ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ
ଭୁବନେଶ୍ୱର: ଶୁକ୍ରବାର ଓଟିଇଟି ରେଜଲ୍ଟ ପ୍ରକାଶ ପାଇଛି । ଓଡ଼ିଶା ଟିଚର୍ସ ଏଲିଜିବିଲିଟ ଟେଷ୍ଟ(ଓଟିଇଟି) ପ୍ରକାଶ ପାଇଛି ।
www.bseodisha.ac.in ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଏହି ୱେବସାଇଟକୁ ଯାଇ ପରୀକ୍ଷା ଫଳା ଜାଣି ହେବ ।
ପରୀକ୍ଷାର୍ଥୀମାନେ ନିଜ ରୋଲ ନମ୍ବର ଦେଇ ପରୀକ୍ଷା ଫଳ ଜାଣିପାରିବେ ।
Powered by Froala Editor