Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ...

  • ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ...

  • ଖୁବ ଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ ...

  • ୧୩ ମହଲାରେ ହାତ ଗୋଡ଼ ବାନ୍ଧି ମହିଳାଙ୍କୁ ...

  • ତିକ୍ତତା ସତ୍ତ୍ୱେ ଭାରତକୁ ଲଢ଼ୁଆ ବିମାନ ...

  • ୧୨ରେ ଶପଥ ଗ୍ରହଣ କରିବେ ସିପି ରାଧାକୃଷ୍ଣନ

  • ଅକ୍ଟୋବରରୁ ଦେଶବ୍ୟାପୀ ସ୍ବତନ୍ତ୍ର ଭୋଟର ...

  • ଐଶ୍ବର୍ଯ୍ୟା ରାୟ ବଚ୍ଚନ ଦିଲ୍ଲୀ ...

  • ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା

  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବିଳମ୍ବରେ ପହଞ୍ଚିଲା ବୋଲି ଆମ୍ବୁଲାନ୍ସ ସହ କର୍ମଚାରୀଙ୍କୁ ବନ୍ଧକ ରଖିଲା ଯୁବକ

ବିଳମ୍ବରେ ପହଞ୍ଚିଲା ବୋଲି ଆମ୍ବୁଲାନ୍ସ ସହ କର୍ମଚାରୀଙ୍କୁ ବନ୍ଧକ ରଖିଲା ଯୁବକ

2021-04-26 06:06:37
14239
Share:
Facebook
Twitter
E-Mail
WhatsApp
Telegram
ବିଳମ୍ବରେ ପହଞ୍ଚିଲା ବୋଲି ଆମ୍ବୁଲାନ୍ସ ସହ କର୍ମଚାରୀଙ୍କୁ ବନ୍ଧକ ରଖିଲା ଯୁବକ

ଗର୍ଭବତୀ ସ୍ତ୍ରୀ କରୋନା ଆକ୍ରାନ୍ତ ହୋଇପଡିଥିଲେ । ଯନ୍ତ୍ରଣା ବଢିଚାଲିଲା । ସ୍ୱାମୀ ନେହୁରା ହୋଇ ଅନେକ ଆମ୍ବୁଲାନ୍ସ ଫୋନ୍ କଲେ । ହେଲେ କେହି ଶୁଣିଲେନି । ବହୁ ବିଳମ୍ବରେ ଏକ ଆମ୍ବୁଲାନ୍ସ ପହଞ୍ଚିଥିଲା । ସେତିକିବେଳକୁ ସ୍ୱାମୀଙ୍କ ମୁଣ୍ଡକୁ ପିତ୍ତ ଚଢିଯାଇଥିଲା । ରାଗରେ ସେ ଆମ୍ବୁଲାନ୍ସ ସହ କର୍ମଚାରୀଙ୍କୁ ବନ୍ଧକ ରଖିଦେଲେ । ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶ ବିଦିଶା ଜିଲ୍ଲାରେ । 

ପୁତଲୀଘାଟର ମୁଖାର୍ଜିନଗରରେ ରହୁଥିବା ସୁନୀଲ କୁଶୱାହଙ୍କ ସ୍ତ୍ରୀ ଗର୍ଭବତୀ ଥିବା ବେଳେ ୪ ଦିନ ପୂର୍ବରୁ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଦୁଇ ଦିନ ପୂର୍ବରୁ ସ୍ତ୍ରୀର ଦେହ ଅଚାନକ ଖରାପ ହୋଇଥିଲା । ପେଟରେ ପିଲାଥିବା ବେଳେ କରୋନା କୋପ ତାଙ୍କ ପାଇଁ ଅସହ୍ୟ ହେଉଥିଲା । ସେପଟେ ସ୍ତ୍ରୀର ଏପରି ଅବସ୍ଥା ଦେଖି ସ୍ୱାମୀଙ୍କ ଆଖିରେ ବି ଲୁହ ଆସି ଯାଇଥିଲା । ଫଳରେ ବିଳମ୍ବିତ ରାତ୍ରି ୧୧ଟାରେ ଆମ୍ବୁଲାନ୍ସ ଡକାଇ ମେଡ଼ିକାଲ ନେବାକୁ ଚାହୁଁଥିଲେ । ସ୍ତ୍ରୀର ଅବସ୍ଥା ଖରାପ ହେବାରୁ ଲଗାତାର ଆମ୍ବୁଲାନ୍ସକୁ ପଠାଇବା ପାଇଁ ମେଡିକାଲ କଲେଜକୁ ଲଗାତାର ଫୋନ୍ କରୁଥିଲେ । ହେଲ ମହାମାରୀର ଭୟାବହତା ସମ୍ପର୍କରେ ଜାଣି ସୁଦ୍ଧା ଗୋଟିଏ ଦିନ ପରେ ସଂକ୍ରମିତଙ୍କ ଘରେ ପହଞ୍ଚିଲା ଆମ୍ବୁଲାନ୍ସ । ଆଟେଣ୍ଡର ବାରମ୍ବାର ଆସୁଛି ଆସୁଛି କହି ବିଳମ୍ବରେ ପହଞ୍ଚିଲା । ଆଉ ଏଥିରେ ଉତକ୍ଷିପ୍ତ ହୋଇ ୧୦୮ ଆମ୍ବୁଲାନ୍ସ ଘରେ ପହଞ୍ଚିବା ପରେ, ଆମ୍ବୁଲାନ୍ସ ଓ ଆମ୍ବୁଲାନ୍ସ ଚାଳକକୁ ବନ୍ଧକ ରଖିଥିଲେ ସୁନୀଲ ।

