Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, March 31, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ...

  • ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମ​ନୋନୀତ ...

  • କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ...

  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ...

  • ଅଧିକ ଲୁଣ ସାଜିବ ଜହର

  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ ...

  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା ...

  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ...

  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ...

  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ସଂକ୍ରମଣକୁ ଦେଖି ICSE ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ

ସଂକ୍ରମଣକୁ ଦେଖି ICSE ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ

2021-04-17 00:25:40
15259
Share:
Facebook
Twitter
E-Mail
WhatsApp
Telegram
ସଂକ୍ରମଣକୁ ଦେଖି  ICSE ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ
କରୋନା ସଂକ୍ରମଣକୁ ଦେଖି ICSE ବୋର୍ଡ ଦଶମ ଓ ଦ୍ୱାଦଶ ପରୀକ୍ଷା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି । ନୂତନ ପରୀକ୍ଷା ତାରିଖ ସଂକ୍ରମଣ ସ୍ଥିତିକୁ ଦେଖି ଜୁନ୍ ପ୍ରଥମ ସପ୍ତାହରେ ସ୍ଥିର କରାଯିବ । ସିଆଇଏସ୍‌ସିଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ଆଇଏସ୍‌ଇ ବା ଦ୍ୱାଦଶ ଶ୍ରେଣୀର ଶିକ୍ଷାର୍ଥୀମାନେ ପରବର୍ତ୍ତୀ ସମୟରେ ଧାର୍ଯ୍ୟ ହେବାକୁ ଥିବା ତାରିଖରେ ପରୀକ୍ଷା ଦେବାକୁ ଆସିବେ। ୧୦ମ ଶ୍ରେଣୀର ପିଲାମାନେ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ସହ ମିଶି ଅଫଲାଇନ ପରୀକ୍ଷା ଦେବାକୁ ଆସିପାରିବେ ନଚେତ ସେମାନେ ଚାହିଁଲେ ଅଫଲାଇନ ପରୀକ୍ଷାକୁ ବାରଣ ମଧ୍ୟ କରିପାରିବେ। ଯେଉଁ ୧୦ମ ଶ୍ରେଣୀ ପିଲା ଅଫଲାଇନରେ ପରୀକ୍ଷା ଦେବେନାହିଁ, ସେମାନଙ୍କ ପାଇଁ ସିଆଇଏସ୍‌ସିଇ ନିଶ୍ଚିତ ସ୍ୱଚ୍ଛ ଓ ନିରପେକ୍ଷ ବ୍ୟବସ୍ଥା ଆପଣାଇବ। ସେହି ଅନୁସାରେ ପରୀକ୍ଷାର୍ଥୀଙ୍କ ରିପୋର୍ଟ କାର୍ଡ ତିଆରି କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୨ ଲକ୍ଷରୁ ଅଧିକ ନୂତନ ମାମଲା ଚିହ୍ନଟ ହୋଇଛି । ଅଧିକାଂଶ ରାଜ୍ୟରେ କରୋନା ସ୍ଥିତି ବିଗୁଡ଼ିଥିବା ଦେଖି କଡ଼ା ପ୍ରତିବନ୍ଧକ ଲାଗୁ ମଧ୍ୟ କରାଯାଉଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସିବିଏସ୍‌ଇ ପ୍ରଥମେ ୧୦ମ ପରୀକ୍ଷାକୁ ବାତିଲ କରିଥିଲା ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ ରଖିଥିଲା। ଏହାପରେ ଏକାଧିକ ରାଜ୍ୟ ନିଜ ନିଜର ବୋର୍ଡ ପରୀକ୍ଷାକୁ ବାତିଲ କିମ୍ବା ସ୍ଥଗିତ ରଖିବା ଆରମ୍ଭ କରିଛନ୍ତି। ଏହି ତାଲିକାରେ ଓଡ଼ିଶା, ଉତ୍ତର ପ୍ରଦେଶ, ଗୁଜରାଟ, ପଞ୍ଜାବ, ହରିଆଣା ଭଳି ରାଜ୍ୟ ରହିଛନ୍ତି। ଗୁରୁବାର କେନ୍ଦ୍ର ସରକାର NEET PG ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିଲେ ।
Tags exam hold

Related articles Odisha News Lens 3.2

  • ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ
    ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14551
    Mar 30, 2023
  • କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଛନ୍ତି ଦିଦି
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କ ବିରୋଧରେ ୩ ଦିନ ଧରି ଧାରଣାରେ ବସିଛନ୍ତି ଦିଦି

