Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 28, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ନାଜାଲ ବୁଷ୍ଟର ଡୋଜ୍ ଟ୍ରାଏଲକୁ DCGIର ଅନୁମତି

ନାଜାଲ ବୁଷ୍ଟର ଡୋଜ୍ ଟ୍ରାଏଲକୁ DCGIର ଅନୁମତି

2022-01-28 16:09:29
14439
Share:
Facebook
Twitter
E-Mail
WhatsApp
Telegram
ନାଜାଲ ବୁଷ୍ଟର ଡୋଜ୍ ଟ୍ରାଏଲକୁ DCGIର ଅନୁମତି

ଭାରତ ବାୟୋଟେକ୍ ଦ୍ଵାରା ନାଜାଲ ବୁଷ୍ଟର ଡୋଜ୍ ଟ୍ରାଏଲକୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ(DCGI ) ମଞ୍ଜୁରୀ ଦେଇଛି। ଏହି ପ୍ରକ୍ରିୟାରେ ୯୦୦ରୁ ଅଧିକ ବିଷୟରେ ଗବେଷଣା ଲାଗି ଭାରତ ବାୟୋଟେକକୁ ଅନୁମତି ଦେଇଛନ୍ତି DCGI । DCGIର ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି ଏହି ଡୋଜର ଫେଜ-୩ ଟ୍ରାଏଲ ଲାଗି ଭାରତ ବାୟୋଟେକକୁ ଏହି ଅନୁମତି ଦେଇଛନ୍ତି । ଯଦି ଏହି ଟିକାର ଟ୍ରାଏଲ ସଫଳତା ଲାଭ କରେ ତେବେ ଏହା ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନ ହେବ ।

ଡିସେମ୍ବରରେ ଭାରତ ବାୟୋଟେକ୍ କୋଭିଡ୍ ଟିକାର ବୁଷ୍ଟର ଡୋଜ୍‌ର ଫେଜ-୩ ଟ୍ରାଏଲ ଲାଗି ଆବେଦନ କରିଥିଲା। ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ସେବା ମହାନିର୍ଦ୍ଦେଶଳୟ ଅନୁଯାୟୀ, ୯ଟି ସ୍ଥାନରେ ଏହି ଭ୍ୟାକ୍ସିନର ଫେଜ-୩ ଟ୍ରାଏଲ କରାଯିବ। ଏହି ଟିକା ପ୍ରଥମ ନାଜାଲ ଟିକା, ଯାହାକୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ମଞ୍ଜୁରୀ ମିଳିଛି।

ଭାରତ ବାୟୋଟେକ୍ ମତରେ ଭ୍ୟାକ୍ସିନର ଡବଲ୍ ଡୋଜ୍ ନେଇ ସାରିଥିବା ଅଢେଇ ହଜାର ଲୋକଙ୍କ ଠାରେ ଏହି ଭ୍ୟାକ୍ସିନର କ୍ଲିନିକଲ ଟ୍ରାଏଲ କରାଯିବ। ବିଶେଷଜ୍ଞଙ୍କ ଅନୁଯାୟୀ, ଦେଶରେ ଓମିକ୍ରନ ଭାରିଆଣ୍ଟ ମଧ୍ୟରେ ଏହି ଟିକା ବେଶ୍ ଫଳପ୍ରଦ ରହିପାରେ। କିଛି ରିପୋର୍ଟରେ ଦର୍ଶାଯାଇଛି ଯେ, ନାକରୁ ଦିଆଯିବାକୁ ଥିବା ଟିକା ଓମିକ୍ରନ ଭାରିଆଣ୍ଟରୁ ସୁରକ୍ଷା ଦେଇ ପାରିବ।


Powered by Froala Editor

Tags dcgi

Related articles Odisha News Lens 4.1

  • ଆଇପିଏସ ପରାଗ ଜୈନ ର’ ନୂଆ ମୁଖ୍ୟ ନିଯୁକ୍ତ
    ଦେଶ-ଦେଶାନ୍ତର

    ଆଇପିଏସ ପରାଗ ଜୈନ ର’ ନୂଆ ମୁଖ୍ୟ ନିଯୁକ୍ତ

    14058
    Jun 28, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ...
    ବାଣିଜ୍ୟ

    ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ...

