Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, August 18, 2022, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ ...

  • ‘ବଡେ ମିୟାଁ ଛୋଟେୟ ମିୟାଁ’ ରିମେକ୍‌ରେ ...

  • କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

  • ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ...

  • ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ...

  • ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ...

  • ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ...

  • ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ...

  • ଗୋଟିଏ ଘରୁ ମିଳିଲା ୬ ମୃତଦେହ

  • ଏହି ପଦରୁ ଇସ୍ତଫାଦେଲେ କଂଗ୍ରେସର ...

ବାଣିଜ୍ୟ
Home ›› ବାଣିଜ୍ୟ ››୧୫ ହଜାର କୋଟି ଟଙ୍କାର ଏଫଡିଆଇ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

୧୫ ହଜାର କୋଟି ଟଙ୍କାର ଏଫଡିଆଇ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

2021-08-26 02:01:54
22783
Share:
Facebook
Twitter
E-Mail
WhatsApp
Telegram
୧୫ ହଜାର କୋଟି ଟଙ୍କାର ଏଫଡିଆଇ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌(ଆର୍ଥିକ ବ୍ୟାପାର କମିଟି) ବୈଠକରେ କାନାଡର ପେନସନ୍‌ ଫଣ୍ଡର ସହଯୋଗୀ ଏନକରେଜ୍‌ ଇନଫ୍ରାଷ୍ଟ୍ରକ୍ଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ୍‌ର ୧୫ ହଜାର କୋଟି ଟଙ୍କାର ଏଫଡିଆଇ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ପରିବହନ ଓ ଲଜିଷ୍ଟିକ୍ (ରଶଦ) କ୍ଷେତ୍ରରେ ମଧ୍ୟ ଏହା ପୁଞ୍ଜି ଖଟାଇବ । ଏଥିରେ ବିମାନବନ୍ଦର, ବିଭିନ୍ନ ଅନୁସାରୀ ଉଦ୍ୟୋଗ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଓ ନିର୍ମାଣ କ୍ଷେତ୍ର ଅନ୍ତର୍ଭୁକ୍ତ ।

ଏହି କମ୍ପାନୀ ମଧ୍ୟ ବେଙ୍ଗାଲୁରୁ ଆନ୍ତର୍ଜାତିକ ବିମାନ ବନ୍ଦର ସରକାରୀ ଅଂଶଧନ ନିଜ ହାତକୁ ନେବ । ପରିବହନ ସହିତ ବିମାନବନ୍ଦର ସହ ଜଡ଼ିତ ସେବା ଏବଂ ବେସାମରିକ ଚଳାଚଳ ସମ୍ବନ୍ଧିତ ସେବାରେ ଉପଯୋଗ ହେବ। ଏହା ବ୍ୟତୀତ ଓଣ୍ଟାରିଓ ଇଙ୍କ ଦ୍ବାରା ଏନକରେଜ୍‌ ଇନଫ୍ରାଷ୍ଟକଚର ଇନଭେଷ୍ଟମେଣ୍ଟ ହୋଲ୍ଡିଂ ଲିମିଟେଡ୍‌ରେ ୯୫୦ କୋଟି ଟଙ୍କା ନିବେଶ ମଧ୍ୟ ସାମିଲ ରହିଛି।  ଓଣ୍ଟାରିଓ ଇଙ୍କ କାନାଡର ସବୁଠୁ ବଡ଼ ନିଶ୍ଚିତ ଲାଭ ଦେଉଥିବା ପେନସନ୍‌ ଯୋଜନାରୁ ଗୋଟିଏ। 

ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ ସଂସ୍ଥାର ସମ୍ପତ୍ତିକୁ ଲିଜ୍ ଦେଇ ଅର୍ଥ ସଂଗ୍ରହ କରିବାକୁ ସରକାର ନିକଟରେ ଯେଉଁ ଜାତୀୟ ମନିଟାଇଜେସନ ପାଇପଲାଇନ(ଏନ୍‌ଏମ୍‌ପି) ଘୋଷଣା କରିଛନ୍ତି ଏହି ନିବେଶ ସେଥିପାଇଁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି । ସରକାର ଯେଉଁ ସବୁ ରାଷ୍ଟ୍ରାୟତ୍ତ ଭିତ୍ତିଭୂମି ସମ୍ପତ୍ତିକୁ ଲିଜ୍ ଦେବାକୁ ନିଷ୍ପତ୍ତି ନେଇଛନ୍ତି ସେଥିପାଇଁ ଏହି ସଂସ୍ଥା ପାଣ୍ଠି ଯୋଗାଇବ ।