    14391
    Mar 31, 2023
  • ଅଧିକ ଲୁଣ ସାଜିବ ଜହର
    ବିଶେଷ

    ଅଧିକ ଲୁଣ ସାଜିବ ଜହର

    13317
    Mar 31, 2023
  • ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା
    ଦେଶ-ଦେଶାନ୍ତର

    ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା

    15449
    Mar 30, 2023
  • ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫
    ଦେଶ-ଦେଶାନ୍ତର

    ଆଜି ଦେଶରେ କୋଭିଡ୍‌ ସଂକ୍ରମଣ ସଂଖ୍ୟା ୩,୦୯୫

    13944
    Mar 31, 2023
  • ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ
    ଦେଶ-ଦେଶାନ୍ତର

    ବଜେଟ ଆଲୋଚନା ବେଳେ ପର୍ଣ୍ଣ ଭିଡିଓ ଦେଖୁଥିଲେ ବିଜେପି ବିଧାୟକ

    15127
    Mar 30, 2023
  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...
    ଦେଶ-ଦେଶାନ୍ତର

    ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ...

    13420
    Mar 30, 2023
  • ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ
    ଦେଶ-ଦେଶାନ୍ତର

    ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ବିଧାନସଭାରେ ବିଧାୟକ ଦେଖିଲେ ଅଶ୍ଳୀଳ ଭିଡିଓ

    14444
    Mar 31, 2023
  • ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ  ମ​ନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା
    ଦେଶ-ଦେଶାନ୍ତର

    ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମ​ନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

    13978
    Mar 31, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ଟେଣ୍ଟ ଜଳିଗଲା

    13420
    Mar 30, 2023
  • ଦେଶ-ଦେଶାନ୍ତର

    ରାମନବମୀ ଶୋଭାଯାତ୍ରା ବେଳେ ପଥରମାଡ, ଉତ୍ତେଜନା

    15449
    Mar 30, 2023
  • ଦେଶ-ଦେଶାନ୍ତର

    ପାଠ ପଢିବାକୁ ତାଗିଦ କଲେ ବାପା, ଆତ୍ମହତ୍ୟା କରିଦେଲେ ୯ ବର୍ଷର ଝିଅ

    14551
    Mar 30, 2023

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ଅଧିକ ଲୁଣ ସାଜିବ ଜହର

    13317
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15432
    Mar 31, 2023
  • କୁନି ହାତରେ ଶକ୍ତିଶାଳୀ ଭାର

    15278
    Mar 30, 2023
  • ଏସବୁ ଖାଆନ୍ତୁ, କୋଷ୍ଠକାଠିନ୍ୟରୁ ମିଳିବ ମୁକ୍ତି

    13959
    Mar 30, 2023
  • ରୋଷେଇ କରିବା ପୂର୍ବରୁ ଅଣ୍ଡା ଧୋଇବା ଉଚିତ କି ନୁହେଁ, ଜାଣନ୍ତୁ

    15156
    Mar 30, 2023

ବାଣିଜ୍ୟ

ପ୍ରଚଳନ ହେବ ପ୍ରଥମ ଡିଜିଟାଲ କରେନ୍ସି, ୯ ବ୍ୟାଙ୍କରୁ ଆରମ୍ଭ ପାଇଲଟ ପ୍ରୋଜେକ୍ଟ

ମଙ୍ଗଳବାରଦିନ ଭାରତର ପ୍ରଥମ ଡିଜିଟାଲ କରେନ୍ସି ଆରମ୍ଭ ହେବାକୁ ଯାଉଛି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ପରୀକ୍ଷାମୂଳକ ଭାବେ ଏହି କରେନ୍ସିର ଶୁଭାରମ୍ଭ ହେବ । ଏହି ପାଇଲଟ ପ୍ରକଳ୍ପରେ ୯ଟି ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ୟୁନିୟନ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, କୋଟକ ...

  • ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

    19517
    Jul 27, 2022
  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    19801
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    19926
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    21516
    Jul 01, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିଶ୍ବ ବ୍ୟାଙ୍କ ସଭାପତି ହେବାକୁ ମ​ନୋନୀତ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା

    13978
    Mar 31, 2023
  • ଡାଇବେଟିସରେ ପୀଡିତ ବ୍ୟକ୍ତି ମଦ୍ୟପାନ କରିପାରିବେ କି ନାହିଁ, ଜଣନ୍ତୁ

    15432
    Mar 31, 2023
  • ରାମ ନବମୀରେ ଅଘଟଣ : କୂଅରେ ଖସି ୧୩ ଶ୍ରଦ୍ଧାଳୁଙ୍କ ପ୍ରାଣ ଗଲା, ବେଣୁଗୋପାଳ ମନ୍ଦିର ଟେଣ୍ଟ ଜଳିଗଲା

    13420
    Mar 30, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In