ଦୋଷୀ ସାବ୍ୟସ୍ତ ହେଲେ ଲାଲୁ ଯାଦବ

ବିହାର: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ପ୍ରତିଷ୍ଠାତା ଲାଲୁ ଯାଦବ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ରାଞ୍ଚିର ସ୍ୱତନ୍ତ୍ର ସିବିଆଇ କୋର୍ଟ ଲାଲୁଙ୍କୁ ଦେଷୀ ସାବ୍ୟସ୍ତ କରିଛନ୍ତି । । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ସେ ଦୋଷୀ ହୋଇଛନ୍ତି । ଲାଲୁଙ୍କ ସହ ଅନ୍ୟ ୭୫ଜଣ ବି ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି ।
ତେବେ ଲାଲୁଙ୍କୁ କେଉଁ ଦଣ୍ଡ ମିଳିବ? କେତେ ଦିନ ପାଇଁ ସେ ପୁଣି ଜେଲ୍? ଯିବେ ନା ମିଳିବ ବେଲ୍? ସେ ନେଇ କିଛି ଶୁଣାଣୀ ହୋଇନି । ଆସନ୍ତା ୧୮ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ ।
Powered by Froala Editor