Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, March 31, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ...

  • ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମ​ନୋନୀତ ...

  • କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ...

  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ...

  • ଅଧିକ ଲୁଣ ସାଜିବ ଜହର

  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ ...

  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା ...

  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ...

  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ...

  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ

ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ

2022-02-12 20:42:23
15715
Share:
Facebook
Twitter
E-Mail
WhatsApp
Telegram
ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ

ଦେଶର ବିଶିଷ୍ଟ ଶିଳ୍ପପତି ତଥା ବଜାଜ୍‌ ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ ରାହୁଲ ବଜାଜଙ୍କ ପରଲୋକ ହୋଇଯାଇଛି। ୫୦ ବର୍ଷ ଧରି ସେ ବଜାଜ୍‌ ଗ୍ରୁପ୍‌କୁ ଚଳାଇ ଆସୁଥିଲେ । ଦୀର୍ଘଦିନ ହେବ ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ଶନିବାର ଅପରାହ୍ଣ ୨ଟା ୩୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ବାଜାଜ୍ ଗ୍ରୁପ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କ ଶେଷକୃତ୍ୟ ଆସନ୍ତାକାଲି ସଂପନ୍ନ କରାଯିବ।

୧୯୩୮ ମସିହା ଜୁନ୍‌ ୧୦ ତାରିଖରେ ରାହୁଲ୍‌ ବଜାଜ୍‌ ଜନ୍ମ ଗ୍ରହଣ କରିଥିଲେ । ୪୦ ବର୍ଷ ଧରି ସେ ବଜାଜ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ପଦ ସମ୍ଭାଳି ଥିଲେ । ବାଜାଜ୍‌ ଅଟୋର ଚେୟାର ମ୍ୟାନ୍‌ ପଦରୁ ସେ ଗତ ବର୍ଷ ଏପ୍ରିଲ୍‌ ମାସରେ ଅବସର ନେଇଥିଲେ । ତାଙ୍କ କମ୍ପାନୀର ଟ୍ୟାଗ୍ ଲାଇନ୍ ‘ୟୁ ଜଷ୍ଟ କାଣ୍ଟ୍‌ ବିଟ୍‌ ଏ ବାଜାଜ’ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ସେହିପରି ଦୁଇ ଚକିଆ ଯାନ ପାଇଁ ତାଙ୍କର ଆଉ ଏକ ଚର୍ଚ୍ଚିତ ଟ୍ୟାଗ ଲାଇନ୍‌ ‘ହମାରା ବଜାଜ୍’ ମଧ୍ୟ ଉପଭୋକ୍ତାଙ୍କ ହୃଦୟକୁ ଛୁଇଁ ପାରିଥିଲା।

ତାଙ୍କୁ ୨୦୦୧ରେ ଦେଶର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ କରାଯାଇଥିଲା। ସେ ରାଜ୍ୟସଭା ସାଂସଦ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।


Powered by Froala Editor

Tags rahul

Related articles Odisha News Lens 3.2

  • ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫
    ଦେଶ-ଦେଶାନ୍ତର

    ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫

    13945
    Mar 31, 2023
  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା
    ଦେଶ-ଦେଶାନ୍ତର

    ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା

    15450
    Mar 30, 2023
  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ

    14445
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ
    ବିଶେଷ

    ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15433
    Mar 31, 2023
  • ଅଧିକ ଲୁଣ ସାଜିବ ଜହର
    ବିଶେଷ

    ଅଧିକ ଲୁଣ ସାଜିବ ଜହର

    13318
    Mar 31, 2023
  • ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ  ମ​ନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା
    ଦେଶ-ଦେଶାନ୍ତର

    ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମ​ନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

    13979
    Mar 31, 2023
  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ
    ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14552
    Mar 30, 2023
  • କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଛନ୍ତି ଦିଦି
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଛନ୍ତି ଦିଦି

    14392
    Mar 31, 2023
  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ
    ଦେଶ-ଦେଶାନ୍ତର

    ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15128
    Mar 30, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15128
    Mar 30, 2023
  • ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14552
    Mar 30, 2023
  • ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଛନ୍ତି ଦିଦି

    14392
    Mar 31, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଅଧିକ ଲୁଣ ସାଜିବ ଜହର

    13318
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15433
    Mar 31, 2023
  • କୁନି ହାତରେ ଶକ୍ତିଶାଳୀ ଭାର

    15279
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13960
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    15157
    Mar 30, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19517
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19801
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19926
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21516
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଧିକ ଲୁଣ ସାଜିବ ଜହର

    13318
    Mar 31, 2023
  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15128
    Mar 30, 2023
  • ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫

    13945
    Mar 31, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In