ଆତଙ୍କୀ ଲଞ୍ଚପ୍ୟାଡ୍କୁ ଧ୍ବଂସ କଲା ଭାରତୀୟ ସେନା

ନୂଆଦିଲ୍ଲୀ: ଗତ ୮ ଏବଂ ୯ ତାରିଖ ସନ୍ଧ୍ୟାରେ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରୁ ଭାରତକୁ ଡ୍ରୋନ ଛାଡ଼ି ଆକ୍ରମଣ କରିଥିଲା। ପାକ୍ର ଏହି ଦୁଃସାହସକୁ ଭାରତୀୟ ସେନା କଡ଼ା ଜବାବ ଦେଇଥିଲା। ଏହା ପରେ ଭାରତୀୟ ସେନା ପକ୍ଷରୁ ଏଲଓସି ନିକଟରେ ଥିବା ଆତଙ୍କୀ ଲଞ୍ଚପ୍ୟାଡ୍କୁ ଧ୍ବଂସ କରିଦିଆଯାଇଛି।
ଭାରତୀୟ ସୈନ୍ୟମାନେ ସାହସିକତା ପ୍ରଦର୍ଶନ କରି ଅନେକ ଲଞ୍ଚପ୍ୟାଡ୍କୁ ଉଡ଼ାଇ ଦେଇଛନ୍ତି।
Powered by Froala Editor