Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ ...

  • କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ

  • ଫଟୋଗ୍ରାଫରଙ୍କୁ ରାଗିଗଲେ ସନ୍ନି ଦେଓଲ

  • ପୁଲୱାମାରେ ଆତଙ୍କୀ ଉମର ଘରକୁ ଉଡ଼ାଇଲେ ...

  • ବିହାର ନିର୍ବାଚନରେ ଏନଡିଏର ବାଜିମାତ

  • ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

  • ପ୍ରାରମ୍ଭରୁ ଏନଡିଏକୁ ସଫଳତା

  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ...

  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ...

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

ମନୋରଞ୍ଜନ
Home ›› ମନୋରଞ୍ଜନ ››୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ

୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ

2025-11-14 19:45:50
15055
Share:
Facebook
Twitter
E-Mail
WhatsApp
Telegram
୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ

ବଲିଉଡରେ ଗୋଟିଏ ଅଶୁଭ ଖବର ସାମ୍ନାକୁ ଆସୁଛି । ଜଣାଶୁଣା ବଲିଉଡ଼ ଭେଟେରାନ୍ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ ହୋଇଛି । ୯୮ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି କାମିନୀ ।

ଅଭିନେତ୍ରୀଙ୍କ ବନ୍ଧୁ ସାଜନ ନାରାୟଣ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇ କହିଛନ୍ତି, "କମିନୀଙ୍କ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ମୁମ୍ବାଇ ବାସଭବନରେ ପରଲୋକ ହୋଇଛି। ଆଗାମୀ ଫେବୃଆରିରେ ସେ ୯୯ ବର୍ଷ ବୟସରେ ପ୍ରଦାର୍ପଣ କରିଥାଆନ୍ତେ। ମୃତ୍ୟୁ ସମୟରେ କାମିନୀଙ୍କ  ପାଖରେ ତାଙ୍କର ତିନି ପୁଅ ଶ୍ରବଣ, ବିଦୁର ଏବଂ ରାହୁଲ ଉପସ୍ଥିତ ଥିଲେ।

କାମିନୀଙ୍କର ଜନ୍ମ ଲାହୋରରେ ହୋଇଥିଲା। ତାଙ୍କ ବାପା ପ୍ରଫେସର ଶିବରାମ କାଶ୍ୟପ ଲାହୋରସ୍ଥିତ ପଞ୍ଜାବ ୟୁନିଭର୍ସିଟିର ବୋଟାନି ପ୍ରଫେସର ଥିଲେ।କାମିନୀଙ୍କୁ ସାତବର୍ଷ ବୟସ ହୋଇଥିବାବେଳେ ତାଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା। କାମିନୀ ଲାହୋରରୁ ଇଂଲିଶ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।  କାମିନୀଙ୍କର ଅଭିନେତ୍ରୀ ହେବାର କୌଣସି ସ୍ବପ୍ନ ନ ଥିଲା। ସମୟକ୍ରମେ ସେ ଆକାଶବାଣୀରେ ଅଭିନୟ କରିବା ଆରମ୍ଭ କରିଥିଲେ। ପୁଣି କଲେଜରେ ଡ୍ରାମା କରୁଥିଲେ।  ସୁଦଙ୍କୁ ବିବାହ କରି ମୁମ୍ବାଇ ଆସିବା ପରେ ଚେତନ ଆନନ୍ଦ ହିଁ କାମିନୀଙ୍କୁ ପ୍ରଥମେ ଫିଲ୍ମ ଅଫର କରିଥିଲେ। ତାହା ଥିଲା ‘ନୀଚା ନଗର’।

କାମିନୀ କୌଶଲ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ, ଯିଏ ୧୯୪୦ ରୁ ୧୯୬୦ ଦଶକ ପର୍ଯ୍ୟନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ସମୟରେ ସେ ଦିଲୀପ କୁମାର ଏବଂ ଦୀନ ଆନନ୍ଦଙ୍କ ଅଭିନୟ କରିଥିଲେ । ତାଙ୍କ ବିୟୋଗ ଖବରକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି।

Powered by Froala Editor

Tags kamini

Related articles Odisha News Lens 4.1

  • କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ
    ମନୋରଞ୍ଜନ

    କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ

    13717
    Nov 14, 2025
  • ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ
    ଦେଶ-ଦେଶାନ୍ତର

    ବିହାରରେ ବହୁ ଆଗରେ ଚାଲିଛି ଏନ୍‌ଡିଏ

    14624
    Nov 14, 2025
  • ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା
    ଦେଶ-ଦେଶାନ୍ତର

    ବିଦ୍ୟାଳୟ ପରିସରରେ ମିଳିଲା ୧୭୨ ସ୍ଲିପ୍, ଭୋଟ୍ ଚୋରି ନେଇ ହଙ୍ଗାମା

    15767
    Nov 13, 2025
  • ବିହାର ନିର୍ବାଚନରେ ଏନଡିଏର ବାଜିମାତ
    ଦେଶ-ଦେଶାନ୍ତର

    ବିହାର ନିର୍ବାଚନରେ ଏନଡିଏର ବାଜିମାତ

    14002
    Nov 14, 2025
  • ପୁଲୱାମାରେ ଆତଙ୍କୀ ଉମର ଘରକୁ ଉଡ଼ାଇଲେ ସୁରକ୍ଷାକର୍ମୀ
    ଦେଶ-ଦେଶାନ୍ତର

    ପୁଲୱାମାରେ ଆତଙ୍କୀ ଉମର ଘରକୁ ଉଡ଼ାଇଲେ ସୁରକ୍ଷାକର୍ମୀ

    13425
    Nov 14, 2025
  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?
    ଦେଶ-ଦେଶାନ୍ତର

    ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?