    13569
    Jun 28, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା
    ବିଶେଷ

    ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15521
    Jun 28, 2025
  • ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ
    ମନୋରଞ୍ଜନ

    ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ

    14477
    Jun 28, 2025
  • ଝିଅ ପରେ ପୁତ୍ର ସନ୍ତାନର ଜନନୀ ହେଲେ ଇଲିଆନା
    ମନୋରଞ୍ଜନ

    ଝିଅ ପରେ ପୁତ୍ର ସନ୍ତାନର ଜନନୀ ହେଲେ ଇଲିଆନା

    13509
    Jun 28, 2025
  •  ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ
    ଦେଶ-ଦେଶାନ୍ତର

    ବର୍ଷା: ଆଶ୍ୱସ୍ତି ପାଇଲେ ଦିଲ୍ଲୀବାସୀ

    15213
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ
    ବିଶେଷ

    ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15259
    Jun 28, 2025
  • ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ବିସ୍ଫୋରଣରେ ୧୩ ପାକ୍‌ ଯବାନଙ୍କ ମୃତ୍ୟୁ

    14906
    Jun 28, 2025
  • ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ
    ଦେଶ-ଦେଶାନ୍ତର

    ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ

    15177
    Jun 28, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ହୃଦଘାତରେ ଅଭିନେତ୍ରୀ ଶେଫାଳିଙ୍କ ମୃତ୍ୟୁ

    14477
    Jun 28, 2025
  • ବିଶେଷ

    ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15259
    Jun 28, 2025
  • ଦେଶ-ଦେଶାନ୍ତର

    ଶୁଭାଂଶୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

    13334
    Jun 28, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16594
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16713
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17026
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15513
    Apr 03, 2021

ବିଶେଷ

  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15521
    Jun 28, 2025
  • ମୟୂରପୁଚ୍ଛ ବଦଳାଇ ଦିଏ ଭାଗ୍ୟ

    15259
    Jun 28, 2025
  • ଲାଲ କଦଳୀ ଖାଇବା ଦ୍ୱାରା ମିଳିଥାଏ ଅଗଣିତ ସ୍ବାସ୍ଥ୍ୟ ଲାଭ

    14260
    Jun 26, 2025
  • ୨ ପାଖୁଡ଼ା ରସୁଣର ଉପକାରିତା କ'ଣ ଜାଣନ୍ତୁ ?

    15993
    Jun 26, 2025
  • ମାନସିକତାକୁ ସକାରାତ୍ମକ ରଖେ ଯୋଗ

    14938
    Jun 25, 2025

ବାଣିଜ୍ୟ

ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

ହଜାର ହଜାର ସଂଖ୍ୟାରେ ସନ୍‌ଫିଷ୍ଟ ସୂର୍ଯ୍ୟ ବରଦାନ ଟୋପି ଚଳିତ ବର୍ଷ ଐଶ୍ୱରୀୟ ଯାତ୍ରାରେ ଭକ୍ତମାନଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି

ପୁରୀ: ପୁରୀ ରଥଯାତ୍ରା ଭାରତର ଅନ୍ୟତମ ସର୍ବାଧିକ ପୂଜ୍ୟ ଆଧ୍ୟ ...

  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15554
    Jun 25, 2025
  • ଏସିୟାନ୍ ପେଣ୍ଟସ୍ ନେଇଆସିଛି ‘ରୋୟାଲ୍ ଗ୍ଲିଟ୍ସ – ଟ୍ରିବ୍ୟୁଟ୍ ଟୁ ଓଡିଶା’ ସ୍ପେସିଆଲ୍ ଏଡିସନ୍ ପ୍ୟାକ୍

    15536
    Jun 20, 2025
  • ଖୁବ୍ ଶୀଘ୍ର ସ୍କୋଡା ଇଣ୍ଡିଆ ଲଞ୍ଚ କରିବ ସିଏନଜି ଏସୟୁଭି

    15004
    Jun 19, 2025
  • ଆମୱେ ଇଣ୍ଡିଆ ଏହାର ରୋଗପ୍ରତିରୋଧ ବର୍ଗମାଳାକୁ ସୁଦୃଢ କଲା; ପ୍ରଚଳନ କଲା ନୁ୍ୟଟ୍ରିଲାଇଟ ଟ୍ରପିଲ ପ୍ରୋଟେକ୍ଟ

    14825
    Jun 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    13569
    Jun 28, 2025
  • ନାବାଳିକା ୟୁଟ୍ୟୁବରଙ୍କୁ ନିଶା ଦେଇ ଦୁଷ୍କର୍ମ

    15177
    Jun 28, 2025
  • ହୃତ୍‌ପିଣ୍ଡ ସୁସ୍ଥ ରଖେ ଅମୃତଭଣ୍ଡା

    15521
    Jun 28, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In