Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ...

  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ...

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ...

  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ...

  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ

  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ...

  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ...

  • AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ...

Home ›› ››ହିଜାବ ବିବାଦ:୧୪୪ ଧାରା ଲାଗୁ

ହିଜାବ ବିବାଦ:୧୪୪ ଧାରା ଲାଗୁ

2022-02-10 09:45:39
14806
Share:
Facebook
Twitter
E-Mail
WhatsApp
Telegram
ହିଜାବ ବିବାଦ:୧୪୪ ଧାରା ଲାଗୁ

ବେଙ୍ଗାଲୁରୁ: ଦିନକୁ ଦିନ ଉଗ୍ର ରୂପ ନେଉଛି ହିଜାବ ବିବାଦ । କଲେଜ କ୍ଲାସରୁମ୍‌ରୁ ଆରମ୍ଭ ହୋଇଥିବା ଅସନ୍ତୋଷ ଏବେ ଦେଶବ୍ୟାପୀ ହିଂସାକାଣ୍ଡରେ ବଦଳିଛି । ହିଜାବକୁ ନେଇ କର୍ଣ୍ଣାଟକର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ପ୍ରକାଶ ପାଇଛି । ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଯେଉଁଭଳି ମୁହାଁମୁହିଁ ହେଉଛନ୍ତି, ତାହାକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ସହରରେ ଥିବା ଶିକ୍ଷାନୁଷ୍ଠାନଗୁଡିକର ଫାଟକ ନିକଟରୁ ୨୦୦ ମିଟର ପରିଧି ଭିତରେ ୧୪୪ ଧାରା ଲାଗୁ କରାଯାଇଛି । ଅର୍ଥାତ୍ ଶିକ୍ଷାନୁଷ୍ଠାନର ୨୦୦ ମିଟର ପରିଧି ମଧ୍ୟରେ କୌଣସି ପ୍ରଦର୍ଶନ କିମ୍ବା ବିକ୍ଷୋଭ କରଯାଇ ପାରିବ ନାହିଁ ।

ବେଙ୍ଗାଲୁରୁ ପୋଲିସ କମିଶନର କମଲ ପନ୍ତ ସ୍କୁଲ, ପ୍ରି ୟୁନିଭରସିଟି କଲେଜ, ଡିଗ୍ରୀ କଲେଜ ଏବଂ ଅନ୍ୟ ଏହିଭଳି ଶିକ୍ଷାନୁଷ୍ଠାନର ଗେଟ୍ ଠାରୁ ୨୦୦ ମିଟର ପରିଧି ମଧ୍ୟରେ କୌଣସି ସଭା, ଆନ୍ଦୋଳନ କିମ୍ବା କୌଣସି ପ୍ରକାର ବିରୋଧ ପ୍ରଦର୍ଶନ ଉପରେ ଧାରା ୧୪୪ ଅଧିନରେ ନିଷେଦ୍ଧାଦେଶ ଲାଗୁ କରିଛନ୍ତି । ଆସନ୍ତା ୨୨ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ।ବୁଧବାର ଏହି ମାମଲାରେ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ରିତୁ ରାଜ ଅବସ୍ଥି ଏକ ପୂର୍ଣ୍ଣ ଖଣ୍ଡପୀଠ ଗଠନ କରିଛନ୍ତି । ଜଷ୍ଟିସ ଅବସ୍ଥିଙ୍କ ସମେତ ଜଷ୍ଟିସ କ୍ରିଷ୍ଣା ଏସ ଦିକ୍ଷିତ୍ ଏବଂ ଜଷ୍ଟିସ୍ ଜେ ଏମ୍ ଖଜିଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି(ଗୁରୁବାର) ଏହି ହିଜାବ ବିବାଦର ଶୁଣାଣି କରିବେ ।  ।

Powered by Froala Editor

Tags Hijab case

Related articles Odisha News Lens 4.1

  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...
    ଦେଶ-ଦେଶାନ୍ତର

    ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...

    13979
    May 12, 2026
  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା
    ଦେଶ-ଦେଶାନ୍ତର

    ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା

    14207
    May 13, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...
    ଦେଶ-ଦେଶାନ୍ତର

    ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ...

    13594
    May 12, 2026
  • ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ
    ଦେଶ-ଦେଶାନ୍ତର

    ପୁଣି ଏକ ବଡ଼ ନିଷ୍ପତ୍ତି : ସ୍କୁଲ, ମନ୍ଦିର ପାଖରୁ ହଟିବ ମଦ ଦୋକାନ

    14272
    May 12, 2026
  • AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ଘୋଷଣା
    ଦେଶ-ଦେଶାନ୍ତର

    AIADMKରେ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ, TVK କୁ ସମର୍ଥନ ଘୋଷଣା

    13943
    May 12, 2026
  • ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ
    ଦେଶ-ଦେଶାନ୍ତର

    ପାକିସ୍ତାନରେ ପାର୍କିଂ ହୋଇଛି ଇରାନୀ ସାମରିକ ବିମାନ

    15005
    May 12, 2026
  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ
    ଦେଶ-ଦେଶାନ୍ତର

    ପାଣିଟାଙ୍କିରୁ ବାହାରିଲେ ୧୧ ସାପ

    15043
    May 12, 2026
  • ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'
    ଦେଶ-ଦେଶାନ୍ତର

    ଜୁଲାଇ ୧ରୁ ଲାଗୁ ହେବ 'ଭିବି-ଜି ରାମ ଜି'

    15647
    May 12, 2026
  • ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହିମନ୍ତ

    14174
    May 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପାଣିଟାଙ୍କିରୁ ବାହାରିଲେ ୧୧ ସାପ

    15043
    May 12, 2026
  • ବିଶେଷ

    ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15505
    May 12, 2026
  • ଦେଶ-ଦେଶାନ୍ତର

    ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା

    14207
    May 13, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17470
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17520
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17878
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16351
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15505
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16100
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14542
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15511
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15248
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15395
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15135
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15625
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13948
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15505
    May 12, 2026
  • ବିକାଶମୂଳକ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବାକୁ କହିଲେ ବିରୋଧୀ ଦଳ ନେତା ଉଦୟାନିଧି ଷ୍ଟାଲିନ

    13594
    May 12, 2026
  • ପାଣିଟାଙ୍କିରୁ ବାହାରିଲେ ୧୧ ସାପ

    15043
    May 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In