Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ...

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ...

  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

ରାଜ୍ୟ
Home ›› ରାଜ୍ୟ ››ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

2026-06-23 11:41:27
15018
Share:
Facebook
Twitter
E-Mail
WhatsApp
Telegram
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

-    ଦେଶର ପ୍ରଥମ ସର୍ବଭାରତୀୟ ଆନିମେଟେଡ ଚଳଚ୍ଚିତ୍ରର ଟ୍ରେଲର ୧୦  ହଜାର ଭକ୍ତଙ୍କର ଏକ ବିଶାଳ ସମାବେଶ ସମ୍ମୁଖରେ ପୂଜ୍ୟ ଶ୍ରୀ ଇନ୍ଦ୍ରେଶ ଜୀ ମହାରାଜଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା

କଟକ: ଗଭୀର ଭକ୍ତି ଏବଂ ଆଧୁନିକ ଯୁଗର ଚଳଚ୍ଚିତ୍ର କଳାର ଚମକ୍ରାର ସଙ୍ଗମରେ ବହୁ ଆକାଂକ୍ଷିତ ଆନିମେଟେଡ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ମହାପ୍ରଭୁ ଜଗନ୍ନାଥଙ୍କର ଆନୁଷ୍ଠାନିକ ଟ୍ରେଲର ସମ୍ମାନାସ୍ପଦ ଆଧ୍ୟାତ୍ମିକ ବକ୍ତା ପୂଜ୍ୟ ଶ୍ରୀ ଇନ୍ଦ୍ରେଶ ଉପାଧ୍ୟାୟ ମହାରାଜ ଜୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । କଟକରେ ସମ୍ପ୍ରତି ତାଙ୍କର ଚାଲିଥିବା ଶ୍ରୀମଦ ଭାଗବତ କଥା ଅବସରରେ ଭବ୍ୟ ଆୟୋଜନରେ ଏହି ସ୍ମରଣୀୟ ଉନ୍ମୋଚନ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଚଳଚ୍ଚିତ୍ରର ଟ୍ରେଲରକୁ ଉପସ୍ଥିତ ୧୦ ହଜାର ଭକ୍ତଙ୍କ ନିମନ୍ତେ ପ୍ରଦର୍ଶିତ କରାଯାଇଥିଲା । ଏହା ଭାରତରେ ଯେକୌଣସି ଆନିମେସନ ଚଳଚ୍ଚିତ୍ର ନିମନ୍ତେ ଏହା ସର୍ବବୃହତ ଦର୍ଶକଙ୍କ ଶାରୀରିକ ଉପସ୍ଥିତିରେ ଟ୍ରେଲର ଉନ୍ମୋଚନ କାର୍ଯ୍ୟକ୍ରମ ଥିଲା ।

ଉପସ୍ଥିତ ଜନତାଙ୍କର ‘ଜୟ ଜଗନ୍ନାଥ‘ ଧ୍ୱନିରେ କାର୍ଯ୍ୟକ୍ରମ ସ୍ଥଳ ଉଛୁଳି ପଡୁଥିବାବେଳେ ସେଠାୋର ଲାଗିଥିବା ପରଦାଗୁଡିକରେ ଦୃଶ୍ୟଗୁଡିକ ଝଲସି ଉଠୁଥିଲା ଏବଂ ଏହା ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିଥିଲା, ଯେଉଁଠାରେ ପାରମ୍ପରିକ ଆଧ୍ୟାତ୍ମିକ କାହାଣୀ କଥନ ସାବଲୀଳ ଭାବରେ ଆଧୁନିକ ନାଟ୍ୟସ୍ତର ସହିତ ସମ୍ମିଶ୍ରୁତ ହୋଇଥିଲା ।

