Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, October 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ...

  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ...

  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ ...

  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ...

  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ...

  • ରାଷ୍ଟ୍ରପତି ଭବନ ଉପରେ ହୁତି ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳା ସଂରକ୍ଷଣ ଆଇନ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ଗଭୀର ହତାଶାଭାବ ବ୍ୟକ୍ତ କଲା

ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳା ସଂରକ୍ଷଣ ଆଇନ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ଗଭୀର ହତାଶାଭାବ ବ୍ୟକ୍ତ କଲା

2026-04-26 04:18:40
14987
Share:
Facebook
Twitter
E-Mail
WhatsApp
Telegram
ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳା ସଂରକ୍ଷଣ ଆଇନ (ନାରୀ ଶକ୍ତି ବନ୍ଦନ ଅଧିନିୟମ) କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ଗଭୀର ହତାଶାଭାବ ବ୍ୟକ୍ତ କଲା

ନୂଆଦିଲ୍ଲୀ: ଓମେନ୍‌ ୨୦ (ଡବ୍ଲ୍ୟୁ୨୦) ଇଣ୍ଡିଆ ନାରୀ ଶକ୍ତି ବନ୍ଦନ ଅଧିନିୟମ ଭାବରେ ଅଣାଯାଇଥିବା ମହିଳା ସଂରକ୍ଷଣ ଏବଂ ସୀମା ପୁନଃନିର୍ଦ୍ଧାରଣ ବିଧିବ୍ୟବସ୍ଥାର କାର୍ଯ୍ୟକାରିତାରେ ବିଳମ୍ବକୁ ନେଇ ଗଭୀର ହତାଶାଭାବ ବ୍ୟକ୍ତ କରିଛି । ଏହି ଯୁଗାନ୍ତକାରୀ ଆଇନ ଭାରତୀୟ ସଂସଦରେ ୨୦୨୩ରେ ଗୃହୀତ ହୋଇଥିବାବେଳେ ଏହାର କାର୍ଯ୍ୟକାରିତା ବାକି ରହିଛି, ଏବଂ ଏହାଦ୍ୱାରା ମହିଳାଙ୍କର ରାଜନୀତି କ୍ଷେତ୍ରରେ ପ୍ରତିନିଧିତ୍ୱ ଏବଂ ମଜଭୁତ ଫଳାଫଳ ଦିଗରେ ଦୀର୍ଘକାଳର ପ୍ରତିବଦ୍ଧତାକୁ ସାକାର କରିବାରେ ଏକ ସୁଯୋଗ ହାତଛଡା ହୋଇଛି ।

ଜି୨୦ର ଏକ ଆନୁଷ୍ଠାନିକ ନିୟୋଜନକାରୀ ଗୋଷ୍ଠ ୀ ଭାବରେ ଡବ୍ଲ୍ୟୁ୨୦ ଇଣ୍ଡିଆ ନିରନ୍ତର ଭାବରେ ମହିଳାଙ୍କ ନେତୃତ୍ୱରେ ବିକାଶ ଏବଂ ସମାବେଶୀ ନିଷ୍ପତ୍ତି ଗ୍ରହଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସିଛି । ୨୦୨୩ରେ ଭାରତର ଜି୨୦ ଅଧ୍ୟକ୍ଷତା କାଳରେ ଜି୨୦ ନୂଆଦିଲ୍ଲୀ ନେତୃବୃନ୍ଦଙ୍କ ଘୋଷଣାନାମା ଲିଙ୍ଗଗତ ସମାନତା ଏବଂ ନେତୃତ୍ୱର ସମସ୍ତ ସ୍ତରରେ ମହିଳାମାନଙ୍କର ପୂର୍ଣ୍ଣାଙ୍ଗ, ସମାନ ଓ ଅର୍ଥପୂର୍ଣ୍ଣ ଅଂଶଗ୍ରହଣର ଗୁରୁତ୍ୱକୁ ପୁନଃସୁଦୃଢୀକରଣ କରିଥିଲା । ଏହି ଯୁଗାନ୍ତକାରୀ ଆଇନର କାର୍ଯ୍ୟକାରିତାରେ ବିଳମ୍ବ ସେହି ସମସ୍ତ ପ୍ରତିବଦ୍ଧତାର ପରିପନ୍ଥୀ ହୋଇଛି ।

