ଯାତ୍ରୀବାହୀ ବସ-ଟ୍ରକ୍ ଧକ୍କା, ୩ ଗୁରୁତର
ବାଲେଶ୍ବର: ଘରୋଇ ଯାତ୍ରୀବାହୀ ବସକୁ ଧକ୍କା ଦେଇଛି ଟ୍ରକ୍ । ୩ଯାତ୍ରୀ ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥର ଯୁଣବଳଦା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଏହେସାନ୍ ନାମକ ଘରୋଇ ବସକୁ ଧକ୍କା ଦେଇଥିଲା ଟ୍ରକ୍ । ବାଲେଶ୍ୱରରୁ ଚନ୍ଦନେଶ୍ୱର ଯାଉଥିଲା ଏହସାନ୍ ଯାତ୍ରୀବାହୀ ବସ ।
Powered by Froala Editor