Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, February 22, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ ...

  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ ...

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ ...

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

  • ସୁଲତାନପୁର କୋର୍ଟରେ ରାହୁଲ

  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ...

  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ...

  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

  • ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା ଜୱାଦ ମୁକାବିଲା ପାଇଁ ୬୨ ଏନଡିଆରଏଫ ଟିମ୍

ବାତ୍ୟା ଜୱାଦ ମୁକାବିଲା ପାଇଁ ୬୨ ଏନଡିଆରଏଫ ଟିମ୍

2021-12-02 10:46:53
15728
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା ଜୱାଦ ମୁକାବିଲା ପାଇଁ ୬୨ ଏନଡିଆରଏଫ ଟିମ୍

ଭୁବନେଶ୍ୱର: ସାମ୍ଭାବ୍ୟ ବାତ୍ୟା ଜୱାଦ ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇ ୪ତାରିଖରେ ଓଡିଶା ଓ ଆନ୍ଧ୍ର ଉପକୂଳ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି । ଏଥିପାଇଁ ଆସନ୍ତା ତିନି ତାରିଖରୁ ପବନର ବେଗ ବଢିବା ସହ ବର୍ଷାର ବେଗ ବଢିବାର ସମ୍ଭାବନା ରହିଛି ।  ପାଣି ପାଗ ବିଭାଗର ସୂଚନା ଅନୁସାରେ ୩ତାରିଖ ଠାରୁ ପବନ ଓ ବର୍ଷାର ବେଗ ବଢିବ ଓ ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହେବା ପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨୪ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ୪ତାରିଖ ସକାଳେ ବାତ୍ୟା ଜୱାଦ ଆନ୍ଧ୍ର ଓ ଓଡିଶା ଉପକୂଳରେ ପହଞ୍ଚିବ କିନ୍ତୁ କେଉଁଠି ବାତ୍ୟା ଜୱାଦ ସ୍ଥଳଭାଗ ଛୁଇଁବ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ପାଣିପାଗ ବିଭାଗ କହିଛି । 
ପବନର ବେଗ ୧୦୦କିଲୋମିଟରରୁ ଅଧିକ ହେବ ନାହିଁ ବୋଲି ଆଇଏମ୍ଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହା ସହିତ ସେ ଆହୁରି ମଧ୍ୟ 
କହିଛନ୍ତି ୩ ତାରିଖ ମଧ୍ୟରାତ୍ରୀରୁ ପବନର ବେଗ ବଢିବ  । ୪ତାରିଖରେ ସାମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । ୪ତାରିଖ ଅପରାହ୍ନରେ ୭୦ ରୁ ୯୦କିମି ବେଗରେ ପବନ ବହିବା ସହିତ ସାମ୍ଭାବ୍ୟ ବାତ୍ୟା ଜୱାଦ ତା’ର ତାଣ୍ଡବ ରଚିବ ବୋଲି କୁହାଯାଉଛି ।
 ତେବେ ସାମ୍ଭାବ୍ୟ ବାତ୍ୟା ଜୱାଦର ପ୍ରଭାବ ଓ ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବେଠକ ଡାକିଥିଲେ । ଏଥିରେ ସେ ବାତ୍ୟା ସମ୍ପର୍କିତ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ଆଇଏମଡିଡିଜିଙ୍କ ସହ ଅନେକ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । 
ତେବେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶା ସମେତ ୫ଟି ରାଜ୍ୟରେ ୬୨ଟି ଏନଡିଆରଏଫ ଟିମ୍କୁ ମୁତୟନ କରାଯାଇଛି । ଓଡିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆଣ୍ଡାମାନ ନିକୋବରରେ ବାତ୍ୟା ମୁକାବିଲା ପାଇଁ ଏନଡିଆରଏଫ ଟିମ୍ ପ୍ରସ୍ତୁତ ଥିବା ସୂଚନା ମିଳିଛି ।

Powered by Froala Editor

Tags Jawad

Related articles Odisha News Lens 4.1

  • ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ
    ଦେଶ-ଦେଶାନ୍ତର

    ସ୍ତ୍ରୀଙ୍କୁ ଟିଭି ଭଲ୍ୟୁମ୍ କମ କରିବାକୁ କହିଲେ ସ୍ଵାମୀ, ଛୁରୀରେ ଆକ୍ରମଣ କଲେ ସ୍ତ୍ରୀ

    13880
    Feb 21, 2026
  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ
    ଦେଶ-ଦେଶାନ୍ତର

    ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ

    14700
    Feb 21, 2026
  • ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି
    ଦେଶ-ଦେଶାନ୍ତର

    ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି

    15756
    Feb 20, 2026
  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?
    ଦେଶ-ଦେଶାନ୍ତର

    ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?

