Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 01, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସିଝା ଅଣ୍ଡାରେ ମାଲିସ୍‌

  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ...

  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ...

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ...

  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

  • ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ...

  • ବାଲ୍ମିକ ଥାପରଙ୍କ ଦେହାନ୍ତ

  • ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଫ୍ରାନ୍ସ ସହ ଚୁକ୍ତି ସ୍ୱାକ୍ଷର : ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

ଫ୍ରାନ୍ସ ସହ ଚୁକ୍ତି ସ୍ୱାକ୍ଷର : ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

2025-04-28 20:22:32
14954
Share:
Facebook
Twitter
E-Mail
WhatsApp
Telegram
ଫ୍ରାନ୍ସ ସହ ଚୁକ୍ତି ସ୍ୱାକ୍ଷର : ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବ ଭାରତ

ପହଲଗାମ୍ ହମଲା ପରେ ବଡ଼ ସାମରିକ ଚୁକ୍ତି। ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କିଣିବା ପାଇଁ ଭାରତ ଫ୍ରାନ୍ସ ସହ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର କରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଫ୍ରାନ୍ସର ସଶସ୍ତ୍ର ବାହିନୀ ମନ୍ତ୍ରୀ ସେବାଷ୍ଟିଆନ୍ ଲେକୋର୍ଣ୍ଣୁ ନୂଆଦିଲ୍ଲୀଠାରେ ଏହି ଆନ୍ତଃ-ସରକାରୀ ବୁଝାମଣା ସ୍ୱାକ୍ଷର କରିଛନ୍ତି। ୨୬ଟି ରାଫେଲ ସାମୁଦ୍ରିକ ବିମାନ ମଧ୍ୟରୁ ୨୨ଟି ସିଙ୍ଗଲ ସିଟର ଏବଂ ୪ଟି ଡବଲ ସିଟର ହେବ ଏବଂ ଏହାକୁ ଭାରତୀୟ ନୌସେନାର ଆବଶ୍ୟକତା ଅନୁଯାୟୀ ଡିଜାଇନ୍ ଓ ପ୍ରସ୍ତୁତ କରାଯିବ। ୨୦୩୦ ସୁଦ୍ଧା ଏହି ବିମାନଗୁଡ଼ିକ ଭାରତକୁ ଆସିବ।

ଯୁଦ୍ଧପୋତ INS ବିକ୍ରାନ୍ତରେ ମୁତୟନ ପାଇଁ ୨୬ଟି ରାଫେଲ୍ ତୁରନ୍ତ କିଣିବା ଆବଶ୍ୟକତା ଥିବା ବେଳେ ଚଳିତ ମାସ ୯ ତାରିଖରେ ପ୍ରତିରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ୬୩ ହଜାର କୋଟି ଟଙ୍କାର ଡିଲ୍ କୁ ମଞ୍ଜୁରୀ ଦେଇଥିଲା।  ଏହି ଚୁକ୍ତି ଦ୍ୱାରା ଦେଶରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ଏକୀକରଣ ପାଇଁ ପ୍ରଯୁକ୍ତି ବିଦ୍ୟା ହସ୍ତାନ୍ତର ଏବଂ ରାଫେଲ ଫ୍ୟୁସେଲେଜ୍ ପାଇଁ ଉତ୍ପାଦନ ସୁବିଧା ପ୍ରତିଷ୍ଠା ସହିତ ବିମାନ ଇଞ୍ଜିନ, ସେନ୍ସର ଏବଂ ଅସ୍ତ୍ରଶସ୍ତ୍ରର ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହୋଲ ସୁବିଧା ଉପଲବ୍ଧ ହେବ। ଏହି ଚୁକ୍ତି ଦ୍ୱାରା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ହଜାର ହଜାର ନିଯୁକ୍ତି ଓ ରାଜସ୍ୱ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। 

Powered by Froala Editor

Tags rafel

Related articles Odisha News Lens 4.1

  • ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ
    ମନୋରଞ୍ଜନ

    ଏଆଇର ପସନ୍ଦକୁ ଦର୍ଶକଙ୍କ ସମର୍ଥନ, ପରେଶଙ୍କ ସ୍ଥାନ ନେବେ ପଙ୍କଜ

    14385
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ
    ଦେଶ-ଦେଶାନ୍ତର

    ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13694
    May 31, 2025
  •  ସିଝା ଅଣ୍ଡାରେ ମାଲିସ୍‌
    ବିଶେଷ

    ସିଝା ଅଣ୍ଡାରେ ମାଲିସ୍‌

    14691
    Jun 01, 2025
  • ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ଶର୍ମିଷ୍ଠା ପାନୋଲି

    14988
    May 31, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ
    ବିଶେଷ

    ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15596
    May 31, 2025
  •  ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ,  ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14167
    May 31, 2025
  • ବାଲ୍ମିକ ଥାପରଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ବାଲ୍ମିକ ଥାପରଙ୍କ ଦେହାନ୍ତ

    13615
    May 31, 2025
  • ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ
    ମନୋରଞ୍ଜନ

    ଥାଇଲାଣ୍ଡର ଓପଲ ସୁଚତା ପିନ୍ଧିଲେ ବିଶ୍ଵ ସୁନ୍ଦରୀ ମୁକୁଟ

    13632
    May 31, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ
    ବିଶେଷ

    କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15378
    Jun 01, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାଲ୍ମିକ ଥାପରଙ୍କ ଦେହାନ୍ତ

    13615
    May 31, 2025
  • ବିଶେଷ

    ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15596
    May 31, 2025
  • ଦେଶ-ଦେଶାନ୍ତର

    ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14167
    May 31, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16635
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16925
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15465
    Apr 03, 2021

ବିଶେଷ

  • ସିଝା ଅଣ୍ଡାରେ ମାଲିସ୍‌

    14691
    Jun 01, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15378
    Jun 01, 2025
  • ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହି ଫଳ ମନା

    13452
    May 31, 2025
  • ସଫା କରନ୍ତୁ ଏପରି, ଚମକିବ ରୁପା ବାସନ

    15596
    May 31, 2025
  • ଏସବୁ ଜିନିଷ ଘରେ ରଖନ୍ତୁନାହିଁ , ମାଡ଼ିଆସିବ ବିପଦ

    15938
    May 29, 2025

ବାଣିଜ୍ୟ

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ର ...

  • ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

    15681
    Apr 18, 2025
  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16295
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    14008
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14804
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଜୁନ୍ ୧ରୁ ଏହିସବୁଥିରେ ହେବ ପରିବର୍ତ୍ତନ, ଜାଣନ୍ତୁ କ’ଣ ?

    14167
    May 31, 2025
  • ହେଟ ସ୍ପିଚ୍ ମାମଲାରେ ୨ ବର୍ଷ ଜେଲ୍, ପଦ ହରାଇଲେ ବିଧାୟକ

    13694
    May 31, 2025
  • କଖାରୁ ଫୁଲ ଶରୀର ପାଇଁ ଭାରି ଉପକାରୀ

    15378
    Jun 01, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In