । କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି ।  କରୋନା ପ୍ରଭାବରୁ ବିଶ୍ୱ ଅର୍ଥନୀତି ଆସ୍ତେ ଆସ୍ତେ ମୁକୁଳୁଛି । ପରିସ୍ଥିତି ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନଜର ରଖିଛି । ଲୋକଙ୍କ ପାଇଁ ନୂଆ କୋଭିଡ ଲୋନ ବୁକ ପ୍ରକ୍ରିୟା ଆରମ୍ଭ ହୋଇଛି ।  କରୋନା ପ୍ରଭାବିତଙ୍କ ପାଇଁ ଲଙ୍ଗଟର୍ମ ଲୋନ ବ୍ୟବସ୍ଥା କରାଯାଇଛି  । ଛୋଟ ଛୋଟ ବ୍ୟାଙ୍କମାନେ ପ୍ରଭାବିତଙ୍କୁ ଋଣ ଯୋଗାଇ ଦେବେ ବୋଲି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏଥିସହ ୨୦୨୧-୨୨ରେ ଦେଶର ଅର୍ଥନୀତି ସ୍ଥିର ରହିବ ନେଇ ସେ ଆଶାବ୍ୟକ୍ତ କରିଛନ୍ତି ।  

ପ୍ରକାଶ ଯେ, ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।   ଯାହାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ରାଜ୍ୟରେ କଟକଣା ଜାରି କରାଯାଇଛି । ଫଳରେ ବ୍ୟବସାୟ କ୍ଷେତ୍ରରେ ମାନ୍ଦାଅବସ୍ଥା ଦେଖାଦେଇଛି । କରୋନାରେ ଜୀବିକା ହରାଇ ବହୁ ଲୋକ ବେକାର ହୋଇଛନ୍ତି । 

Powered by Froala Editor

Tags RBI

Related articles Odisha News Lens 3.2

  • ଭୟଙ୍କର ସଡ଼କ ଦୁର୍ଘଟଣା:  ୫ ମୃତ
    ଦେଶ-ଦେଶାନ୍ତର

    ଭୟଙ୍କର ସଡ଼କ ଦୁର୍ଘଟଣା: ୫ ମୃତ

    15293
    Jun 06, 2023
  • ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ସାକ୍ଷୀ
    ଦେଶ-ଦେଶାନ୍ତର

    ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ସାକ୍ଷୀ

    14400
    Jun 05, 2023
  • ଉତ୍କର୍ଷାଙ୍କୁ ମରାଠୀ ନୀତିରେ ବିବାହ କଲେ ଋତୁରାଜ
    ଖେଳ ଖବର

    ଉତ୍କର୍ଷାଙ୍କୁ ମରାଠୀ ନୀତିରେ ବିବାହ କଲେ ଋତୁରାଜ

    13721
    Jun 05, 2023
  • ରକ୍ତଚାପ ଦୂର କରେ ଲିଚୁ
    ବିଶେଷ

    ରକ୍ତଚାପ ଦୂର କରେ ଲିଚୁ

    14044
    Jun 06, 2023
  • ଚାଲିଗଲେ ମହାଭାରତର ‘ଶକୁନି ମାମା’
    ମନୋରଞ୍ଜନ

    ଚାଲିଗଲେ ମହାଭାରତର ‘ଶକୁନି ମାମା’

    13870
    Jun 05, 2023
  • ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ
    ଦେଶ-ଦେଶାନ୍ତର

    ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ୩ ଯବାନ ଆହତ

    14881
    Jun 05, 2023
  • ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ
    ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ

    14182
    Jun 05, 2023
  • ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବାକୁ ସେହ୍ୱାଗଙ୍କ ଘୋଷଣା
    ଦେଶ-ଦେଶାନ୍ତର

    ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବାକୁ ସେହ୍ୱାଗଙ୍କ ଘୋଷଣା

    13992
    Jun 05, 2023
  • ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ
    ଦେଶ-ଦେଶାନ୍ତର

    ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ

    13901
    Jun 05, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୃତକଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଯୋଗାଇ ଦେବାକୁ ସେହ୍ୱାଗଙ୍କ ଘୋଷଣା

    13992
    Jun 05, 2023
  • ଦେଶ-ଦେଶାନ୍ତର

    ୩୨ ବର୍ଷ ପରେ ରାୟ : ମୁଖତାର ଅନସାରୀଙ୍କୁ ଆଜୀବନ ଜେଲ

    14182
    Jun 05, 2023
  • ମନୋରଞ୍ଜନ

    ଚାଲିଗଲେ ମହାଭାରତର ‘ଶକୁନି ମାମା’

    13870
    Jun 05, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ରକ୍ତଚାପ ଦୂର କରେ ଲିଚୁ

    14044
    Jun 06, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15405
    Jun 06, 2023
  • ମହିଳାଙ୍କ ଉଚ୍ଚତା କମ୍‌ ଥିଲେ ବି ଦେଖାଯିବେ ଆକର୍ଷଣୀୟ

    14793
    Jun 04, 2023
  • ରୋଷେଇ କରିବା ସମୟରେ କେତୋଟି ଜରୁରୀ କଥା

    13771
    Jun 04, 2023
  • ବିଉଟି ପ୍ରଡକ୍ଟ ବ୍ୟବହାର କରି ଧଳା କେଶକୁ କରନ୍ତୁ କଳା

    15873
    Jun 03, 2023

ବାଣିଜ୍ୟ

ସମ୍ପତ୍ତିରେ ମାର୍କ ଜୁକରବର୍ଗଙ୍କୁ ଟପିଗଲେ ଅମ୍ବାନୀ, ୨୩ ସ୍ଥାନକୁ ଖସିଲେ ଆଦାନି

ପୁଣି ଥରେ ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନି ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇଛନ୍ତି। ‘ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ’ରେ ଅମ୍ବାନୀ ୧୩ଶ ସ୍ଥାନରୁ ୧୨ଶ ସ୍ଥାନରେ ପହଞ୍ଚିଛନ୍ତି। ଏବେ ମୁକେଶ ଅମ୍ବାନିଙ୍କ ମୋଟ ସମ୍ପତ୍ତିର ପରିମାଣ ୮୫୮୦ କୋଟି ଡଲାର। ଜୁକରବର୍ଗଙ୍କ ମୋଟ ସମ୍ପତ୍ତି ୮୫ ...

  • ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

    18394
    Nov 01, 2022
  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19560
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19852
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19971
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡ୍ୟୁଟିରେ ଯୋଗଦେଲେ ରେସଲର ବଜରଙ୍ଗ, ବିନେଶ, ସାକ୍ଷୀ

    14400
    Jun 05, 2023
  • ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଭୃଷଙ୍ଗ ପତ୍ର, ମିଳିବ ଆଶ୍ଚର୍ଯ୍ୟଜନକ ଉପକାର

    15405
    Jun 06, 2023
  • ଉତ୍କର୍ଷାଙ୍କୁ ମରାଠୀ ନୀତିରେ ବିବାହ କଲେ ଋତୁରାଜ

    13721
    Jun 05, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In