ଇସ୍କନ୍ ମନ୍ଦିରରେ ରଥ କାଠ ଅନୁକୂଳ ହେଲା
ଭୁବନେଶ୍ଵର: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଧି ପରମ୍ପରା ଅନୁଯାୟୀ ଆଜି ଶ୍ରୀକ୍ଷେତ୍ର ପୁରୀରେ ରଥନିର୍ମାଣ ଅନୁକୂଳ ନୀତି ଓ ଚନ୍ଦନଯାତ୍ରା ଆରମ୍ଭ ହେବ। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ତିନି ଠାକୁରଙ୍କ ତିନି ଆଜ୍ଞାମାଳ ଆସିବା ପରେ ବନଜାଗ ବିଧିରେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏହି ଅବସରରେ ଆଜି ଭୁବନେଶ୍ଵରସ୍ଥିତ ଇସ୍କନ୍ ମନ୍ଦିର ପରିସରରେ ରଥ କାଠ ଅନୁକୂଳ ହୋଇଛି।
Powered by Froala Editor