    14482
    Feb 21, 2026
  • MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    MANAV ଭିଜନ୍‌ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

    14748
    Feb 20, 2026
  • ୨୭ରେ ମୁକ୍ତିଲାଭ କରିବ
    ମନୋରଞ୍ଜନ

    ୨୭ରେ ମୁକ୍ତିଲାଭ କରିବ "କାନ୍ଦ ମାଷ୍ଟ୍ରେ’

    15083
    Feb 20, 2026
  • ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ  ପ୍ରତିବାଦ ପ୍ରଦର୍ଶନ
    ଦେଶ-ଦେଶାନ୍ତର

    ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ପ୍ରଦର୍ଶନ

    14197
    Feb 20, 2026
  • ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ
    ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15796
    Feb 20, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ
    ବିଶେଷ

    ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15679
    Feb 21, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ବାଣ ବିସ୍ଫୋରଣରେ ମା- ୩ବର୍ଷର ଝିଅ ମୃତ

    15796
    Feb 20, 2026
  • ଦେଶ-ଦେଶାନ୍ତର

    ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?

    14482
    Feb 21, 2026
  • ଦେଶ-ଦେଶାନ୍ତର

    ବିନୋଦ ଜାଖଡ ଛାତ୍ର କଂଗ୍ରେସର ନୂତନ ସଭାପତି

    15756
    Feb 20, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17347
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17416
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17759
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16234
    Apr 03, 2021

ବିଶେଷ

  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15679
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14361
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15204
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15918
    Feb 17, 2026
  • ଘରେ ରଖନ୍ତୁ ନାହିଁ ଭାଙ୍ଗି ଯାଇଥିବା କାଚ

    15932
    Feb 14, 2026

ବାଣିଜ୍ୟ

୧ ଏପ୍ରିଲରୁ ନୂତନ ଆୟକର ଆଇନ

୧ ଏପ୍ରିଲ, ୨୦୨୬ରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ ଟିକସ ରିଟର୍ନ ଫର୍ମ ପ୍ରକାଶ କରିଛି, ଯାହା ପ୍ରଥମ ଥର ପାଇଁ ନୂତନ ଆୟକର ଆଇନ, ୨୦୨୫ ପ୍ରକୃତରେ କିପରି କାମ କରିବ ତାହାର ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି।

ଦେଶରେ ବର୍ତ୍ତମାନର ଟିକସ ଆଇନ ୧୯୬୧ରୁ ...

  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14960
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14473
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16083
    Jan 28, 2026
  • ଆମୱେ ଇଣ୍ଡିଆ ତ୍ୱଚା, କେଶ ଓ ନଖ ସ୍ୱାସ୍ଥ୍ୟକୁ ସମର୍ଥନ କରୁଥିବା ନୁ୍ୟଟ୍ରିଲାଇଟ୍‌ ବାୟୋଟିନ୍‌ ସି ପ୍ଲସ୍‌ (ଜିଙ୍କ୍‌ ଓ ବେଟା କାରୋଟିନ୍‌) ପ୍ରଚଳନ କଲା

    15367
    Jan 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୁଣି ବଢିଲା ସୁନା ଓ ରୂପା ଦର, ଜାଣନ୍ତୁ କେତେ?

    14482
    Feb 21, 2026
  • ଘରେ ବସି ମୋବାଇଲ୍ ଫୋନରେ ଏମିତି ଚେକିଂ କରନ୍ତୁ ଇପିଏଫ୍ ବାଲାନ୍ସ

    14700
    Feb 21, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15679
    Feb 21, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In