ସରକାର ଲିଜ୍‌ଆଉଟ ଯୋଜନାରେ ସଡକ, ରେଳବାଇ, ବିମାନବନ୍ଦର, ଷ୍ଟାଡିୟମ, ବିଜୁଳି ପରିବହନ ଲାଇନ, ଗ୍ୟାସ ପାଇପଲାଇନ ଆଦିକୁ ଘରୋଇ ପରିଚାଳକଙ୍କୁ ଲିଜ୍ ସୂତ୍ରରେ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏନ୍‌ଏମ୍‌ପି ଅନ୍ତର୍ଭୁକ୍ତ କେତେକ କ୍ଷେତ୍ରରେ ଅନୁସାରୀ ଉଦ୍ୟୋଗ ପାଇଁ ଏନକରେଜ୍‌ ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନୀ ପୁଞ୍ଜି ଲଗାଇବାକୁ ପ୍ରସ୍ତାବ ଦେଇଛି । ଏହି ନିବେଶ ଫଳରେ, ବିଶେଷକରି ଅନୁସାରୀ ଉଦ୍ୟୋଗରେ ସିଧାସଳଖ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହିସବୁ ଉଦ୍ୟୋଗରେ ବିପୁଳ ଅର୍ଥ ବ୍ୟୟ ହେବା ସହିତ ଲୋକଶକ୍ତିର ପ୍ରଚୁର ଆବଶ୍ୟକତା ରହିଛି । ତେଣୁ ନିଯୁକ୍ତି ସୁଯୋଗ ବଢିବ । 

Powered by Froala Editor

Tags fdi

Related articles Odisha News Lens 3.2

  • ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଲାଗିବ ଟିକେଟ, ଏ ଖବର ପରେ ସ୍ପଷ୍ଟୀକରଣ ...
    ଦେଶ-ଦେଶାନ୍ତର

    ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଲାଗିବ ଟିକେଟ, ଏ ଖବର ପରେ ସ୍ପଷ୍ଟୀକରଣ ...

    15194
    Aug 18, 2022
  • ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !
    ଦେଶ-ଦେଶାନ୍ତର

    ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !

    13470
    Aug 18, 2022
  • ଗୋଟିଏ ଘରୁ ମିଳିଲା ୬ ମୃତଦେହ
    ଦେଶ-ଦେଶାନ୍ତର

    ଗୋଟିଏ ଘରୁ ମିଳିଲା ୬ ମୃତଦେହ

    13524
    Aug 17, 2022
  • ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସୁରକ୍ଷାରେ ଅବହେଳା: ୩ କମାଣ୍ଡୋ ବଦଳିଲେ
    ଦେଶ-ଦେଶାନ୍ତର

    ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସୁରକ୍ଷାରେ ଅବହେଳା: ୩ କମାଣ୍ଡୋ ବଦଳିଲେ

    14710
    Aug 18, 2022
  • କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ
    ଦେଶ-ଦେଶାନ୍ତର

    କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

    14549
    Aug 18, 2022
  • ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ
    ଖେଳ ଖବର

    ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ

    13759
    Aug 18, 2022
  • ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ ...
    ଦେଶ-ଦେଶାନ୍ତର

    ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ ...

    15421
    Aug 18, 2022
  •  ଏହି ପଦରୁ ଇସ୍ତଫାଦେଲେ କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦ୍‌
    ଦେଶ-ଦେଶାନ୍ତର

    ଏହି ପଦରୁ ଇସ୍ତଫାଦେଲେ କଂଗ୍ରେସର ବରିଷ୍ଠନେତା ଗୁଲାମ ନବୀ ଆଜାଦ୍‌

    13997
    Aug 17, 2022
  • ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି
    ଦେଶ-ଦେଶାନ୍ତର

    ଜେଡ୍ ପ୍ଲସ୍ ସୁରକ୍ଷା ଭିତରେ ରହିବେ ଗୌତମ ଆଦାନି

    15217
    Aug 18, 2022

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଟ୍ରେନ୍‌ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଲାଗିବ ଟିକେଟ, ଏ ଖବର ପରେ ସ୍ପଷ୍ଟୀକରଣ ରଖିଲା ରେଳ ବିଭାଗ...

    15194
    Aug 18, 2022
  • ଦେଶ-ଦେଶାନ୍ତର

    ବସ୍ତର ଫାଇଟର୍ସରେ ନିଯୁକ୍ତି ପାଇଲେ ୯ କିନ୍ନର : କହିଲେ, ସୁଯୋଗ ମିଳିଲେ ପୁରୁଷଙ୍କ ସହ କାନ୍ଧ ମିଶାଇ ଚାଲିବୁ

    15421
    Aug 18, 2022
  • ଦେଶ-ଦେଶାନ୍ତର

    ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !

