Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ...

  • ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ...

  • ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ...

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

  • ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍

  • ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ...

  • ‘ଲକ୍ ଅପ୍ ୨’ ବିଜେତା ଶ୍ରେୟା କାଲରା

  • ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା

  • ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ

  • ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ବର୍ଷ ଶେଷ ସୁଦ୍ଧା ରୁଷରୁ ଭାରତ ଆସିବ ଏସ୍‌-୪୦୦ ଏୟାର ଡିଫେନ୍ସ ମିସାଇଲ୍‌ ସିଷ୍ଟମ

ବର୍ଷ ଶେଷ ସୁଦ୍ଧା ରୁଷରୁ ଭାରତ ଆସିବ ଏସ୍‌-୪୦୦ ଏୟାର ଡିଫେନ୍ସ ମିସାଇଲ୍‌ ସିଷ୍ଟମ

2021-08-24 20:09:14
15473
Share:
Facebook
Twitter
E-Mail
WhatsApp
Telegram
ବର୍ଷ ଶେଷ ସୁଦ୍ଧା ରୁଷରୁ ଭାରତ ଆସିବ ଏସ୍‌-୪୦୦ ଏୟାର ଡିଫେନ୍ସ ମିସାଇଲ୍‌ ସିଷ୍ଟମ

ଚଳିତ ବର୍ଷ ରୁଷରୁ ଭାରତ ଆସିବ ଏସ୍‌-୪୦୦ ଏୟାର ଡିଫେନ୍ସ ମିସାଇଲ୍‌ ସିଷ୍ଟମ। ଏୟାର ଆଣ୍ଡ ସ୍ପେସ ଡିଫେନ୍ସ କନସର୍ନ ଆଲମାଜ-ଏନିର ଜଣେ ଅଧିକାରୀ କହିଛନ୍ତି, ଋଷ ଏହି ବର୍ଷ ଶେଷ(୨୦୨୧) ବେଳକୁ ଏସ-୪୦୦ର ମିସାଇଲ ଡିଫେନ୍ସ ସିଷ୍ଟମ ଡେଲିଭରି ଆରମ୍ଭ କରିବ। ବର୍ତ୍ତମାନ ଏସ୍‌-୪୦୦ ଅପରେଟ୍‌ କରିବା ପାଇଁ ଭାରତୀୟ ମିଲିଟାରୀର ଅଧିକାରୀଙ୍କ ଟ୍ରେନିଂ ଚାଲିଛି। ଏହି ମାସାଇଲ୍‌କୁ ଚଳାଇବା ପାଇଁ ଭାତରୀୟ ସୈନ୍ୟ ଅଧିକାରୀଙ୍କ ପ୍ରଥମ ବ୍ୟାଚ୍‌ର ତାଲିମ ସମାପ୍ତ ହୋଇଛି। ଦ୍ୱିତୀୟ ବ୍ୟାଚ୍‌ର ତାଲିମ ଏବେବି ଜାରି। ତାଲିମ ବେଳେ ଭାରତୀୟ ସୈନ୍ୟମାନେ ଉଚ୍ଚସ୍ତରର ପ୍ରଦର୍ଶନ କରିଛନ୍ତି ବୋଲି ଏୟାର ଆଣ୍ଡ ସ୍ପେସ ଡିଫେନ୍ସ କନସର୍ନ ଆଲମାଜ-ଏନିର ବରିଷ୍ଠ ଅଧିକାରୀ କହିଛନ୍ତି। ସେପଟେ ଏସ୍‌-୪୦୦ର ତାଲିମ ନେବା ପାଇଁ ଚଳିତ ମାସରେ ଆଉ ୧୦୦ ଭାରତୀୟ ସୈନିକ ରୁଷ ଯିବେ ବୋଲି ଜଣାପଡିଛି।