ଭଗବାନ ଜଗନ୍ନାଥଙ୍କ ଉପରେ ପ୍ରଥମ ସର୍ବଭାରତୀୟ ଆନିମେଟେଡ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଥିବା ମହାପ୍ରଭୁ ଜଗନ୍ନାଥ ଚଳଚ୍ଚିତ୍ରରେ ପ୍ରାଚୀନ ଐତିହ୍ୟକୁ ରୋମାଞ୍ଚପୂର୍ଣ୍ଣ ଏବଂ ପିଲାମାନଙ୍କ ନିମନ୍ତେ ସମ୍ପର୍କିତ କରି ଗଢିତୋଳିବାକୁ ବିଶ୍ୱଶ୍ରେଣୀର ଆନିମେସନର ପ୍ରୟୋଗ କରାଯାଇଛି । ନୂଆକରି ଉନ୍ମୋଚିତ ଟ୍ରେଲରରେ ଅତି ସୁନ୍ଦର ଭାବରେ ଭକ୍ତି, ଏକତା ଏବଂ ବିଶ୍ୱାସର ମୂଳ ବାର୍ତ୍ତାକୁ ପ୍ରଦର୍ଶିତ କରାଯାଇଛି, ଯାହା ପିଲାମାନଙ୍କ ନିମନ୍ତେ ଏହି ସମସ୍ତ ଚିରନ୍ତନ ମୂଲ୍ୟବୋଧଗୁଡିକୁ ଏକ ସୁସଂହତ ଦୃଶ୍ୟଗତ ଭାଷାରେ ଧରି ରଖିଛି । ଟ୍ରେଲରର କେନ୍ଦ୍ର ସ୍ଥାନରେ ମହାପ୍ରଭୁ ଜଗନ୍ନାଥ ଏବଂ ତାଙ୍କର ଭକ୍ତଗଣଙ୍କ ମଧ୍ୟରେ ଥିବା ଅନନ୍ୟ ମଧୁର, ଦୟାଶୀଳ ଏବଂ ସହଚର ସମ୍ପର୍କକୁ ସ୍ଥାନ ଦିଆଯାଇଛି ।

ଏହାର ଉନ୍ମୋଚନ ଅବସରରେ ଉପସ୍ଥିତ ୧୦ ହଜାର ଭକ୍ତଙ୍କର ଅଫୂରନ୍ତ ଶକ୍ତି ଏବଂ ପ୍ରବଳ ଆଗ୍ରହକୁ ଲକ୍ଷ୍ୟକରି ଏଲି ଆନିମେସନସ୍‌ ପ୍ରାଇଭେଟ ଲିମିଟେଡର ପ୍ରତିଷ୍ଠାତା ତଥା ପ୍ରଯୋଜକ ଦୁର୍ଗା ପ୍ରସାଦ ଦଳାଇ ନିଜର ଉଲ୍ଲାସ ଭାବ ବ୍ୟକ୍ତ କରି କହିଥିଲେ, “ଆମର ଏହି ଟ୍ରେଲର ଦେଖିବା ସମୟରେ ହଜାର ହଜାର ଭକ୍ତଙ୍କର ହୃଦୟ ଭକ୍ତିଭାବରେ ପରିପୂର୍ଣ୍ଣ ହୋଇଯାଉଥିବାର ଅନୁଭୂତିକୁ ମୁଁ ଶବ୍ଦରେ ବର୍ଣ୍ଣନା କରିପାରିବି ନାହିଁ । ଏହି ଦର୍ଶନୀୟ ଅଭ୍ୟର୍ଥନା ଏହା ପ୍ରମାଣିତ କରୁଛି ଯେ ଜଣେ ଯେତେବେଳେ ଆମର ସମୃଦ୍ଧ ଭାରତୀୟ ଐତିହ୍ୟକୁ ବିଶ୍ୱ ଶ୍ରେଣୀର ଆନିମେସନରେ ଧରି ରଖନ୍ତି, ଏହା ପରିବାରର ଉଭୟ ପିଲା ଏବଂ ବୟସ୍କ ସଦସ୍ୟମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥାଏ । ପରବର୍ତ୍ତୀ ପିଢି ନିମନ୍ତେ ରୋମାଞ୍ଚକାରୀ, ସୁସଂହତ ଏବଂ ଦୃଶ୍ୟଗତ ଭାବରେ ଚମକ୍ରାର ହୋଇଥିବା ଢାଞ୍ଚାରେ ଆମର ମୂଳକୁ ଜୀବନ୍ତ କରି ରଖିବାକୁ ଆମେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛୁ । ପବିତ୍ର ସ୍ଥଳଗୁଡିକରୁ ଏହି ଐଶ୍ୱରିକ ଶକ୍ତିକୁ ଆମେ ସିଧା ଭାରତର ବଡ ପରଦାଗୁଡିକୁ ନେବା ପାଇଁ ପ୍ରସ୍ତୁତ ଅଛୁ ।”

