ଭାଇରାଲ ହେଉଛି ଏହି ପାକିସ୍ତାନୀ ବ୍ଲଗରଙ୍କ ଫଟୋ...

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ବଚ୍ଚନ ରାୟଙ୍କ ସୁନ୍ଦରତା ଆଜି ବି ଆକର୍ଷଣୀୟ । ତାଙ୍କ ସ୍ଥାନ କେହ ବି ନେଇନାହାନ୍ତି । ହେଲେ ତାଙ୍କର ଡୁପ୍ଲିକେଟ ବି ଥାଇ ପାରନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହେବେ । ସେ ହେଉଛନ୍ତି ପାକିସ୍ତାନର ଆମନା ଇମ୍ରାନ୍ । ଆଉ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ଆମନାଙ୍କ ଫଟୋ ଓ ଭିଡିଓ। ନୂଆ ବର୍ଷ ଅବସରରେ, ଇନଷ୍ଟାରେ ଆମାନ ଭିଡିଓ ଏବଂ ଫଟୋ ପୋଷ୍ଟ କରିଥିଲେ । ଫଟୋ ଦେଖିବା ପରେ ବେଶ୍ ଫିଦା ହୋଇଯାଇଛନ୍ତି ଫ୍ୟାନ୍ସ । ସୂଚନା ଥାଉକି, ଆମନା ଇମ୍ରାନ ଜଣେ ପାକିସ୍ତାନୀ ବ୍ଲଗର୍ । ଆମନା ଦେଖିବାକୁ କେତି ମାତ୍ରା ଐଶ୍ୱର୍ଯ୍ୟା ରାୟଙ୍କ ପରି । ସେ ଐଶ୍ୱର୍ଯ୍ୟା ରାୟଙ୍କ ପରି ଦେଖାଯାଉଥିବାରୁ ଆମନା ଫଟୋ ଏବଂ ଭିଡିଓ ଇଣ୍ଟରନେଟ୍ ଭାଇରାଲ ହୋଇଛି । ଏବେ ଏହି ଐଶ୍ୱର୍ଯ୍ୟାଙ୍କ ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।
Powered by Froala Editor