Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, June 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ ...

  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ...

  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ...

  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା

  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ...

  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ...

  • ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ...

  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ...

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ...

ମନୋରଞ୍ଜନ
Home ›› ମନୋରଞ୍ଜନ ››୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

2025-12-15 20:04:14
17707
Share:
Facebook
Twitter
E-Mail
WhatsApp
Telegram
୬ ବର୍ଷ ଡେଟିଂ ପରେ ପ୍ରେମିକାଙ୍କ ସହ ନିର୍ବନ୍ଧ କଲେ ଅର୍ଜୁନ

ଫିଲ୍ମ ‘ଧୁରନ୍ଧର’ ପାଇଁ ଚର୍ଚ୍ଚାରେ ରହିଛନ୍ତି ଅର୍ଜୁନ ରାମପାଲ । ଏବେ ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା ଡେମେଡ୍ରିଏସଙ୍କ ସହ ତାଙ୍କର ନିର୍ବନ୍ଧ ହୋଇଛି । ଏ କଥା ନିଜେ ଅର୍ଜୁନ କହିଛନ୍ତି । ତାଙ୍କ ଗର୍ଲଫ୍ରେଣ୍ଡ୍ ଗେବ୍ରିଏଲା କହିଛନ୍ତି, ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ । ଅର୍ଜୁନ ୬ ବର୍ଷ ଡେଟିଂ ଏବଂ ଦୁଇଟି ସନ୍ତାନ ଜନ୍ମ କରିବା ପରେ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିକଟରେ ଉଭୟ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପଡ୍‌କାଷ୍ଟ୍‌ରେ ପହଞ୍ଚିଥିଲେ । ଗାବ୍ରିଏଲା ଅର୍ଜୁନ ସ୍ପଷ୍ଟ କରିଥିଲେ ସେମାନେ ନିର୍ବନ୍ଧ କରିଛନ୍ତି। ଦମ୍ପତି ଜାଣିଶୁଣି ଏହି ପ୍ଲାଟଫର୍ମରେ ଏହା ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଅର୍ଜୁନ ଏବଂ ଗାବ୍ରିଏଲା ପ୍ରାୟ ୬ ବର୍ଷ ଧରି ଏକାଠି ଅଛନ୍ତି ଏବଂ ସେମାନଙ୍କର ଦୁଇଟି ପୁଅ ଅଛି। ସେମାନଙ୍କର ବଡ଼ ପୁଅ ଆରିକ ଏପ୍ରିଲ ୨୦୧୯ରେ ଜନ୍ମଗ୍ରହଣ କରିଥିଲେ। ସେମାନଙ୍କ ସାନ ପୁଅ ଆରିଭ ୨୦୨୩ରେ ଜନ୍ମଗ୍ରହଣ କରିଥିଲେ। ସର୍ବସାଧାରଣ ବ୍ୟକ୍ତିତ୍ୱ ହେବା ସତ୍ତ୍ୱେ, ଦୁହେଁ ସେମାନଙ୍କର ପାରିବାରିକ ଜୀବନକୁ ପ୍ରାୟତଃ ବ୍ୟକ୍ତିଗତ ରଖିଛନ୍ତି।

ତେବେ ଅର୍ଜୁନ ୧୯୯୮ରେ ମଡେଲ ମେହର ଜେସିୟାଙ୍କୁ ବିବାହ କରିଥିଲେ । ଉଭୟଙ୍କର ଦୁଇ ଝିଅ ମାହିକା ଓ ମାୟରା ଅଛନ୍ତି । ବିବାହର ୨୦ ବର୍ଷ ପରେ ଅର୍ଜୁନ ଓ ମେହରଙ୍କ ବିଚ୍ଛେଦ ହେଲା । ମେହରଙ୍କ ହେପାଜତରେ ଦୁଇ ଝିଅ ଅଛନ୍ତି । ଅର୍ଜୁନ ମେହରଙ୍କୁ ଛାଡ଼ପତ୍ର ଦେବା ପରେ ୨୦୧୯ରେ ଗେବ୍ରିଏଲାଙ୍କ ସହ ସମ୍ପର୍କ ବିଷୟରେ ସ୍ପଷ୍ଟ କରି ସେ ଗର୍ଭବତୀ ଥିବା ଘୋଷଣା କରିଥିଲେ । ଗେବ୍ରିଏଲା ଗତ ଜୁଲାଇ, ୨୦୧୯ରେ ପୁଅ ଏରିକ୍‌କୁ ଜନ୍ମ ଦେଇଥିଲେ । ୪ ବର୍ଷ ପରେ, ୨୦୨୩ରେ ଆଉ ଏକ ପୁଅ ଏରିଭ୍‌କୁ ଜନ୍ମ ଦେଲେ । ୬ ବର୍ଷର ସମ୍ପର୍କ ପରେ ଏହି ଦମ୍ପତି ଖୁବ୍‌ଶୀଘ୍ର ବିବାହ କରିବେ ।