    14684
    Nov 13, 2025
  • ଫଟୋଗ୍ରାଫରଙ୍କୁ ରାଗିଗଲେ ସନ୍ନି ଦେଓଲ
    ମନୋରଞ୍ଜନ

    ଫଟୋଗ୍ରାଫରଙ୍କୁ ରାଗିଗଲେ ସନ୍ନି ଦେଓଲ

    13963
    Nov 14, 2025
  • ୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ
    ମନୋରଞ୍ଜନ

    ୯୮ ବର୍ଷ ବୟସରେ ଅଭିନେତ୍ରୀ କାମିନୀ କୌଶଲଙ୍କ ପରଲୋକ

    15055
    Nov 14, 2025
  • ପ୍ରାରମ୍ଭରୁ ଏନଡିଏକୁ ସଫଳତା
    ଦେଶ-ଦେଶାନ୍ତର

    ପ୍ରାରମ୍ଭରୁ ଏନଡିଏକୁ ସଫଳତା

    13647
    Nov 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପୁଲୱାମାରେ ଆତଙ୍କୀ ଉମର ଘରକୁ ଉଡ଼ାଇଲେ ସୁରକ୍ଷାକର୍ମୀ

    13425
    Nov 14, 2025
  • ମନୋରଞ୍ଜନ

    କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ

    13717
    Nov 14, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?

    14684
    Nov 13, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16851
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16947
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17292
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15763
    Apr 03, 2021

ବିଶେଷ

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14153
    Nov 13, 2025
  • ଶୋଇବା ପୂର୍ବରୁ କ୍ଷୀର ସହିତ ଚୋବାଇ ଖାଆନ୍ତୁ ଗୁଜୁରାତି

    15025
    Nov 13, 2025
  • ଭୃସଙ୍ଗ ପତ୍ରର ଚମତ୍କାରିତା

    14085
    Nov 11, 2025
  • ସକାଳ ଜଳଖିଆରେ ଖାଆନ୍ତୁ ଏହିସବୁ ଖାଦ୍ୟ

    14731
    Nov 11, 2025
  • ବ୍ଲାକ୍‌ ହେଡ୍ସ ଦୂର କରିବ ଲେମ୍ବୁ ଓ ଲୁଣ

    15911
    Nov 10, 2025

ବାଣିଜ୍ୟ

ଭାରତର ଉଦୀୟମାନ ଆର୍ଥିକ ଅଭିବୃଦ୍ଧି କାହାଣୀକୁ କବଜା କରିବା ପାଇଁ ବଜାଜ୍ ଫିନସର୍ଭ ଆସେଟ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ଆରମ୍ଭ କରିଛି ଏହାର ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ପାଣ୍ଠି

-    ବ୍ୟାଙ୍କିଂ ଏବଂ ଆର୍ଥିକ ସେବା କ୍ଷେତ୍ରରେ ନିବେଶ କରୁଥିବା ଏକ ଖୋଲା-ସମ୍ପନ୍ନ ଇକ୍ୱିଟି ଯୋଜନା

-    ଏହି ପାଣ୍ଠି ବ୍ୟାଙ୍କିଂ, ଅଣ-ବ୍ୟାଙ୍କିଂ ଆର୍ଥିକ କମ୍ପ ...

  • ଆମୱେର ହୃଦୟରେ ଭାରତ ରହିଛି: ପ୍ରେସିଡେଣ୍ଟ ଓ ସିଇଓ ମାଇକେଲ ନେଲ୍‌ସନ

    14292
    Oct 30, 2025
  • ଷ୍ଟାର୍ଟଅପ୍ ମାନ୍ଦା, ବନ୍ଦ ହୋଇଗଲାଣି ଅଧାରୁ ଅଧିକ

    13953
    Oct 27, 2025
  • ବ୍ରିକ୍ସ ଆଇଏଲ୍‌ଏସ ୪ର୍ଥ ଷ୍ଟାର୍ଟଅପ୍‌ କନ୍‌କ୍ଲେଭରେ ନୁ୍ୟରୋକସ୍‌ମେଟିକ୍ସ ଦ୍ୱାରା ଅନୁପ୍ରେରିତ ହୋଇ ଜୀବଦା ପ୍ରଚଳନ କଲା ବିଶ୍ୱର ପ୍ରଥମ ଲକ୍‌ଜୁରୀ ଆୟୁର୍ବେଦ ବର୍ଗ

    15021
    Oct 13, 2025
  • ଆମୱେ ଇଣ୍ଡିଆ ନୁ୍ୟଟ୍ରିଲାଇଟ୍‌ର ଉତ୍ତମତାରେ ପରିପୁଷ୍ଟ ଆର୍ଟିଷ୍ଟ୍ରି ସ୍କିନ ନୁ୍ୟଟ୍ରିସନ୍‌ର ପରବର୍ତ୍ତୀ ପିଢିର ସ୍କିନ୍‌ କେୟାର ଉନ୍ମୋଚନ କଲା

    15888
    Sep 26, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ଦିନ ପାଦରେ ପିନ୍ଧନ୍ତୁ ଝୁଣ୍ଟିଆ

    14153
    Nov 13, 2025
  • ଦିଲ୍ଲୀ ବିସ୍ଫୋରଣ: ତଦନ୍ତ ବେଳେ ସାମ୍ନାକୁ ଆସିଲା ଭୟଙ୍କର ତଥ୍ୟ, ଜାଣନ୍ତୁ କଣ ?

    14684
    Nov 13, 2025
  • କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଅସୁସ୍ଥ

    13717
    Nov 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In