Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, August 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର କଲେ ...

  • ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ...

  • ଛତିଶଗଡ଼ ପରେ ମହାରାଷ୍ଟ୍ରରେ ବ୍ୟାନ ହେଲା ...

  • ସୁର୍ପଣଖା ଚରିତ୍ର ହିଁ କାହିଁକି?

  • ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ...

  • ଓଜନ କମିବାର ରାଜ୍ କହିଲେ ସଲମାନ

  • E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ...

  • ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି

  • ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ...

  • ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ପଂଜଶୀରରେ ତାଲିବାନ ବାହିନୀ

ପଂଜଶୀରରେ ତାଲିବାନ ବାହିନୀ

2021-08-24 08:23:30
15045
Share:
Facebook
Twitter
E-Mail
WhatsApp
Telegram
ପଂଜଶୀରରେ ତାଲିବାନ ବାହିନୀ

କାବୁଲ: ଆଫଗାନିସ୍ତାନର ବିଭିନ୍ନ ପ୍ରଦେଶରେ ଏବେ ତାଲିବାନ ବିରୋଧରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ପଶୀର ଉପତ୍ୟକାରେ ତାଲିବାନକୁ ତୀବ୍ର ବିରୋଧ କରାଯାଉଥିବାରୁ ଏହି ଅଂଚଳକୁ ଦଖଲ କରିବାକୁ ତାଲିବାନ ବାହିନୀ ଗତରାତିରେ ପଂଜଶୀରରେ ପହଞ୍ଚିଯାଇଛନ୍ତି । ଆତଙ୍କବାଦୀମାନେ ଏହି ଅଂଚଳ ଅକ୍ତିଆର କରିବାପାଇଁ ପଶୀରର ସମସ୍ତ ପ୍ରବେଶ ପଥକୁ ଘେରି ରହିଛନ୍ତି ।  ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏଠାରେ ବିଦ୍ରୋହୀଙ୍କ ନେତୃତ୍ୱ ନେଇ ତାଲିବାନ ବିରୋଧରେ ଲଢେ଼ଇ ଜାରି ରିହବ ବୋଲି ଘୋଷଣା କରିଛନ୍ତି ।  ପୂର୍ବ ଆଫଗାନିସ୍ତାନ ସରକାରର କିଛି ସଦସ୍ୟ ଏବଂ ଅନ୍ୟ ବିଦ୍ରୋହୀ ଗୋଷ୍ଠୀ ତାଲିବାନ ବିରୋଧରେ ଲଢେ଼ଇ ପାଇଁ ପ୍ରସ୍ତୁତ ଅଛନ୍ତି । ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସଲେହ ଏବଂ ଅହମଦ ମସୋଦ ପଶୀରରେ ତାଲିବାନକୁ କଦାପି ସଫଳ ହେବାକୁ ଦିଆଯିବ ନାହିଁ ବୋଲି କହିବା ସହ ୫ ହଜାରରୁ ଅଧିକ ସଶସ୍ତ୍ର ବିଦ୍ରୋହୀ ଏହାର ମୁକାବିଲା କରିବେ ବୋଲି କହିଛନ୍ତି ।  ମସୋଦ କହିଛନ୍ତି, ପଶୀର କାହା ନିକଟରେ ମୁଣ୍ଡ ନୁଆଁଇବ ନାହିଁ । ଯଦି ତାଲିବାନ ପଛକୁ ନହଟେ ତା'ହେଲେ ବଡ଼ ସଂଘର୍ଷ ନିଶ୍ଚିତ ବୋଲି ସେ କହିଛନ୍ତି ।  ଅନ୍ଦରବର ବିଭିନ୍ନ ଅଂଚଳରେ ତାଲିବାନ ଏବଂ ବିରୋଧୀ ବାହିନୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଯାଇଛି । ସଂଘର୍ଷରେ ତାଲିବାନରର ଜଣେ ଜିଲ୍ଲା ମୁଖ୍ୟ ସମେତ ୫୦ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଆଫଗାନିସ୍ତାନ ବଗଲାନ ପ୍ରଦେଶର ୩ଟି ଜିଲ୍ଲା ତଥା ବାନୋ, ଡେହ ସଲେହ ଏବଂ ପୁଲ ଏ ହେସାରକୁ ତାଲିବାନ ପୁନଃ ଅକ୍ତିଆର କରିଥିବା ଦାବି କରିଛି ।

