ନଭେମ୍ବର ୩ ରେ ବାବା ଧବଳେଶ୍ଵରଙ୍କ ବଡଓଷା
ଆଠଗଡ : ନଭେମ୍ବର ୩ ତାରିଖରେ ଆଠଗଡ ପ୍ରସିଦ୍ଧ ବାବା ଧବଳେଶ୍ଵରଙ୍କ ପୀଠରେ ବଡଓଷା ପାଳନ ହେବ। ନଭେମ୍ବର ୪ ଅର୍ଥାତ୍ ମଙ୍ଗଳବାର ସକାଳୁ ବାବାଙ୍କ ଗଜଭୋଗ ବିତରଣ କରାଯିବ। ନଭେମ୍ବର ୫ ତାରିଖରେ ଡଙ୍ଗା ଭସା ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ କରାଯିବ। ଅକ୍ଟୋବର ୮ ତାରିଖରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପାଳନ କରାଯିବ।
Powered by Froala Editor