ଡବ୍ଲ୍ୟୁ୨୦ ମଞ୍ଚ ସମେତ ବିଶ୍ୱସ୍ତରରେ ମହିଳାଙ୍କର ନେତୃତ୍ୱ ସପକ୍ଷରେ ଭାରତ ସର୍ବଦା ଏକ ଅଗ୍ରଣୀ ସ୍ୱର ହୋଇ ରହିଆସିଛି । ତେବେ ନାରୀ ଶକ୍ତି ବନ୍ଦନ ଅଧିନିୟମର କାର୍ଯ୍ୟକାରିତାରେ ବିଳମ୍ବ ଆନ୍ତର୍ଜାତିକ ସପକ୍ଷବାଦୀ ଏବଂ ଘରୋଇ ଅଗ୍ରଗତି ମଧ୍ୟରେ ଏକ ଖାଲି ସ୍ଥାନ ସମ୍ପର୍କରେ ଆଲୋକପାତ କରୁଛି । ଡବ୍ଲ୍ୟୁ୨୦ ଇଣ୍ଡିଆ ଏହି ବିଷୟକୁ ଗୁରୁତ୍ୱ ଦେଇ କହୁଛି ଯେ, ଜାତୀୟ ପଦକ୍ଷେପଗୁଡିକରେ ଯେତେବେଳେ ଉଲ୍ଲେଖ କରାଯାଉଥିବା ଅଗ୍ରାଧିକାରତାଗୁଡିକ ପ୍ରତିଫଳିତ ହେବ ସେତେବେଳେ ବୈଶ୍ୱିକ ନେତୃତ୍ୱ ଉପରେ ଭରସା ସୁଦୃଢ ହୋଇପାରିବ । ଏହି ଆଇନ ଜାତିସଂଘ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ୫ ଅଧୀନରେ ଲକ୍ଷ୍ୟଗୁଡିକ ହାସଲ ପ୍ରୟାସକୁ ଆଗେଇନେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ବିଶେଷକରି ନେତୃତ୍ୱ କ୍ଷେତ୍ରରେ ମହିଳାମାନଙ୍କର ପୂର୍ଣ୍ଣାଙ୍ଗ ଅଂଶଗ୍ରହଣ ଏବଂ ସେମାନଙ୍କୁ ସମାନ ସୁଯୋଗ ପ୍ରଦାନ କ୍ଷେତ୍ରରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଏ କ୍ଷେତ୍ରରେ ବାରମ୍ବାର ବିଳମ୍ବ ଏହି ସହଭାଗୀ ଲକ୍ଷ୍ୟଗୁଡିକ ହାସଲ ଅଗ୍ରଗତିକୁ ମନ୍ଥର କରିଦେଉଛି । 

ଆଇନ ପ୍ରଣୟନକାରୀ ସଂସ୍ଥାଗୁଡିକରେ ମହିଳାମାନଙ୍କର ସମାନ ପ୍ରତିନିଧିତ୍ୱ କେବଳ ସମୁଚିତ ବିଷୟ ନୁହେଁ, ବରଂ ଏହା ସମାବେଶୀ ଶାସନ ଏବଂ ଦୀର୍ଘସ୍ଥାୟୀ ବିକାଶର ଏକ ମାଇଲଖୁଣ୍ଟ ବିବେଚିତ ହେଉଛି । ସମୟବଦ୍ଧ କାର୍ଯ୍ୟାନ୍ୱୟନର ଅନୁପସ୍ଥିତି ଏକ ଅଧିକ ପ୍ରତିନିଧିମୂଳକ ଏବଂ ମଜଭୁତ ଗଣତାନ୍ତ୍ରିକ ନେଟୱର୍କ ଦିଗରେ ଗତିଶୀଳତାକୁ ମନ୍ଥର କରିଦେବାର ଆପଦ ସୃଷ୍ଟି କରୁଛି ।

ନିକଟରେ ଅନୁଷ୍ଠିତ ଏକ ବୈଠକରେ ଡବ୍ଲ୍ୟୁ୨୦ ଇଣ୍ଡିଆର ସମସ୍ତ ପ୍ରତିନିଧିଗଣ- ଡ.ସନ୍ଧ୍ୟା ପୁରେଚା, ଡ.ଜ୍ୟୋତି କିରନ୍‌ ଶୁକ୍ଳା, ଶ୍ରୀମତୀ ଭାରତୀ ଘୋଷ, ଡ. ଶମିକା ରବି, ଶ୍ରୀମତୀ ବାଂସୁରୀ ସ୍ୱରାଜ ଏବଂ ଶ୍ରୀମତୀ ଧରିତ୍ରୀ ପଟ୍ଟନାୟକ ପ୍ରମୁଖ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ସମୟବଦ୍ଧ ଭାବରେ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ନିମନ୍ତେ ଆଲୋଚନା ଏବଂ ପ୍ରୟାସ ପୁନଃ ଆରମ୍ଭ କରିବା ତଥା ସଂସଦ ଓ ରାଜ୍ୟ ବିଧାନସଭାଗୁଡିକରେ ମହିଳାମାନଙ୍କର ଅର୍ଥପୂର୍ଣ୍ଣ ପ୍ରତିନିଧିତ୍ୱକୁ ଗ୍ୟାରେଣ୍ଟି ଦେଉଥିବା କୋଶଳ ଆଗେଇନେବାକୁ ସମସ୍ତ ସହଭାଗୀଙ୍କୁ ଆହ୍ୱାନ ଦେଇଥିଲେ । ଏହି ଜଟିଳ କାର୍ଯ୍ୟସୂଚୀକୁ ଆଗେଇନେବା ନିମନ୍ତେ ଗଠନମୂଳକ ସହମତି ସୃଷ୍ଟିକାରୀ ଏବଂ ରାଜନୈତିକ ଇଛାଶକ୍ତିର ନିତାନ୍ତ ଆବଶ୍ୟକତା ରହିଛି ।