ଏହି ଆକାଂକ୍ଷିତ ସର୍ବଭାରତୀୟ ପ୍ରୟାସରେ ସୃଜନଶୀଳ ପ୍ରତିଭା ଏବଂ ପ୍ରମୁଖ  ପ୍ରଯୋଜନା ସଂସ୍ଥାଗୁଡିକର ଏକ ବିରଳ ସମ୍ମିଶ୍ରଣ ଘଟିଛି ଏବଂ ବିପୁଳ ଲୋକପ୍ରିୟତା ହାସଲ କରିଥିବା ପୋଗୋ ଚାନେଲ ଟିଭି ସିରିଜ୍‌ ଜୟ ଜଗନ୍ନାଥ ପରେ ଏଲି ଆନିମେସନ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ଦୁର୍ଗା ପ୍ରସାଦ ଦଳାଇଙ୍କ ପ୍ରଯୋଜନାରେ ଏହି ଆନିମେସନ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ଚଳଚ୍ଚିତ୍ରର ମହାନ ଦୃଷ୍ଟିକୋଣ ଶ୍ରେୟ ନିର୍ଦ୍ଦେଶକ ଶ୍ରୀପଦ ୱର୍ଖେଡକରଙ୍କୁ ଯାଉଥିବାବେଳେ ଏଥିରେ ହୃଦୟସ୍ପର୍ଶୀ ଏବଂ ଭାବପ୍ରବଣତା ସହିତ ମେଳ ଖାଉଥିବା ବର୍ଣ୍ଣନା ରହିଛି ତଥା ଏହାର ଚିତ୍ରନାଟ୍ୟ ଏବଂ ସଂଳାପ ରଚନା କରିଛନ୍ତି ପଲ୍ଲବୀ ଶର୍ମା । ଚଳଚ୍ଚିତ୍ରଗତ ଅନୁଭୂତି ସହିତ ଏକ ଐଶ୍ୱରୀୟ ପରସ୍ତ ଯୋଡି ଅଭିରାଲ କୁମାର ଏହି ପୌରାଣିକ କଥାକୁ ଦେଶବ୍ୟାପୀ ପରଦାଗୁଡିକରେ ଜୀବନ୍ତ କରି ଗଢିତୋଳିବାକୁ ଆତ୍ମାକୁ ଛୁଉଁଥିବା ସଂଗୀତ ପ୍ରସ୍ତୁତ କରିଛନ୍ତି ।

ଭାଗବତ କଥା ଅବସରରେ ଏହାର ଟ୍ରେଲର ଉନ୍ମୋଚନ ଭବ୍ୟ ଆକାରରେ ଏବଂ ଅଫୂରନ୍ତ ଉତ୍ସାହ ଆନନ୍ଦର ସହିତ ଅନୁଷ୍ଠିତ ହେବା ପରବର୍ତ୍ତୀ ସମୟରେ ମହାପ୍ରଭୁ ଜଗନ୍ନାଥ ଆନିମେଟେଡ ଚଳଚ୍ଚିତ୍ର ସମଗ୍ର ଦେଶରେ ଚଳଚ୍ଚିତ୍ର ପ୍ରେକ୍ଷାଳୟଗୁଡିକରେ ହିନ୍ଦୀ, ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଜୁଲାଇ ୧୦ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ।

Powered by Froala Editor

Tags Mahaprabhu Jagannath

Related articles Odisha News Lens 4.1

  • ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍
    ଦେଶ-ଦେଶାନ୍ତର

    ନୂଆଦିଲ୍ଲୀରେ ପହଁଞ୍ଚିଲେ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗ୍

    13799
    Sep 12, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    14064
    Sep 11, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    14754
    Sep 13, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    13840
    Sep 12, 2026
  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର ...

    15005
    Sep 12, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13333
    Sep 13, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
    ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14090
    Sep 12, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର
    ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14161
    Sep 12, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14112
    Sep 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    14754
    Sep 13, 2026
  • ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    14944
    Sep 12, 2026
  • ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର କୋରାପୁଟ କଫି

    15005
    Sep 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17090
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17764
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17758
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18162
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14140
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16083
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14619
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13927
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14735
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14175
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14073
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14697
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15035
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13333
    Sep 13, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14161
    Sep 12, 2026
  • ବ୍ରିକ୍ସ ସମ୍ମିଳନୀ: ସାମ୍ବାଦିକଙ୍କ ସ୍ବତନ୍ତ୍ର ‘ଗୁଡି ବ୍ୟାଗ୍’ ରେ ରହିଛି ଓଡ଼ିଶାର କୋରାପୁଟ କଫି

    15005
    Sep 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In