ପାଖାପାଖି ୨ ଘଣ୍ଟା ବନ୍ଧକ ରଖିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ୍ ଏବଂ ସୁନୀଲଙ୍କୁ ବୁଝାସୁଝା କରି ଆମ୍ବୁଲାନ୍ସ ଚାଳକଙ୍କୁ ସେଠାରୁ ଉଦ୍ଧାର କରିଥିଲା। ଶେଷରେ ବନ୍ଧକ ରଖିଥିବା ଆମ୍ବୁଲାନ୍ସରେ କରୋନା ସଂକ୍ରମିତ ସ୍ତ୍ରୀଙ୍କୁ ନେଇ ହସ୍ପିଟାଲରେ ଆଡମିଟ୍ କରାଯାଇଛି । ସଠିକ ସମୟରେ ଚିକିତ୍ସା ମିଳିବା ଦ୍ୱାରା ଗର୍ଭବତୀ ମହିଳା ଏବେ ସୁସ୍ଥ ଅଛନ୍ତି। ଅନ୍ୟପଟେ ଆମ୍ବୁଲାନ୍ସ କର୍ମଚାରୀ ଅଭିଯୋଗ କରିଛନ୍ତି, ରାଗରେ ସୁନୀଲ ଆମ୍ବୁଲାନ୍ସର କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିଲା ।

Powered by Froala Editor

Tags AMBULANCE

Related articles Odisha News Lens 4.1

  •  ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା

    14008
    Sep 11, 2025
  • ୧୨ରେ ଶପଥ ଗ୍ରହଣ କରିବେ ସିପି ରାଧାକୃଷ୍ଣନ
    ଦେଶ-ଦେଶାନ୍ତର

    ୧୨ରେ ଶପଥ ଗ୍ରହଣ କରିବେ ସିପି ରାଧାକୃଷ୍ଣନ

    14381
    Sep 11, 2025
  • ୧୩ ମହଲାରେ ହାତ ଗୋଡ଼ ବାନ୍ଧି ମହିଳାଙ୍କୁ ନିର୍ମମ ହତ୍ୟା
    ଅପରାଧ

    ୧୩ ମହଲାରେ ହାତ ଗୋଡ଼ ବାନ୍ଧି ମହିଳାଙ୍କୁ ନିର୍ମମ ହତ୍ୟା

    15324
    Sep 11, 2025
  • ତିକ୍ତତା ସତ୍ତ୍ୱେ ଭାରତକୁ ଲଢ଼ୁଆ ବିମାନ ଇଞ୍ଜିନ୍ ପଠାଇଲା ଆମେରିକା
    ଦେଶ-ଦେଶାନ୍ତର

    ତିକ୍ତତା ସତ୍ତ୍ୱେ ଭାରତକୁ ଲଢ଼ୁଆ ବିମାନ ଇଞ୍ଜିନ୍ ପଠାଇଲା ଆମେରିକା

    15454
    Sep 11, 2025
  • ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?
    ଦେଶ-ଦେଶାନ୍ତର

    ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?

    13568
    Sep 12, 2025
  • ଖୁବ ଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ ଭାରତ: ହାୱାର୍ଡ ଲୁଟନିକ
    ଦେଶ-ଦେଶାନ୍ତର

    ଖୁବ ଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ ଭାରତ: ହାୱାର୍ଡ ଲୁଟନିକ

    13498
    Sep 12, 2025
  • ଅକ୍ଟୋବରରୁ ଦେଶବ୍ୟାପୀ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ
    ଦେଶ-ଦେଶାନ୍ତର

    ଅକ୍ଟୋବରରୁ ଦେଶବ୍ୟାପୀ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ

    15381
    Sep 11, 2025
  • ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ

    14706
    Sep 12, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା
    ବିଶେଷ

    ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14160
    Sep 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀ ହାଇକୋର୍ଟକୁ ବୋମା ବିସ୍ଫୋରଣର ଧମକ

    14706
    Sep 12, 2025
  • ବିଶେଷ

    ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14160
    Sep 11, 2025
  • ଦେଶ-ଦେଶାନ୍ତର

    ଖୁବ ଶୀଘ୍ର ଆମେରିକୀୟ ଚାପର ସମ୍ମୁଖୀନ ହେବ ଭାରତ: ହାୱାର୍ଡ ଲୁଟନିକ

    13498
    Sep 12, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16725
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16825
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17183
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15642
    Apr 03, 2021

ବିଶେଷ

  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14160
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15437
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15388
    Sep 10, 2025
  • ସହଜ ଉପାୟରେ ହଟାନ୍ତୁ ସନ୍‌ ଟ୍ୟାନ

    14395
    Sep 10, 2025
  • ଖାଲିପେଟରେ ଚା’ କି କଫି ପିଇବା ଆଦୌ ନିରାପଦ ନୁହେଁ

    14376
    Sep 09, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14910
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14331
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15565
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15227
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଞ୍ଜାବରେ ବ୍ୟାପୁଛି ଏକ ନିଆରା ରୋଗ, ଜାଣନ୍ତୁ କଣ ?

    13568
    Sep 12, 2025
  • ଅକ୍ଟୋବରରୁ ଦେଶବ୍ୟାପୀ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ

    15381
    Sep 11, 2025
  • ୧୨ରେ ଶପଥ ଗ୍ରହଣ କରିବେ ସିପି ରାଧାକୃଷ୍ଣନ

    14381
    Sep 11, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In