ଏଥିସହିତ ଡେପୁଟି ସିଇଓ ବ୍ୟାଚେସ୍ଲାବ ଡିଜିରକଲନ କହିଛନ୍ତି, ମୁଁ ଲୋକଙ୍କ ସଂଖ୍ୟା କଥା କହୁ ନାହିଁ। କିନ୍ତୁ ଆମର ସାମଗ୍ରୀକୁ ଉଚିତ ଶୈଳୀରେ ଅପରେଟ କରିବା ପାଇଁ ଭାରତୀୟ ସଶସ୍ତ୍ର ବଳର ସଂଖ୍ୟା ପର୍ଯ୍ୟାପ୍ତ ରହିଛି। ପ୍ରଶିକ୍ଷଣ ପରେ ଇଣ୍ଡିଆନ ସ୍ପେଶାଲିଷ୍ଟର ଫାଷ୍ଟଗ୍ରୁପ ଯେଉଁ ସଫଳତା ଦେଖାଇଛନ୍ତି ତାହା ବହୁତ ପ୍ରଭାବୀ ରହିଛି। ଏହି ଡିଫେନ୍ସ ମିସାଇଲ୍‌ ସିଷ୍ଟମ ମିଳିବା ପରେ ଭାତରର ସୁରକ୍ଷା ଅଭେଦ ହୋଇଯିବ। କାରଣ ଏହା ହେଉଛି ବିଶ୍ୱର ସର୍ବୋତ୍ତମ ମିସାଇଲ୍‌ ଅସ୍ତ୍ର।

Powered by Froala Editor

Tags s-400

Related articles Odisha News Lens 4.1

  • ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା
    ଦେଶ-ଦେଶାନ୍ତର

    ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା

    14280
    Aug 07, 2026
  • ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ
    ଦେଶ-ଦେଶାନ୍ତର

    ବିଏସ୍‌ପିର ବିଧାୟକ ଉମା ଶଙ୍କର ସିଂହଙ୍କ ପରଲୋକ

    15031
    Aug 06, 2026
  • ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଲାଗିବ ଶୁଳ୍କ
    ଦେଶ-ଦେଶାନ୍ତର

    ୟୁପିଆଇ ଓ ଅନ୍ୟାନ୍ୟ ଡିଜିଟାଲ୍ ନେଣଦେଣ ଉପରେ ଲାଗିବ ଶୁଳ୍କ

    13444
    Aug 07, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା
    ବିଶେଷ

    ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13653
    Aug 07, 2026
  • ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍
    ମନୋରଞ୍ଜନ

    ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍

    14870
    Aug 06, 2026
  • ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ମହଙ୍ଗା
    ଦେଶ-ଦେଶାନ୍ତର

    ଫେବ୍ରୁଆରି ପରଠୁ ମହଙ୍ଗା ଦୁଗ୍ଧ-ଚିନି-ତେଲ ମହଙ୍ଗା

    13770
    Aug 06, 2026
  • ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା
    ଦେଶ-ଦେଶାନ୍ତର

    ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା

    15146
    Aug 06, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ...

    14092
    Aug 07, 2026
  • ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ
    ଦେଶ-ଦେଶାନ୍ତର

    ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ

    15259
    Aug 06, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14092
    Aug 07, 2026
  • ଦେଶ-ଦେଶାନ୍ତର

    ବଜେଟରେ Gen Z ଙ୍କ ପାଇଁ ବଡ଼ ଘୋଷଣା

    15146
    Aug 06, 2026
  • ମନୋରଞ୍ଜନ

    ସବୁଠୁ ମହଙ୍ଗା ସେଲିବ୍ରିଟି ଶାହରୁଖ ଖାନ୍

    14870
    Aug 06, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17017
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17628
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17679
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18079
    Sep 06, 2023

ବିଶେଷ

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13653
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15535
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16173
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15027
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14519
    Jul 28, 2026

ବାଣିଜ୍ୟ

ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

ବାଉଁଶ ବିହୀନ କଠିନ ଧୂପ ଏବଂ ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ପ୍ରଦର୍ଶିତ କରୁଛି; ନବସୃଜନ, ଦୀର୍ଘସ୍ଥାୟିତା ଏବଂ ଆଧ୍ୟାତ୍ମିକ ଅନୁଭୂତି ସହିତ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରୁଛି

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14146
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14439
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14608
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14258
    Jul 29, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ‘ତେହେଲକା’ ସମ୍ପାଦକ ଦୋଷୀ ସାବ୍ୟସ୍ତ

    15259
    Aug 06, 2026
  • ତଣ୍ଡ ଗଣିବା ମେଟା, ଦେବ ୫ ହଜାର କୋଟିର ଜରିମାନା

    14280
    Aug 07, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    13653
    Aug 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In