ଆଜି ମୁଖ୍ୟମନ୍ତ୍ରୀଙ୍କ ବିହାର ଗସ୍ତ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିହାର ଗସ୍ତରେ ଯିବେ। ଶ୍ରୀ ମାଝୀ ନୂଆପଡ଼ାରୁ ବିହାର ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ସେଠାରେ ନିର୍ବାଚନ ପ୍ରଚାର କରି ସେହିଦିନ ଓଡ଼ିଶା ଫେରିବା କାର୍ଯ୍ୟକ୍ରମ ରହିଛି। ବିହାର ଗସ୍ତରେ ଯାଇ ବାଙ୍କା ଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ।
Powered by Froala Editor