Powered by Froala Editor

Tags Taliban

Related articles Odisha News Lens 4.1

  • ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି
    ମନୋରଞ୍ଜନ

    ଅଭିନେତା ପ୍ରଦୀପ ରାୱତ ଆଉ ନାହାନ୍ତି

    15149
    Aug 04, 2026
  • ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ
    ମନୋରଞ୍ଜନ

    ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ

    13272
    Aug 05, 2026
  • ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ
    ରାଜନୀତି

    ବାଙ୍କିପୁରରେ ପ୍ରଶାନ୍ତ କିଶୋରଙ୍କ ପ୍ରଚଣ୍ଡ ବିଜୟ

    14334
    Aug 04, 2026
  • ସୁର୍ପଣଖା ଚରିତ୍ର ହିଁ କାହିଁକି?
    ମନୋରଞ୍ଜନ

    ସୁର୍ପଣଖା ଚରିତ୍ର ହିଁ କାହିଁକି?

    15443
    Aug 05, 2026
  • ଛତିଶଗଡ଼ ପରେ ମହାରାଷ୍ଟ୍ରରେ ବ୍ୟାନ ହେଲା ଆନାଲଗ ପନିର
    ଦେଶ-ଦେଶାନ୍ତର

    ଛତିଶଗଡ଼ ପରେ ମହାରାଷ୍ଟ୍ରରେ ବ୍ୟାନ ହେଲା ଆନାଲଗ ପନିର

    14715
    Aug 05, 2026
  • ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ, ୪ ଘଣ୍ଟା ପରେ ମୁକ୍ତ
    ଦେଶ-ଦେଶାନ୍ତର

    ତାମିଲନାଡ଼ୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ, ୪ ଘଣ୍ଟା ପରେ ମୁକ୍ତ

    14907
    Aug 04, 2026
  • ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର କଲେ ଦେବେ ଶୁଳ୍କ!
    ଦେଶ-ଦେଶାନ୍ତର

    ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର କଲେ ଦେବେ ଶୁଳ୍କ!

    15509
    Aug 05, 2026
  • E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ବିକ୍ରି କରିବେ ସରକାର !
    ଦେଶ-ଦେଶାନ୍ତର

    E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ବିକ୍ରି କରିବେ ସରକାର !

    14521
    Aug 04, 2026
  • ଓଜନ କମିବାର ରାଜ୍ କହିଲେ ସଲମାନ
    ମନୋରଞ୍ଜନ

    ଓଜନ କମିବାର ରାଜ୍ କହିଲେ ସଲମାନ

    13851
    Aug 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଛତିଶଗଡ଼ ପରେ ମହାରାଷ୍ଟ୍ରରେ ବ୍ୟାନ ହେଲା ଆନାଲଗ ପନିର

    14715
    Aug 05, 2026
  • ମନୋରଞ୍ଜନ

    ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ

    13272
    Aug 05, 2026
  • ଦେଶ-ଦେଶାନ୍ତର

    E20 ପେଟ୍ରୋଲ୍ ବନ୍ଦ କରି ଶୁଦ୍ଧ ପେଟ୍ରୋଲ୍ ବିକ୍ରି କରିବେ ସରକାର !

    14521
    Aug 04, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17014
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17623
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17674
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18074
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16104
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14948
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14449
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    16072
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15951
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

ପାଠପଢାକୁ ଉନ୍ନତ କରିବା, ଶିକ୍ଷକଙ୍କୁ ସମର୍ଥନ କରିବା ଏବଂ ଶିକ୍ଷାଗତ ସମ୍ବଳକୁ ମଜବୁତ କରିବା ଦ୍ୱାରା ୨୫,୦୦୦ ଛାତ୍ରଛାତ୍ରୀ ଏହା ଦ୍ୱାରା ଉପକୃତ ହୋଇଛନ୍ତି

ଭୁବନେଶ୍ୱର ୦୪/୦୮/୨୦୨୬ : ଭାରତର ସର୍ବବୃ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14430
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14601
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14249
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15043
    Jul 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାଘବଙ୍କ ସହ ପ୍ରେମ ସମ୍ପର୍କ ବାବଦରେ ମୁହଁ ଖୋଲିଲେ ଶେହନାଜ

    13272
    Aug 05, 2026
  • ଓଜନ କମିବାର ରାଜ୍ କହିଲେ ସଲମାନ

    13851
    Aug 05, 2026
  • ସେପ୍ଟେମ୍ବରରୁ ଆରମ୍ଭ ହେବ 'ବିଗ୍ ବସ୍'ର ସିଜିନ୍

    14392
    Aug 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In