Powered by Froala Editor

Tags arjun

Related articles Odisha News Lens 4.1

  • ୧ ରୁ ପାସପୋର୍ଟ ଦେୟ ମହଙ୍ଗା
    ଦେଶ-ଦେଶାନ୍ତର

    ୧ ରୁ ପାସପୋର୍ଟ ଦେୟ ମହଙ୍ଗା

    15328
    Jun 26, 2026
  • କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା
    ଦେଶ-ଦେଶାନ୍ତର

    କେତନ ଚନ୍ଦା ଥିଲେ, ସିୟାଙ୍କୁ ଏହା ପସନ୍ଦ ନଥିଲା

    15219
    Jun 26, 2026
  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି
    ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15213
    Jun 25, 2026
  •  ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ
    ଦେଶ-ଦେଶାନ୍ତର

    ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ

    13777
    Jun 27, 2026
  • ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର
    ମନୋରଞ୍ଜନ

    ପୁଷ୍କରା, ମାଇଁ ସୁଇଟ୍‌ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର

    15659
    Jun 26, 2026
  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର
    ଦେଶ-ଦେଶାନ୍ତର

    ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର

    14361
    Jun 26, 2026
  • ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ
    ଦେଶ-ଦେଶାନ୍ତର

    ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ

    15056
    Jun 26, 2026
  • ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ
    ଅପରାଧ

    ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ

    15633
    Jun 26, 2026
  • ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା
    ଦେଶ-ଦେଶାନ୍ତର

    ବିଶ୍ୱାସଘାତକଙ୍କ ପାଇଁ କୌଣସି କ୍ଷମା ନାହିଁ: ମମତା

    15469
    Jun 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15213
    Jun 25, 2026
  • ଅପରାଧ

    ଯଦି ମୋ ଝିଅ କେତନକୁ ମାରିଛି, ତାକୁ ବି ଦୁର୍ଗରୁ ଫିଙ୍ଗିଦିଅ

    15633
    Jun 26, 2026
  • ଦେଶ-ଦେଶାନ୍ତର

    ରାମଗଡ଼ରେ ହୃଦୟବିଦାରକ ସଡ଼କ ଦୁର୍ଘଟଣା : ୭ ମୃତ

    15056
    Jun 26, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16952
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17566
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17616
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18013
    Sep 06, 2023

ବିଶେଷ

  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15434
    Jun 26, 2026
  • ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରନ୍ତୁ କଖାରୁ ଫୁଲ, ମିଳିବ ଏହି ଫାଇଦା

    15515
    Jun 24, 2026
  • ଇଣ୍ଡକସନରେ ଖାଦ୍ୟ ରୋଷେଇ କରୁଥିଲେ ଏହିସବୁକୁ ଦିଅନ୍ତୁ ଧ୍ୟାନ

    15258
    Jun 22, 2026
  • ରାତିରେ ଶୋଇବା ପୂର୍ବରୁ ଗାଧୋଇଲେ ମିଳିଥାଏ ଏହିସବୁ ଲାଭ

    15087
    Jun 21, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15702
    Jun 20, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13790
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14884
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15498
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15253
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଙ୍କଟ ସମୟରେ ଠିଆ ହେଉଛୁ, ସମସ୍ତ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛୁ: ମୋଦି

    15213
    Jun 25, 2026
  • ଯିଏ ଦୋଷୀ ତାକୁ ସେହି ସ୍ଥାନକୁ ନେଇ କେତନଙ୍କ ପରି ମୃତ୍ୟୁ ଦିଆଯାଉ: ସିଆଙ୍କ ମାଆ

    13777
    Jun 27, 2026
  • ଅଯୋଧ୍ୟାରେ ରାମ ମନ୍ଦିର ଦାନ ଅର୍ଥ ହେରଫେର ଅଭିଯୋଗ ମାମଲା: ୮ ଜଣଙ୍କ ନାଁରେ ଏଫଆଇଆର

    14361
    Jun 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In