ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ

ବଲାଙ୍ଗୀର: ଭିଜିଲାନ୍ସ ପଞ୍ଝାରେ ପଡିଲେ ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ। ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଡ୍ରେ ଧରିଲା ବଲାଙ୍ଗୀର ଭିଜିଲାନ୍ସ ଟିମ୍। ପି.ଓ.ଏସ. ମେସିନ ପାଇଁ ଲୋଇସିଙ୍ଘା ବ୍ଲକ ପଣକିଡାଲର ଦର୍ୟ୍ୟୋଧନ ବାରିକଙ୍କ ଠାରୁ ଟଙ୍କା ନେଉଥିଲେ। ତାଙ୍କଠୁ ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ଟିମ୍ ଏବେ ଅଫିସ ସମେତ ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଥିବା ଜଣାପଡିଛି।
Powered by Froala Editor