ଲିଙ୍ଗଗତ ସମାନତା ପ୍ରତି ପ୍ରତିବଦ୍ଧତା ନିମନ୍ତେ ନିର୍ଣ୍ଣାୟକ ନିଷ୍ପତ୍ତିର ସମର୍ଥନ ଜରୁରୀ ବୋଲି ଡବ୍ଲ୍ୟୁ୨୦ ଇଣ୍ଡିଆ ନିଜର ମତକୁ ପୁନଃ ଦୋହରାଇଛି । ନାରୀ ଶକ୍ତି ବନ୍ଦନ ଅଧିନିୟମର ପ୍ରତିଶ୍ରୁତି ସାକାର କରିବାରେ ହେଉଥିବା ବିଳମ୍ବକୁ ସମାନତା, ସମାବେଶୀ ଏବଂ ମହିଳାଙ୍କ ନେତୃତ୍ୱରେ ବିକାଶର ନୀତିଗୁଡିକୁ ବଜାୟ ରଖିବା ଦିଗରେ ଏକ ପ୍ରତିଫଳନକାରୀ ମୁହୂର୍ତ୍ତ ଏବଂ ନବୀକୃତ ଏକନିଷ୍ଠତା ଭାବରେ ବିବେଚନା କରାଯିବା ଉଚିତ । 

ଡବ୍ଲ୍ୟୁ୨୦ ଇଣ୍ଡିଆ ମହିଳାମାନଙ୍କର ରାଜନୈତିକ ଏବଂ ଅର୍ଥନୈତିକ ଅଂଶଗ୍ରହଣ ଉପରେ ଖୁବ୍‌ଶୀଘ୍ର ରାଷ୍ଟ୍ରବ୍ୟାପୀ ସଚେତନତାମୂଳକ ପ୍ରୟାସ, ଆଲୋଚନା କାର୍ଯ୍ୟକ୍ରମ ଏବଂ ସମ୍ମିଳନୀମାନ ଆୟୋଜନ କରିବ ।

Powered by Froala Editor

Tags W20

Related articles Odisha News Lens 4.1

  • ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼
    ଦେଶ-ଦେଶାନ୍ତର

    ରାଷ୍ଟ୍ରପତି ଭବନ ଉପରେ ହୁତି ବିଦ୍ରୋହୀଙ୍କ ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼

    14965
    Oct 16, 2026
  • ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ
    ଦେଶ-ଦେଶାନ୍ତର

    ବର୍ଷ ସାରା ମହାରାଷ୍ଟ୍ରରେ ବାଣ ଫୁଟା ବନ୍ଦ

    13418
    Oct 17, 2026
  • ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ
    ଦେଶ-ଦେଶାନ୍ତର

    ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ୮ ମୃତ

    13851
    Oct 17, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା
    ଦେଶ-ଦେଶାନ୍ତର

    ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13673
    Oct 16, 2026
  • ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...
    ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ ...

    14042
    Oct 16, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13809
    Oct 17, 2026
  • ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା
    ଅପରାଧ

    ପାନ ଖିଆରୁ ମାରପିଟ୍‌, ଯୁବକକୁ ଛୁରୀ ଭୁସି ହତ୍ୟା

    13889
    Oct 16, 2026
  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ  ଲାଲକୃଷ୍ଣ ଆଡଭାନୀ
    ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13878
    Oct 17, 2026
  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15211
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

    14042
    Oct 16, 2026
  • ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15211
    Oct 17, 2026
  • ଦେଶ-ଦେଶାନ୍ତର

    ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13878
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17188
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17882
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17830
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18252
    Sep 06, 2023

ବିଶେଷ

  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    14930
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14641
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14746
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15748
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14422
    Sep 27, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14431
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13984
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15103
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15811
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଛାତିରେ ସଂକ୍ରମଣ ଯୋଗୁଁ ହସ୍ପିଟାଲରେ ଲାଲକୃଷ୍ଣ ଆଡଭାନୀ

    13878
    Oct 17, 2026
  • ନୁଡୁଲ୍ସ ଖାଇ ପରିବାରର ୫ ଜଣଙ୍କ ମୃତ୍ୟୁ

    13809
    Oct 17, 2026
  • ପାଣି ବୋତଲରେ ଅଧିକ ୨ ଟଙ୍କା ନେଇ ଫସିଲା ରେସ୍ତୋରାଁ, ଲକ୍ଷେ ଟଙ୍କାର ଜରିମାନା

    13673
    Oct 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In