    13470
    Aug 18, 2022

ସଂସ୍କୃତି

୮୫ ତମ ଉତ୍କଳ ଦିବସ

ଭୁବନେଶ୍ୱର: ଆଜି ୮୫ ତମ ଉତ୍କଳ ଦିବସ । ଆଜିର ଦିନ ଅର୍ଥାତ ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲ୍ଲା କଟକ, ବାଲେଶ୍ୱର, ...

ବିଶେଷ

  • ସ୍ୱାମୀ/ସ୍ତ୍ରୀଙ୍କର ଏହି ଗୁଣ ବଦଳାଇବା ବହୁତ କଷ୍ଟକର

    14338
    Aug 17, 2022
  • ଶିଶୁଙ୍କ ଉପରେ କାହାର କୁଦୃଷ୍ଟି ପଡ଼ିଲେ କରନ୍ତୁ ଏହା

    15558
    Aug 17, 2022
  • କିଡନୀ ଷ୍ଟୋନ୍‌ର ସମସ୍ୟା ଥିଲେ ଖାଆନ୍ତୁ ନାହିଁ ମୁଗ ଡାଲି

    14487
    Aug 16, 2022
  • ପ୍ରତିଦିନ ଏକ ଗ୍ଲାସ୍ ଲେମ୍ବୁ ପାଣି ପିଅନ୍ତୁ , ଚମତ୍କାର ଫାଇଦା ପାଆନ୍ତୁ

    14319
    Aug 16, 2022
  • ଆପଲ ଚୋପା ସହ ଖାଉଛନ୍ତି କି?

    15539
    Aug 15, 2022

ବାଣିଜ୍ୟ

ପୁରୀ ରଥଯାତ୍ରାରେ ଭକ୍ତଙ୍କ ଭାବନାକୁ ସତେଜ କରିଛି ଆଶୀର୍ବାଦ ସଲ୍ଟ ‘ଚୁଟକି ଭରା ଆଶୀର୍ବାଦ’ ଅଭିଯାନ

ଭୁବନେଶ୍ୱର : ନିଜର ଉଚ୍ଚ ଗୁଣବତାର ସୋଲାର ଭାପୋରାଇଜଡ ଆୟୋଡାଇଜ ଲୁଣ ଏବଂ ଉଚ୍ଚ ମାନର ସ୍ୱଚ୍ଛତା ପାଇଁ ପ୍ରଶଂସିତ ଆଇଟିସିର ଆଶୀର୍ବାଦ ସଲ୍ଟ ପକ୍ଷରୁ ଓଡିଶାର ବୃହତମ ବାର୍ଷିକ ପର୍ବ ପୁରୀ ରଥଯାତ୍ରାରେ ଅଂଶଗ୍ରହଣ କରିବା ସହ ଏହାକୁ ପାଳନ କରାଯାଇଛି । ଭାବନାତ୍ମକଭାବେ ଏକ ଅର୍ଥପୂର୍ଣ୍ଣ ‘ଚୁଟକି ଭରା ଆଶୀର୍ବାଦ&rs ...

  • ୧୬ ମାସରେ ସର୍ବନିମ୍ନ ଖସିଲା ସୁନା ଦାମ୍‌...

    14790
    Jul 22, 2022
  • ବିଶ୍ୱସ୍ତରୀୟ ଖାଦ୍ୟ ଶୃଙ୍ଖଳା “ପ୍ରେଟ୍ ଏ ମେଞ୍ଜେଏର’ ସହ ହାତ ମିଳାଇଲା ରିଲାଏନ୍ସ ବ୍ରାଣ୍ଡ୍‌ସ ଲିମିଟେଡ୍‌

    14942
    Jul 01, 2022
  • ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ଏକ ଡିଜିଟାଲ ‘ଦର୍ଶନ’ ଅନୁଭୂତି ଆରମ୍ଭ କରିଛି ଆଶୀର୍ବାଦ ଅଟା

    16531
    Jul 01, 2022
  • ପୁଣି ବଢ଼ିଲା ସୁନା ଓ ରୂପା ଦାମ

    16301
    May 22, 2022

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୨୪ରେ ଶ୍ରୀଲଙ୍କା ଫେରିବେ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ !

    13470
    Aug 18, 2022
  • ଚନ୍ଦ୍ରକାନ୍ତ ପଣ୍ଡିତ କେକେଆର ନୂଆ କୋଚ ନିଯୁକ୍ତ

    13759
    Aug 18, 2022
  • କାବୁଲର ମଦ୍ରାସାରେ ବିସ୍ଫୋରଣ : ୨୦ ମୃତ

    14549
    Aug 18, 2022

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In